Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମାଓ ନେତା ସବ୍ୟସାଚୀ

ବ୍ରହ୍ମପୁର: କାନର ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ବର୍ତ୍ତମାନ ଇଏନଟି…

ରୁଚିକାଙ୍କ ପରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ବିଜେବି କଲେଜ ହଷ୍ଟେଲରେ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭିନି । ଆଜି ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ମିଳିଛି ଛାତ୍ରୀ ଜଣଙ୍କର ଝୁଲନ୍ତା ମୃତଦେହ । ଛାତ୍ରୀ…

ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ

 ଭୁବନେଶ୍ୱର :  ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ରୁଚିକାଙ୍କୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଅଧିକ ତଥ୍ୟ…

ସ୍ୱଳ୍ପ ଗଳ୍ପ : ଦୀର୍ଘଜୀବୀର ଉପତ୍ୟକା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୮ ଲୋକେ ବିଶ୍ୱାସ କରନ୍ତି, ଇକ୍ୱେଡରର ଆଣ୍ଡେସରେ ଥିବା ଭିଲକାବାମ୍ବା ବୋଲି ଗୋଟିଏ ସହରରେ ରହିଛି ସେହି ଚର୍ଚ୍ଚିତ ଦୀର୍ଘଜୀବୀର ଉପତ୍ୟକା। ସ୍ଥାନୀୟ ଭାଷା ଅନୁସାରେ ଭିଲକାବାମ୍ବାର ଆକ୍ଷରିକ ଅର୍ଥ ହେଉଛି, ଏମିତି…

ବିପର୍ଯ୍ୟୟ ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ । ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଅର୍ଥ…

ଭୁବନେଶ୍ୱର:  ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା । ୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ୍‌ ୯୮ କୋଟି ଟଙ୍କା…

ମାଆ କାଳୀଙ୍କ ବିବାଦୀୟ ପୋଷ୍ଟର: ନିର୍ମାତାଙ୍କ ବିରୋଧରେ ଏଫଆଇଆର ରୁଜୁ

ମୁମ୍ବାଇ: ଧାର୍ମିକ ସ୍ୱାଧୀନତା ଆଳରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରିବା ସହଜ ହୋଇଛି । ନିକଟରେ କାଳୀ ନାମକ ଏକ ଡକ୍ୟୁମେଂଟ୍ରିରେ ମା କାଳୀ ଭୂମିକା କରୁଥିବା ଅଭିନେତ୍ରୀଙ୍କ ଗୋଟିଏ ହାତରେ ସିଗାରେଟ ଓ ଅନ୍ୟ ହାତରେ ଏଲଜିବିଟିକ୍ୟୁର ପତାକା ରହିଛି । ଦେବୀଙ୍କ ଏହି ରୂପ ଦେଖି ସମସ୍ତେ…

ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୩୩୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୮ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ମଙ୍ଗଳବାର ଦିନ ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ…

ୟୁକ୍ରେନର ଲୁହାନସ୍କ ଅଞ୍ଚଳକୁ ସମ୍ପୁର୍ଣ୍ଣ ଅକ୍ତିଆରକୁ ନେଲା ଋଷ ସେନା

ୟୁକ୍ରେନ  : ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଂଚଳକୁ କବଜାକୁ ନେଉଥିବା ପୁଟିନ୍ ସେନା ପୂର୍ବ ୟୁକ୍ରେନର ଲୁହାନସ୍କ ଅଂଚଳକୁ ନିଜ ଅକ୍ତିଆରକୁ ନେଇଛି । ଲୁହାନସ୍କ ଅଂଚଳରେ ବିଜୟ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷ ସେନା ଲୁହାନସ୍କ ଅଂଚଳକୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣକୁ…

ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର: ଟ୍ଵିନ୍‌ସିଟି ସମେତ ଭିଜୁଛି ସାରା ଓଡ଼ିଶା

ଭୁବନେଶ୍ୱର:  ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ  । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି । ଟ୍ଵିନ୍‌ସିଟି ସମେତ ଭିଜୁଛି ସାରା ଓଡ଼ିଶା । ଭୁବନେଶ୍ୱରରେ ମୂଷଳଧାରାରେ ବର୍ଷା ହେଉଛି । ଫଳରେ କିଛି ସ୍ଥାନରେ ରାସ୍ତାରେ…

ଆଜି ହେରାପଞ୍ଚମୀ । ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ । ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ  ମାଆ ମହାଲକ୍ଷ୍ମୀ । ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିବା ବେଳେ ଏଥିରେ ରାଗ ପରବସ ହୋଇଛନ୍ତି ମାଆ ଲକ୍ଷ୍ମୀ । ସନ୍ଧ୍ୟାଧୂପ ପରେ ମହାଲକ୍ଷ୍ମୀ ବିମାନରେ…