Latest Odisha News

BREAKING NEWS

ଏହି ଦେଶରେ ସ୍ୱାମୀ-ସ୍ତ୍ରୀ ରେଷ୍ଟୁରାଣ୍ଟରେ ଏକାଠି ଖାଇବା ଅପରାଧ !

କାବୁଲ: ସ୍ୱାମୀ ସ୍ତ୍ରୀ ଏକାଠି ରେଷ୍ଟୁରାଣ୍ଟରେ ଖାଇପାରିବେ ନାହିଁ । ତାଲିବାନ ସରକାର ଏପରି ଫତଓ୍ୱା ନିଜ ଦେଶର ନାଗରିକଙ୍କ ପାଇଁ ଜାରି କରିଛି । ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ କିପରି ସାମାଜିକ ଚିତ୍ର ବଦଳୁଛି ଇଏ ହେଉଛି ଆଉ ଏକ ନମୁନା । ବିଭିନ୍ନ ପ୍ରତିବନ୍ଧକର…

ନୀତି ଆୟୋଗ ଆରମ୍ଭ କଲା ଡାଟା ଓ ଆନାଲିଟିକ୍ସ ପ୍ଲାଟଫର୍ମ

ଭୁବନେଶ୍ୱର: ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (ଏନ୍‌ଡିଏପି) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆଜିଠୁ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇବା । ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ…

ଗୋଟିଏ ପରିବାରରୁ ଦୁଇଟି ଟିକେଟ୍ ପାଇଁ ସର୍ତ୍ତ ଲାଗୁ କଲା କଂଗ୍ରେସ

ନୂଆଦିଲ୍ଲୀ: ଗୋଟିଏ ପରିବାର ଗୋଟିଏ ଟିକେଟ । ଉଦୟପୁରରରେ ଚାଲିଥିବା ଚିନ୍ତନ ଶିବିରରେ କଂଗ୍ରେସ ଏପରି ନିଷ୍ପତ୍ତି ନେଇଛି । ହେଲେ ସେହି ପରିବାରରୁ ଆଉ ଜଣେ ଟିକେଟ ପାଇବାକୁ ହେଲେ ସଂପୃକ୍ତ ଆଶାୟୀ ଦଳ ପାଇଁ ଅନୂନ୍ୟ 5 ବର୍ଷ କାମ କରିଥିବେ ଏବଂ ଏହି ଅବଧି ମଧ୍ୟରେ ତାଙ୍କ କାମର ଚମତ୍କାର…

ଭାଷା ଭାଗବତ : ଆତ୍ମପ୍ରତ୍ୟାଖ୍ୟାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୫  କଲ କଲା କଲି କଲୁ କଲେ ଯିବ ଯିବା ଯିବି ଯିବୁ ଯିବେ ଲଲାଲିଲୁଲେ, ବବାବିବୁବେ ଟିକେ ଲକ୍ଷ୍ୟ କରିବା ଏବେ ଲ.... ଅତୀତ କାଳ ସୂଚକ ବ... ଭବିଷ୍ୟ କାଳ ସୂଚକ ------------------------------- ଭାଷାର ସୂତ୍ର ସୁଗଠିତ…

ସୁନ୍ଦରଗଡ଼ରେ ମୁଖ୍ଯ ଶାସନ ସଚିବ, ସମୀକ୍ଷା କଲେ ନିର୍ମାଣଧୀନ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କଠାରେ ନିଜର ଅନୁରୂକ୍ତି ବା ଅନୁରାଗ ପ୍ରକାଶ କରିବା ହିଁ ଭକ୍ତିର ନିଦର୍ଶନ ଏହା ଜାଣିବା ପରେ ଏହି ଅନୁରାଗ କିପରି ପ୍ରକାଶ କରିବା ବା ଏହାର ପ୍ରକୃତ ଉପାୟ…

ଚେତା ପଶିଲା ଗଣଶିକ୍ଷା ବିଭାଗର, ପିଲା କାହିଁକି ପାଠ ପଢା ଛାଡୁଛନ୍ତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚେତା ପଶିଲା ଗଣଶିକ୍ଷା ବିଭାଗର । ଚାଳିଶ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ପରେ ଏବେ ନିଦ ଭାଙ୍ଗିଛି ଗଣଶିକ୍ଷା ବିଭାଗର । ଏବେ କେଉଁ କାରଣ ପାଇଁ ପିଲା ପାଠ ପଢା ଛାଡୁଛନ୍ତି ତାଙ୍କୁ କେମିତି ବୁଝାଇ ସୁଝାଇ ସ୍କୁଲ ପିଣ୍ଡାକୁ…

ରାଜଧାନୀ ସ୍ଥିତ ଏକ ତିନି ମହଲା କୋଠାରେ ଅଗ୍ନିକାଣ୍ଡ, ୨୭ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ତିନି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଖବର ଲେଖା ହେବା ସୁଦ୍ଧା ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏବେ ନିଆଁକୁ ନିୟନ୍ତ୍ରଣକୁ…

ରଥଯାତ୍ରା ପ୍ରସ୍ତୁତି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଲାଗିବ ୨୩୬ ସିସିଟିଭି କ୍ୟାମେରା

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଉଭୟ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକ କରିଛନ୍ତି। ଏଏସଆଇ ସୁପରିଟେଣ୍ଡେଣ୍ଟ ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେପଟେ ଆସନ୍ତା ୨୦ ତାରିଖରେ…