Latest Odisha News

BREAKING NEWS

ଭାଷା ଭାଗବତ : ଦେଶର ସ୍ବପ୍ନ, ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୭  ଯେଉଁ ଦେଶର ବହୁ ଲୋକ ପ୍ରତିମା, ପ୍ରତୀକ ପୂଜକ ସେହି ଦେଶ ତ ବାସ୍ତବିକ ସତ୍ୟର ପ୍ରଧାନ ଘାତକ ଭାବନା ତୁଳନାରେ ଧ୍ବଜା ଥରାଏ ଆମ ଅସ୍ଥି ମଜ୍ଜା ଆଧ୍ୟାତ୍ମିକତା, ଦେଶପ୍ରେମ ଏଠାରେ ମନଗଢ଼ା ଭ୍ରମ ଏହି ଦେଶର ନାଗରିକ…

ଉପାସିକା ଆମ୍ରପାଲ୍ଲୀ : ଏକ ଦିବ୍ୟବୋଧ

ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ସନ୍ଧ୍ୟା ନଇଁ ଆସୁଛି। ଆଉ ଟିକିଏ ପରେ ଆକାଶକୁ ହସାଇବ ପୂର୍ଣ୍ଣମୀ ଜହ୍ନ। ପ୍ରସାଧାନ କକ୍ଷର କାନ୍ଥରେ ଝୁଲୁଥିବା ଏକ ବିରାଟ ଦର୍ପଣ ସମ୍ମୁଖରେ ଠିଆ ହୋଇ ନିଜ ସୌନ୍ଦର୍ଯ୍ୟକୁ ଅବଲୋକନ କରୁଥିବା ବେଳେ ଚମକି…

ଦେଶଦ୍ରୋହ ଆଇନର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ରୋକ୍

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଗତ ବର୍ଷ ଅକ୍ଟୋବର ୨୬ରେ, କାଶ୍ମୀରର ତିନିଜଣ ଛାତ୍ରଙ୍କୁ ଆଗ୍ରାରୁ ଗିରଫ କରାଯାଇଥିଲା । ସେଡିସନ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା । ଭାରତ-ପାକିସ୍ତାନ ଟି -୨୦ କ୍ରିକେଟ୍ ମ୍ୟାଚ୍ ସମୟରେ ଏହି ତିନି ଛାତ୍ର ପାକିସ୍ତାନ…

କବିତା : ହେ ଗୌତମ

ସୁପ୍ରିୟା ପଣ୍ଡା  ହେ ଗୌତମ ଆଉ ଲୋଡ଼ା ନାହିଁ ନିର୍ବାଣ ମୋ ଅଂହକାରର ପରିବର୍ଦ୍ଧିତ ସୀମାରେ, କାମନାର ବିନାଶ ଅସମ୍ଭବ ମୁଁ ଚାହେଁ ଅୟୁତ ଅୟୁତ ଯନ୍ତ୍ରଣା ଆଞ୍ଜୁଳିଏ ସୁଖ ପାଇଁ । ପାପ ପୁଣ୍ୟର ହିସାବ କରିବାକୁ ମୋର ବା ସମୟ କାହିଁ ନୁହେଁ ବି ମୁଁ ଚଣ୍ଡାଶୋକ ଦୟାନଦୀର…

ଇନଷ୍ଟାଣ୍ଟ ଲୋନ ଠକେଇ: ଜଣେ ଗିରଫ, ୬.୭୫ କୋଟି ଜବତ

ଭୁବନେଶ୍ୱର: ଇନଷ୍ଟାଣ୍ଟ ଲୋନ୍ ଆପ୍ ଠକେଇରେ ଧରାପଡ଼ିଲା ଆହୁରି ଅନେକ ଆପ୍ । ଏହା ସହିତ ଜଣେ ଠକ ତରୁଣ ଦୁଡେଜାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଡିଜିଟାଲ୍ ବଟୁଆ, ସ୍ୱିଚ୍ ଇନଫୋଟେକ୍ ବଚତ ଅନଲାଇନ, ଆଇପଇସା ଇନଫୋଟେକ୍, ମିଲେନିୟମ, ବଜାରପେ ଉପରେ ଚଢ଼ଉ କରିଛି ଇଓଡବ୍ଲୁ । ଏସବୁ ର…

ଭୁବନେଶ୍ୱରରୁ ୯ ଲୁଟେରା ଗିରଫ, ୩୬ ମୋବାଇଲ୍ ଜବତ

ଭୁବନେଶ୍ୱର: ବିଗତ କେଇ ସପ୍ତାହ ଭିତରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଥିଲା ମୋବାଇଲ୍ ଲୁଟ୍ । ରାସ୍ତାରୁ ଝାମ୍ପୁଥିଲେ ଲୁଟେରା । ରାତି ନୁହେଁ କି ସଂଧ୍ୟା ନୁହେଁ । ଦିନ ଦି ପ୍ରହରରେ ବି ଟାଣି ନେଉଥିଲେ ମୋବାଇଲ୍ ଆଉ ସୁନା ଚେନ୍ । ତେବେ ରବିବାର ଧରାପଡ଼ିଛନ୍ତି ୯ ଲୁଟେରା । କମିଶନରେଟ…

ମାଉଣ୍ଟ ଏଭରେଷ୍ଟ ଶିଖରରେ ପତିତପାବନ ବାନା ଉଡ଼ାଇଲେ ସିଦ୍ଧାର୍ଥ

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ରବିବାର ଭୋର ୪.୧୫ରେ ମାଉଣ୍ଟ ଏଭରେଷ୍ଟର ଶିଖର ଦେଶରେ ପାଦ ଥାପିଛନ୍ତି । ଲକ୍ଷସ୍ଥଳରେ ପହଞ୍ଚିବା ପରେ ସିଦ୍ଧାର୍ଥ ଭାରତୀୟ ଜାତୀୟ ପତାକା ସହ ଶ୍ରୀମନ୍ଦିର ପତିତ ପାବନ ବାନା ସେଠାରୁ ଉଡ଼ାଇଛନ୍ତି । ସିଦ୍ଧାର୍ଥଙ୍କ ଏହି ଯାତ୍ରାରେ…

ସାକ୍ଷୀଙ୍କୁ ସୁରକ୍ଷା ଦେବାରେ ନ୍ୟାୟପାଳିକା ଦୁର୍ବଳ

ଭୁବନେଶ୍ୱର: ଦେଶରେ ସାକ୍ଷୀ ପ୍ରଦାନକାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ଜତାଇଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର । “ସାକ୍ଷୀଙ୍କୁ ସୁରକ୍ଷା ଦେବା ବିଷୟରେ ନ୍ୟାୟପାଳିକା ମଧ୍ୟ ଦୁର୍ବଳ । ରାଜ୍ୟ ସରକାର ଏବଂ ପୋଲିସର ଏଥିରେ ଏକ ମୁଖ୍ୟ ଭୂମିକା ରହିଛି । ସାକ୍ଷୀ ର…

ନିଆରା ପ୍ରେମ: କ୍ୟାନସର ସହ ଲଢ଼ୁଥିଲେ ଆଉ ଏକ ହୋଇଗଲେ

ଭୁବନେଶ୍ୱର: ପ୍ରେମକୁ ବୁଝିବା କଷ୍ଟ । ଏହାର କେତେ ରୂପ ଅଛି ତାହା ସାଧାରଣ ମଣିଷ ଜାଣି ପାରିବ ନାହିଁ । ମିଳନ ଓ ବିରହରେ ବି ପ୍ରେମ ହୋଇଥାଏ । ଆମେରିକାର ଉଥାହରେ ଏ ଭଳି ଏକ ନିଆରା ପ୍ରେମ କାହାଣୀ ଘଟିଛି । ଆଲେକ୍ସିସ ଗୋଲ୍ଡ ଷ୍ଟାଫର୍ଡ ଓ ରିକି ଷ୍ଟାଫୋର୍ଡ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ…

୨୦୧୬ ଜୁଡିସିଆଲ ପରୀକ୍ଷାର ଦୁଇଟି ଉତ୍ତର ପୁଣି ମୂଲ୍ୟାୟନ ହେବ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୧୬ ମସିହାରେ ଅତିରିକ୍ତ ଜିଲ୍ଲା ଜଜ୍ ପାଇଁ ହୋଇଥିବା ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କ ଦୁଇଟି ଉତ୍ତର ପୁଣି ମୂଲ୍ୟାୟନ ହେବ । ପରୀକ୍ଷା ଦେବାର ସାତ ବର୍ଷ ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର ଏବଂ…