ଧାରାବାହିକ ଉପନ୍ୟାସ : ସୁଲୋଚନା (୪୮)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଆଶାପୂର୍ଣ୍ଣ ନୟନରେ ଶ୍ରୀରାମ ହନୁମାନଙ୍କ ଉପରେ ଦୃଷ୍ଟି ପକାଇଲେ। ଯୋଜନବ୍ୟାପୀ ବିଶାଳ ସାଗରକୁ ଯେଉଁ ବୀର ହନୁମାନ ଲଙ୍ଘି ପାରିଥିଲେ, ତାଙ୍କ ପାଇଁ ସଂଜୀବନୀ ବୁଟି ଆଣିବା ସମ୍ଭବ ନିଶ୍ଚୟ।
ଏହା ମଧ୍ୟରେ ଗୁପ୍ତଚର…