Latest Odisha News

BREAKING NEWS

ସ୍କୁଲରେ ହେବ ‘ଗଣିତ ମେଳା’ର ଆୟୋଜନ , ସୂଚନା ଦେଲେ ସଚିବ ବିଷ୍ନୁ ସେଠୀ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ 'ଗଣିତ ମେଳା'ର ଆୟୋଜନ କରିବେ। ଏଥିପାଇଁ ମୋ ସ୍କୁଲ ଅଭିଯାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଗଣିତ ବିଷୟ ପ୍ରତି…

ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇ ରୋଷେଇ ଘରେ ଲୁଚିଥିଲା ସ୍ୱାମୀ !

ନବରଙ୍ଗପୁର: ପୋଲିସକୁ ଗୋଡ଼ାଉଛନ୍ତି ଗାଁ ଲୋକ । ପୋଲିସ ଗାଡ଼ିକୁ ବା ଛାଡ଼ୁ ନାହାନ୍ତି ସମ୍ପର୍କୀୟ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଝରିଗୁଡା ଗାଁରେ ବଦ୍ରିକା ପନକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ସୁଶୀଲ ନାଗ ତାଙ୍କ ସ୍ତ୍ରୀ ବଦ୍ରିକାଙ୍କୁ ହତ୍ୟା ପରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୨୦୨୨ ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ କରିଛି । ଏଥିସହ ଖୋର୍ଦ୍ଧା ବରୁଣେଇପେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ୯ ଏକର ୬୫୮ ଡିସିମିଲ୍ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି…

[ଦେଖନ୍ତୁ ଭିଡିଓ] ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି ସରକାରୀ କୋଠା

ଜଗତସିଂହପୁର : ଜଗତସିଂହପୁରରେ ଅବହେଳିତ ହୋଇପଡ଼ିଛି ସରକାରୀ କୋଠା ।  ଅବହେଳିତ ହୋଇପଡ଼ିଛି ସରକାରୀ ପ୍ରକଳ୍ପ । ଖାଲି ସେତିକିନୁହେଁ ପ୍ରକଳ୍ପ ସହ ସରକାରୀ କାର୍ଯ୍ୟାଳୟ ଓ କଲ୍ୟାଣମଣ୍ଡପ ଗୁଡିକ ପାଲଟିଛି ଭୂତକୋଠା। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିରହିଛି ଜନସାଧାରଣଙ୍କ ପାଇଁ…

ନୁପୂରଙ୍କୁ ମାରିବା ପାଇଁ ୧୧ ଇଂଚର ଛୁରୀ ଧରି ପାକିସ୍ତାନରୁ ଆସିଥିଲା ଆତତାୟୀ

ନୂଆଦିଲ୍ଲୀ: ଶ୍ରୀଗଙ୍ଗାନଗର ଜିଲା ନିକଟରେ ଥିବା ହିନ୍ଦୁମଲକୋଟ ବର୍ଡର ନିକଟରେ ବର୍ଡର ସିକ୍ୟୁରିଟି ଫୋର୍ସ ଜଣେ ଆତତାୟୀକୁ ଧରିଛି । ଆନ୍ତର୍ଜାତୀୟ ବର୍ଡର ଡେଇଁ ସେ ଭାରତରେ ପଶିବା ପାଇଁ ଉଦ୍ୟମ କରୁଥିଲା । ପ୍ରାରମ୍ଭିକ ତଦନ୍ତରେ ସେ ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ମାରିବା…

ଏସିଆନ ଗେମ୍ସର ନୂତନ ତାରିଖ ଘୋଷଣା

ହାଙ୍ଗଝୁ: ଚୀନର ହାଙ୍ଗଝୁରେ ହେବାକୁ ଥିବା ଏସିଆନ ଗେମ୍ସର ନୂତନ ତାରିଖ ଘୋଷଣା କରାଯାଇଛି । ଏଥର ଏହା ଆସନ୍ତା ବର୍ଷ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଅଲିମ୍ପିକ କାଉନସିଲ ଅଫ ଏସିଆ ପକ୍ଷରୁ ବିଧିବଦ୍ଧ ଭାବେ ଜଣାଇ ଦିଆଯାଇଛି । ପୂର୍ବରୁ ଏହା ଚଳିତ ବର୍ଷ ୧୦ରୁ ୨୫…

[ଦେଖନ୍ତୁ ଭିଡିଓ] ମୁକୁଳା ପଡ଼ିଛି ଦୁର୍ବଳ ନଦୀ ବନ୍ଧ। ଆତଙ୍କିତ ନଦୀକୂଳିଆ ଗାଁର ଲୋକେ

ଯାଜପୁର  : ବର୍ଷା ଆରମ୍ଭ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୁର୍ବଳ ନଦୀ ବନ୍ଧ ଗୁଡିକ ମରାମତି ହୋଇନି। ଫଳରେ ବନ୍ୟା ଆସିଲେ ନଦୀକୂଳିଆ ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଏ ହେଉଛି ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତ, ବାଣପୁର ଅଂଚଳ ର ଦୃଶ୍ୟ। ଯେଉଁଠି ମରାମତି ଅଭାବରୁ ନଦୀ ବନ୍ଧ ଗୁଡିକ…

ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ସରକାର

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦ ଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ରାଜ୍ୟ ସରକାର । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧା ତହସିଲ୍ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦ ଦେଶରେ ୯ ଏକର ୬୫୮ ଡିସିମିଲ୍ ଜାଗା ବିନା…

[ଦେଖନ୍ତୁ ଭିଡିଓ] ବିଚରେ ବିବାହ ଉତ୍ସବ ବେଳେ ମାଡ଼ି ଆସିଲା ଜୁଆର, ତା’ପରେ…

ନୂଆଦିଲ୍ଲୀ: ବିଚ୍ ବିବାହକୁ ନେଇ ଯୁବପିଢିଙ୍କ ମଧ୍ୟରେ ଟ୍ରେଣ୍ଡ ବଢ଼ୁଛି । ଚାହିଦାରେ ଥିବା ଏଭଳି ଏକ ଫ୍ୟାନ୍ସି ୱେଡିଂ ସମୁଦ୍ର ଢେଉରେ ଧୋଇ ଯାଇଛି । ଆମେରିକୀୟ ଦ୍ୱୀପ ହୱାଇ ବିଚରେ ଧୁମଧାମରେ ଆୟୋଜିତ ହୋଇଥିଲା ବାହାଘର । ହେଲେ ବିବାହର ଆରମ୍ଭ ମାତ୍ର ୫ ମିନିଟ୍ ପୂର୍ବରୁ ସମୁଦ୍ର ଲହଡ଼ିରେ…

କାଶୀପୁରରେ ଡାଇରିଆ ଆତଙ୍କ। ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ମୃତକ ସଂଖ୍ୟା ୮ରେ ପହଞ୍ଚିଲା

ରାୟଗଡ଼ା : କାଶୀପୁରରେ ଡାଇରିଆ ଆତଙ୍କ। ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ମୃତକ ଜଣକ ହେଉଛନ୍ତି ତୋଟାଗୁଡା ଗାଁର ୪୮ବର୍ଷୀୟ ଭାମୁନି ମାଝୀ । ପୂର୍ବରୁ କାଶୀପୁର ବ୍ଲକରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କୁ ମିଶାଇ ଏବେ ମୃତ୍ୟୁସଂଖ୍ୟା ୮ରେ ପହଂଚିଲା । କାଶୀପୁରରେ ହଇଜା…