ଭାଷା ଭାଗବତ : ଭାଷା ଅବସାନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୦
ଆମେ ତ ଖଂଡ ଖଂଡ ହୁଏ
ମୁଁ ମୁଁ ମୁଁ ମୁଁ ହିଁ ବୋଲାଏ
ବ୍ୟକ୍ତିକୁ ସ୍ତୁତି କରି ମୋହେ
ସମୂହ ଚୁପ୍ ହୋଇ ରହେ
ଆମ୍ଭର, ଆମର ଓ ଆମ
ତୁମ୍ଭର, ତୁମର ଓ ତୁମ
ଏହି ଧାରାରେ ଭାଷା କ୍ଷୟ
ଦେଖିଲେ ମନେ ପଶେ ଭୟ
' ତୁମେ ' ହେଲାଣି…