Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମଣିବିଗ୍ରହ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ରାସ୍ତା ବାଧକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ । ଜ଼ିଲ୍ଲାର ଆରାଧ୍ୟ ଦେବତା ହେଉଛନ୍ତି ସିଦ୍ଧବଳଦେବଜୀଉ ।  ବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ ଓ ପାଷାଣ ମୂର୍ତ୍ତି ।  ବଳଦେବଜୀଉଙ୍କର ମଧ୍ୟ୍ୟ ଭାଗରେ ତୁଳସୀକୁ ମଝିରେ ରଖାଯାଇଅଛି । ଯେପରି ପୁରୀରେ…

ସୃଜନଶୀଳତା ନଥିଲେ ଅନୁସୃଜନ ସମ୍ଭବ ନୁହେଁ : ନୀହାରିକା ମଲ୍ଲିକ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ପ୍ରତିଭା ସାହୁଙ୍କ କବିତା ସଙ୍କଳନ ଚିତ୍ରିତ ଆୟୁଷ ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ ରାଜ୍ୟ ସଂଗ୍ରହାଳୟର ସଭାଗୃହରେ କବୀ ପ୍ରତିଭା ସାହୁଙ୍କର କବିତା ସଙ୍କଳନ ଚିତ୍ରିତ ଆୟୁଷ କବୀ ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ସୁରଜନ ପାତ୍ରଙ୍କ ସଂଯୋଜନାରେ ଏବଂ ପ୍ରକାଶକ ରାଜ କିଶୋର…

ଖିଲାଡି କୁମାରଙ୍କୁ ଦ୍ୱିତୀୟ ଥର ପାଇଁ କରୋନା

ମୁମ୍ବାଇ: ବଲିଉଡର ଖିଲାଡୀ ହୀରୋ ଭାବେ ପରଚିତ ଅକ୍ଷୟ କୁମାର ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ଏଥିଯୋଗୁ ସେ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିବେ ନାହିଁ । ଏଥର ଭାରତକୁ କଂଟ୍ରି ଅଫ ଅନର ରୂପେ ଏହି ଫେଷ୍ଟିଭାଲରେ ସାମିଲ କରାଯାଇଛି । ପୂର୍ବରୁ କରୋନାର ଦ୍ୱିତୀୟ…

ନ୍ୟୁୟର୍କ ବଫେଲୋ ମାର୍କେଟରେ ଗୁଳିମାଡ, ୧୦ ମୃତ

ନ୍ୟୁୟର୍କ: ନ୍ୟୁୟର୍କର ବଫେଲୋ ମାର୍କେଟରେ ବଡ ଧରଣର ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ସବୁଠାରୁ ବଡ କଥା ଅଧିକାଂଶ ଅଶ୍ୱେତ ଲୋକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଆତତାୟୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ…

ଚେନ୍ନାଇ ସିଇଓ ହେବେ ଧୋନୀ !

ମାଡ୍ରାସ: ଆଇପିଏଲ ୧୫ତମ ସଂସ୍କରଣର ପ୍ଲେ ଅଫକୁ ଉନ୍ନୀତ ହେବାରେ ଏଥର ଚେନ୍ନାଇ ସୁପର କିଙ୍ଗସ ବିଫଳ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ପରବର୍ତୀ ପଦକ୍ଷେପ ନେଇ ସମସ୍ତ ଚର୍ଚ୍ଚା ଜୋର ଧରିଛି । ଅଧିନାୟକ ପଦରୁ ଓହରିବା ପରେ ଆଗାମୀ ସଂସ୍କରଣରେ ସେ ଚେନ୍ନାଇର ସିଇଓ କିମ୍ବା ମ୍ୟାନେଜମେଂଟର କୌଣସି…

ବଙ୍ଗୋପସାଗରରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବାତ୍ୟା ଅସାନି ଯାଇଛି । ଓଡ଼ିଶାରେ ବେଶୀ କିଛି ପ୍ରଭାବ ପକାଇନି । ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ । ମାର୍ଚ୍ଚ ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ…

କଂଗ୍ରେସରୁ ଆସିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଉଛି ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ନେତାଙ୍କ କାଟତି ବଢୁଛି । ସେମାନଙ୍କ ହାତରେ ବିଭିନ୍ନ ରାଜ୍ୟର କମାଣ ହେଉଛି ବିଜେପି । ଆସାମ ପରେ ଏବେ ତ୍ରିପୁରା । ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଗାଦିରେ ହିମନ୍ତ ବିଶ୍ୱଶର୍ମାଙ୍କୁ ବସାଇଥିଲା ବିଜେପି । ସେ କଂଗ୍ରେସ ଛାଡ଼ି…

୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ

ଉତ୍ତରପ୍ରଦେଶ  : ପ୍ରେମ ଯୋଗୁ ନାରକୀୟ କାଣ୍ଡ ଘଟାଇଛି ଯୁବକ । ଯାହା ଦେଖିଲେ ଆଉ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଏକତରଫା ପ୍ରେମ କରି ଯୁବକ ଜଣକ ଘଟାଇଛନ୍ତି ଜଘନ୍ୟ କାଣ୍ଡ ।  ୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ । ଏକତରଫା ପ୍ରେମର ପରିଣତି କେତେ ଭୟଙ୍କର ହୋଇପାରେ ତା’ର…

ଫିନଲାଣ୍ଡକୁ ପୁଣି ଧମକାଇଲେ ପୁଟିନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଟୋର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ନାଟୋ ସଦସ୍ୟତା ନେବେ ରୁଷର ଦୁଇ ପଡ଼ୋଶୀ ରାଷ୍ଟ୍ର ଫିନଲାଣ୍ଡ ଓ ସ୍ୱିଡେନ୍ । କଥାବାର୍ତ୍ତା ଓ ଅନ୍ୟାନ୍ୟ ପ୍ରକ୍ରିୟା ଚାଲିଛି । ଏକଥାକୁ ସହଜରେ ଜମ କରି ପାରୁନି ରୁଷ୍ । ପୁଣି ଥରେ ଫିନଲାଣ୍ଡକୁ…