ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଙ୍କ ପରମ ପାବନ କ୍ଷେତ୍ର ଏହି ପୁରୁଷୋତମ କ୍ଷେତ୍ର। ଚୈତନ୍ୟ ଭାଗବତରେ ଏହାର ସୁନ୍ଦର ବର୍ଣ୍ଣନା
ସିନ୍ଧୁ ତୀରେ ବଟ ମୂଳେ ନୀଳାଚଳ ଧାମ, ଶ୍ରୀପୁରୁଷୋତ୍ତମ…