Latest Odisha News

BREAKING NEWS

‘କର୍ମସ୍ଥଳୀରେ ‘ଚନ୍ଦା’ ବୋଲି ଆକ୍ଷେପ କରିବା ଯୌନ ଉତ୍ପୀଡନତା ସହିତ ସମାନ’

ଲଣ୍ଡନ: କର୍ମସ୍ଥଳୀରେେ କାହାକୁ ଚନ୍ଦା ବୋଲି ଆକ୍ଷେପ କରିବା କୌଣସି ମହିଳାର ସ୍ତନ ଉପରେ ମନ୍ତବ୍ୟ ଦେବା ସହ ସମାନ । ଯିଏ ଚନ୍ଦା ବୋଲି ଅନ୍ୟକୁ ଆକ୍ଷେପ କରିବ ସେ ଯୌନ ଉତ୍ପୀଡ଼ନ ମାମଲାର ଶିକାର ହେବ । ବ୍ରିଟେନର ଏକ କୋର୍ଟ ଏପରି ରାୟ ଶୁଣାଣି କରିଛନ୍ତି । ଏହି ମାମଲା ବର୍ଷକ ତଳର ।…

ପୁରୀରୁ ୩କୋଟି ଟଙ୍କାର ବ୍ରାଉନସୁଗାର ଜବତ : ମାଷ୍ଟରମାଇଣ୍ଡ ସମେତ ୩ଜଣ ଗିରଫ

ପୁରୀ : ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କିଲୋର ବ୍ରାଉନ ସୁଗାର ଜବତ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩ଜଣ କଣାସ ଅଞ୍ଚଳର ହୋଇଥିବା ବେଳେ ଏମାନେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିଲେ । ୩ଜଣଙ୍କ ଭିତରୁ ନଣ୍ଡା ଓରଫ ସୁଶାନ୍ତ ଏହି ଘଟଣାର…

ଥମାସ କପ ବ୍ୟାଡମିଂଟନ: ଇତିହାସ ରଚିଲା ଭାରତ, ରବିବାର ଫାଇନାଲ

ନୂଆଦିଲ୍ଲୀ:ଭାରତୀୟ ପୁରୁଷ ବ୍ୟାଡମିଂଟନ ଦଳ ୭୩ ବର୍ଷ ପରେ ଥମାସ କପର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି । ଭାରତ ଏଥିସହ ପଦକ ନିଶ୍ଚିତ କରିଛି । ରବିବାର ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ୧୯୪୯ରୁ ଆରମ୍ଭ ହୋଇଥିବା ଥମାସ କପରେ ପ୍ରଥମ ଥର ପାଇଁ ଭାରତ ଫାଇନାଲରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା INTACH । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଦାବି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ…

କୃଷ୍ଣସାର ମୃଗ ଶିକାର ବେଳେ ପୋଲିସ ସହ ଏନକାଉଣ୍ଟର: ଟଳିଲେ ୩ ପୋଲିସ କର୍ମୀ

ମଧ୍ୟପ୍ରଦେଶ  : ଶିକାରୀଙ୍କୁ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଏପରି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟି ଏପରି ଘଟିଛି । ଏଠାରେ ଶିକାରୀ ଓ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ…

ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ :୬ ଲକ୍ଷ ନେଇ ଆସୁଥିବା ବେଳେ ଧରିଲା ଭିଜିଲାନ୍ସ

ରାୟଗଡା  : ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ରାୟଗଡାରୁ ଭୁବନଶ୍ୱେରକୁ ଆସିବା ସମୟରେ ଗିରଫ ହୋଇଛନ୍ତି । ଅବକାରୀ ଅଧୀକ୍ଷକ ନିନାଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ପଚାରିବାରୁ ନିନା ସନ୍ତୋଷଜନକ ଉତ୍ତର ହେଇପାରି ନଥିଲେ । ନିନା ଏବଂ ସମ୍ପର୍କୀୟଙ୍କ…

ସିଂହ, ଗଜ-ସିଂହ ଓ ଗଜ-ବିଡ଼ାଳ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିରର ସ୍ଥାପତ୍ୟ କଳାକୁ ଅବଲୋକନ କଲେ ଯେ କେହି ସାଧାରଣ ମଣିଷ ଆଖିରେ ସିଂହ ଓ ଗଜ-ସିଂହ ଓ ଗଜ-ବିଡ଼ାଳ ପ୍ରଭୃତିର ବହୁଳ ବ୍ୟବହାର ଦୃଷ୍ଟିଗୋଚର ହୁଏ । ଏହି ଆକୃତିଗୁଡ଼ିକରେ ପ୍ରାଚୀନ ଭାରତୀୟ ବୌଦ୍ଧ ମୂର୍ତ୍ତି କଳା ଓ…

କବିତା : ଚେତନ ଅବଚେତନ

ଗଦାଧର ସାହୁ  ଥରେ ସ୍ଵପ୍ନରେ ମୋର ଭେଟ ହୋଇଥିଲା ଗୋଟେ ବିରାଟକାୟ ଅସୁର ସହିତ । ସେ ତା ବଳିଷ୍ଠ, ଲୋମସ ହାଡୁଆ ହାତରେ ମୋତେ ବାର ବାର ଟେକି ନେଉଥିଲା ତଳୁ ଉପରକୁ ଆହୁରି ଉପରକୁ ଆଉ ଫୋପାଡି ଦେଉଥିଲା ତଳକୁ ଯେଉଁଠି ଥିଲା କୁଢ କୁଢ ହାଡ କେଉଁଠି ଅକାତ କାତ କଳା ଡଅଁର ପାଣି ।…

ପ୍ରାକ୍‌ ମୌସୁମୀ ସୂଚନା: ବିଭିନ୍ନ ରାଜ୍ୟରେ ବାତ୍ୟା, ବନ୍ୟା ମୁକାବିଲାର ହେଲା ସମୀକ୍ଷା

ନୂଆଦିଲ୍ଲୀ: ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବଭାବିକ ରହିବାର ସମ୍ଭାବନା ରହିଛି । ଏହାପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ପ୍ରାକ୍‌ ମୌସୁମୀ ବା ମୌସୁମୀ ପରିସ୍ଥିତିର ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ…

ଚୀନ: ଦୁଇ ବର୍ଷ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି !

ବେଜିଂ: ଦୁଇ ବର୍ଷ ପୂର୍ବେ ଚୀନରେ କରୋନାର ପ୍ରଥମ ଲହରରେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସେମାନେ ଆଜି ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ପାଖରେ ଥକାପଣ, ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସମସ୍ୟା ରହିଛି। ଏହି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ…