Latest Odisha News

BREAKING NEWS

ସେପ୍ଟେମ୍ବର ୫ତାରିଖ ପର୍ଯ୍ୟନ୍ତ ହାଜତରେ ରହିବେ ସଞ୍ଜୟ ରାଉତ

ମୁମ୍ୱଇ: ପାତ୍ରା ଚୈଲ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଶିବ ସେନାର ସାଂସଦ ସଞ୍ଜୟ ରାଉତଙ୍କୁ ବିଚାର ବିଭାଗୀୟ ମିଆଦ ଅବଧିକୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି। ଅଗଷ୍ଟ ମାସ ଆରମ୍ଭରେ ଇଡି ସଞ୍ଜୟଙ୍କୁ ଗିରଫ କରିଥିଲା । ପ୍ରଥମେ ପ୍ରବର୍ତ୍ତନ…

ବନ୍ୟା ସ୍ଥିତିର ସମୀକ୍ଷା କଲେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର : ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ । ଆଜି  ଦିନ ୧୧ଟାରେ ଏହି ସମୀକ୍ଷା ବୈଠକ ବସିଥିଲା । ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ନେଇ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରବିବାର ଏନେଇ ସମୀକ୍ଷା ବୈଠକ କରିଥିଲେ ଜଳସଂପଦ…

ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ରହିଥିଲେ ହିନ୍ଦୁ ଶରଣାର୍ଥୀ

ନୂଆଦିଲ୍ଲୀ: ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ସର୍ବଦା ଷଡଯନ୍ତ୍ର ରଚୁଛି । ଏବେ ଏ ଭଳି ଆଉ ଏକ ଘଟଣାର ପର୍ଦ୍ଦାଫାଶ ହୋଇଛି । ପାକିସ୍ତାନରୁ ଆସି ଭାରତରେ ରହୁଥିବା ହିନ୍ଦୁ ଶରଣାର୍ଥୀ ଭାଗଚାନ୍ଦଙ୍କୁ ଗିରଫ କରାଯିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଏହି ୪୪ ବର୍ଷୀୟ…

ପୁରସ୍କାର ପାଇଁ ଚୟନ କରାଯିବା ନେଇ ଫିଲ୍ମ ଫେୟାର ଉପରେ କଙ୍ଗନା କ୍ଷୁବ୍ଧ, ମାନହାନୀ କେସ କରିବେ

ମୁମ୍ବାଇ: ବଲିଉଡରେ ଫିଲ୍ମ ଫେୟାର ପୁରସ୍କାର ପାଇବା ପାଇଁ ସମସ୍ତେ ବ୍ୟଗ୍ର ହେଉଥିବା ବେଳେ କଙ୍ଗନା ରାନାୱତଙ୍କ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ନିକଟରେ ଫିଲ୍ମ ଫେୟାର ତାଙ୍କୁ ଥାଲାଇଭି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ରଖିଥିବାରୁ ସେ ରାଗି ଯାଇଛନ୍ତି । ମୁଁ କୌଣସି ଭ୍ରଷ୍ଟ ଏବଂ…

ନୂତନ ବିଏମସି ବିଲଲ୍ଡିଂ ଏବଂ ଓ’ହବ୍ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ

ଭୁବନେଶ୍ୱର:  ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ନିର୍ମାଣ କାର୍ଯ୍ୟର…

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦

ଭୁବନେଶ୍ବର: କର୍ପୋରେଟ୍ ସାମାଜିକ ଦାଇତ୍ଵ (ସିଏସ୍ଆର୍) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ ଦୁଇଟି ବର୍ଗରେ ବିଜେତା ଘୋଷଣା…

କାଠଗଡ଼ାରେ ଈଶ୍ୱର

ପୀର ବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପଚାପ୍ ଠିଆ ହୋଇଥିଲା । ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେବ୍ୟସ୍ତ ଥିଲା । ତା’ ଭଉଣୀ ରହମତେ ପାଖ ଶିଖ୍ ସହିତ ପଡି଼ଆରୁ ଘାସ କାଟୁଥିଲା । ସେ ପଡ଼ିଆଟି ପୀରଙ୍କ କବରଖାନାକୁ ଲାଗି ଥିଲା । ଆମ କ୍ଷେତ ପାଖରେ ଯେଉଁ…

ଉତ୍ତର ବାଲେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି : ଏସ୍‌ଆରସି

ବାଲେଶ୍ବର: ବନ୍ୟା ପାଇଁ ବାଲେଶ୍ବର ଜିଲ୍ଲା ଲାଗି ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳ ପଦ୍ମନାଭ ବେହେରା କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରହାରୀ ୧୫.୦୩ ମିମି ବର୍ଷା ରେକର୍ଡ ହୋଇଛି। ସୁବର୍ଣ୍ଣରେଖାର ରାଜଘାଟ ଠାରେ ୧୧.୦୧ ମିଟର‌ରେ  ଜଳ…

ବନ୍ୟା ପ୍ରଭାବରେ ବାଲେଶ୍ୱର ଜିଲ୍ଲା, ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର :  ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ…

ଜାଲ ରେସିଡେଣ୍ଟ ସାର୍ଟିଫିକେଟ: ତିନି ଗିରଫ

ବ୍ରହ୍ମପୁର; ସେନାରେ ନିଯୁକ୍ତି ପାଇବା ନିମନ୍ତେ ଜାଲ୍‌ ରେସିଡେଣ୍ଟ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ୨ ଜଣ ଯୁବକ ସମେତ ଜାଲ ରେସିଡାଣ୍ଟ ପ୍ରସୃତ କରିଥିବା ଜନସେବା କେନ୍ଦ୍ର ମାଲିକକୁ ଗିରଫ କରାଯାଇଛି । ଅନ୍ୟ ପଟେ ଜାଲ ମାଟ୍ରିକ ସାର୍ଟିଫିକେଟ ମାମଲାରେ ଅନ୍ୟ ୨…