ମିସାଇଲ ଆକ୍ରମଣର ଭୟ: ରାଡାର ସିଷ୍ଟମକୁ ରୁଷ, ଚୀନ ଆଡେ ମୁହାଁଇଲା ଆମେରିକା
ୱାଶିଂଟନ: ଆମେରିକା ଗୋଇନ୍ଦା ବିଭାଗ ରିପୋର୍ଟରେ ମିସାଇଲ ଆକ୍ରମଣ ଆଶଙ୍କା ଦର୍ଶାଯାଇଛି । ଫଳରେ ଆମେରିକା ତାର ଲଙ୍ଗ ରେଂଜ ଡିସ୍କ୍ରିମିନେଶନ ରାଡାର ସିଷ୍ଟମକୁ ଆଲର୍ଟ କରିବା ସହ ଏହାକୁ ରୁଷ ଏବଂ ଚୀନ ଆଡେ ମୁହାଁଇଛି । ଏହି ରାଡାର ବହୁତ ଦୂରତାରୁ ମିସାଇଲ ନେଇ ସତର୍କ କରାଇବା କ୍ଷମତା ରଖିଛି…