Latest Odisha News

BREAKING NEWS

ଚନ୍ଦ୍ରପୃଷ୍ଠରେ ଗଛ : ଭବିଷ୍ୟତରେ ବୈଜ୍ଞାନିକ କରିପାରିବେ ଚାଷ !

ୱାଶିଂଟନ୍  : ଚନ୍ଦ୍ରପୃଷ୍ଠରେ ଗଛ  । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ବୈଜ୍ଞାନିକ ମାନେ ଚନ୍ଦ୍ରର ଭୂପୃଷ୍ଠରେ ଗଛ ସୃଷ୍ଟି କରିପାରିଛନ୍ତି । ଚନ୍ଦ୍ରର ମାଟି ପୃଥିବୀର ମାଟି ଭଳି ଉର୍ବର ହୋଇନଥାଏ । ତେବେ ଏହା ପରେ ବି ଗଛ ଉଠିବା ଏକ ବଡ ଉପଲବ୍ଧି । ଭବିଷ୍ୟତରେ ଚନ୍ଦ୍ର…

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ ୧୨୮୦…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର

ଭୁବନେଶ୍ୱର: ଘର ଢ଼ିଙ୍କି କୁମ୍ଭୀର । ଭିଜିଲାନ୍ସ- ଦୁର୍ନୀତି ନିବାରଣ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନସ୍ପେକ୍ଟର । ଶୁକ୍ରବାର ସମ୍ବଲପୁର ଡିଭିଜନ ଇନସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । ମୁକେଶ ସାହୁ ନାମକ (ସାଧାରଣ ବ୍ୟକ୍ତି)…

ଆଜି ଦିନର ମୁଖ୍ୟ ଖବର

ନଜର ପକାଇବା ଆଜି ଦିନର ମୁଖ୍ୟ ଖବର ଉପରେ : ନଜର ପକାଇବା ଆଜି ଦିନର ଟପ୍ ହେଡଲାଇନ୍ସ -ଆସନ୍ତା ୨୧ରୁ ମାଟ୍ରିକ୍ ଖାତା ଦେଖା. . .ବିଭିନ୍ନ କେନ୍ଦ୍ରରେ ଆରମ୍ଭ ହେବ ମୂଲ୍ୟାୟନ . ..୧୦ରୁ ୧୨ ଦିନ ଭିତରେ ଖାତା ଦେଖା ଶେଷ କରିବାକୁ ନିର୍ଦ୍ଦେଶ . .. -ବରଗଡ଼ ସାଲେପାଲିରେ…

ଅଟକିଲା ଟ୍ୱିଟର ଡିଲ .. ଏଲନ ମସ୍କଙ୍କ ବଡ ଘୋଷଣା

ଦିଲ୍ଲୀ : ଟ୍ୱିଟର ଡିଲ ଅଟକିଛି । ଅଧିଗ୍ରହଣକୁ ନେଇ ଏଲନ ମସ୍କ ବଡ ଘୋଷଣା କରିଛନ୍ତି । ଟ୍ୱିଟର ଏବଂ ଏଲନ ମସ୍କଙ୍କ ମଧ୍ୟରେ ଡିଲ ଅଟକିଛି । ମସ୍କ ଏହି ଡିଲକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଛନ୍ତି । ତେବେ ଡିଲକୁ ସବୁଦିନ ପାଇଁ ରୋକାଯାଇନାହିଁ । କିଛି ଅବଧି ପାଇଁ ଏହାକୁ ରୋକିଛନ୍ତି ମସ୍କ ।…

ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରୁ ଖାଲି ହେଲା ୪ ଆସନ

ଦିଲ୍ଲୀ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି । ଜୁନ ୧୩ରେ ହେବ ଉପନିର୍ବାଚନ । ୨୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷଦିନ ଧାର୍ୟ୍ୟ ହୋଇଛି । ଜୁନ୍ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ ୬ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।…

ଆଇପିଏଲର ବାକି ତକ ମ୍ୟାଚରୁ ଓହରିଲେ ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପ୍ୟାଟ କୁମିନ୍ସ ସିଜନର ବାକି ତକ ମ୍ୟାଚରୁ ଓହରି ଯାଇଛନ୍ତି । ଏହି ଷ୍ଟାର ଅଲରାଉଣ୍ଡର ଆଘାତପ୍ରାପ୍ତ ହୋଇଥିବାରୁ ସ୍ୱଦେଶ ଫେରିଯିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ୧୨ ମ୍ୟାଚ ଖେଳି…

ଛୋଟା ସକୀଲର ୨ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଏନଆଇଏକୁ ଆଜି ଏକ ବଡ ସଫଳତା ହାତ ଲାଗିଛି । ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଗ୍ୟାଙ୍ଗରେ ସାମିଲ ଥିବା ଛୋଟା ସକୀଲର ୨ ସହଯୋଗୀ ପୋଲିସ ହାତରେ ଧରା ପଡିଛନ୍ତି । ସେମାନେ ହେଲେ ଆରିଫ ଅବୁବକର ଶେଖ ଓ ଶବିର ଅବବକର । ସେମାନେ ଦକ୍ଷିଣ ମୁମ୍ବାଇରେ ଟେରର ଫାଇନାନସିଂ କାମରେ ସାମିଲ…

[ଦେଖନ୍ତୁ ଭିଡିଓ] ଝିଅ ବାହାଘରରେ ମାଆ ପଡିଲେ ବଳି: ଗାଁରେ ଶୋକାକୁଳ ପରିବେଶ

ବରଗଡ଼ :  ନାଚିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା  । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମାଆ କିଶୋରୀ ରାଜହଂସ । ମେଳଛାମୁଣ୍ଡା ଥାନା…

[ଦେଖନ୍ତୁ ଭିଡିଓ] ସେଞ୍ଚୁରି ମାରିଲା ଟମାଟୋ କିଲୋ : ରାଜଧାନୀରେ ୧୦୦ ଛୁଇଁଲା ଟମାଟୋ ଦର

ଭୁବନେଶ୍ୱର : ସେଞ୍ଚୁରି ମାରିଲା ଟମାଟୋ କିଲୋ । ଏବେ ଟମାଟୋ କିଲୋ ୧୦୦ ଟଙ୍କା ପାର୍ କରିଛି । ବଜାରରେ କିଏ ୧୦୦ ଟଙ୍କାରେ ବିକୁଛି ତ ଆଉ କିଏ ୧୨୦ରେ ବିକୁଥିବାର ଦେଖିବାକୁ ମିଳିଛି । ଫଳରେ ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ । ଯାହାର କିଲେ ଦରକାର, ସେ ଅଢେଇଶ…