Latest Odisha News

BREAKING NEWS

ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ  : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ…

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ନବୀନ

 ଝାରସୁଗୁଡ଼ା :  ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି । ଉପ-ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିବେ ଉପ-ନିର୍ବାଚନ ପ୍ରଚାର । ତେବେ ୪୦ ଜଣିଆ ଷ୍ଟାର ପ୍ରଚାରକ…

ଆଖଣ୍ଡଳମଣି ବାବାଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ

ଭଦ୍ରକ : ୨ବର୍ଷ ପରେ ଭକ୍ତଙ୍କ ଗହଣରେ ଉଠିଲା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଲଗ୍ନ ଥାଳ। ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ଆସନ୍ତା ଜୁନ ୪ତାରିଖରେ ମହା ଆଡମ୍ବର ସହ ପରିପାଳିତ ହେବ । ଏଥିପାଇଁ ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା…

ଚିଦାମ୍ବରମଙ୍କ ଘରେ ସିବିଆଇ ଚଢଉ : ଓଡିଶା ସମେତ ୯ଟି ସ୍ଥାନରେ ରେଡ୍

ଦିଲ୍ଲୀ: କଂଗ୍ରେସୀ ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ଘରେ ହୋଇଛି ସିବିଆଇ ରେଡ୍ । ପୁଅ ପାଇଁ ବଢିଲା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସମସ୍ୟା । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ ତାଙ୍କ ପଅ କିର୍ତ୍ତୀ ଚିଦାମ୍ବରଙ୍କ ଏକାଧିକ…

ଖଡ଼ି ମାଟି ବିବାଦ , ପୁଣି ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୋରାପୁଟ  : ଖଡ଼ି ମାଟି ବିବାଦ । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଜେସିବି ଓ ଟ୍ରକ ଉଦ୍ଧାର ପାଇଁ ପୋଲିସ ଯାଇଥିବା ବେଳେ ଉତ୍ତେଜନା । ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ । ଲମତାପୁଟ ପରଜାଖୁଡୁବି…

ଭାଷା ଭାଗବତ : ଅକ୍ଷର ବୀଜ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୮ ଅକ୍ଷର ବୀଜ ପରି ଥାଏ ମନରେ ଅଂକୁରିତ ହୁଏ କାର୍ଯର ବଳେ ହୋଇ ବୃକ୍ଷ ସାଧନ କରିପାରେ ଲକ୍ଷ୍ୟ ଅନେକ ବୃକ୍ଷ ମିଶି ବନ ହୋଇ କରଂତି ଫଳ ଦାନ ଏହା ତ ପ୍ରକୃତି ବିଧାନ ଏକ ଆରେକ ଠାରୁ ଭିନ୍ନ ପୋଷିଲେ ସହଯୋଗ ଭାବ ରହେନି…

ଚିନ୍ତନ ଶିବିରରେ ରାହୁଲଙ୍କ ବୟାନ, ବିଗାଡି ଦେବ କି ବିଜେପି ବିରୋଧରେ ଖେଳ ?

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁରରେ ଆୟୋଜିତ ହେଉଥିବା ଚିନ୍ତନ ଶିବିର ଶେଷ ହୋଇଛି। ଶିବିର ଜରିଆରେ ଦଳୀୟ କର୍ମୀଙ୍କୁ ରାହୁଲ ଗାନ୍ଧୀ ଗୋଟିଏ ବଡ ବାର୍ତ୍ତା ଦେବେ ବୋଲି କୁହାଯାଉଥିଲା। ତେଣୁ ଏହି ଶିବିର ଉପରେ ସାରା ଦେଶର ରାଜନୈତିକ ପ୍ରେମୀଙ୍କର ନଜର ଥିଲା । କିନ୍ତୁ ରାହୁଲ ଗାନ୍ଧୀ ଏହି…

ଶ୍ରୀଲଙ୍କାରେ ଜଟିଳ ସ୍ଥିତି, ଗୋଟିଏ ଦିନର ପେଟ୍ରୋଲ ମହଜୁଦ

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ସୋମବାର କହିଛନ୍ତି ଯେ ବର୍ତ୍ତମାନ କ୍ଷତିରେ ଚାଲୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସକୁ ଘରୋଇକରଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୫   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଆମର ଗତି, ମୁକ୍ତି, ଓ ତୃପ୍ତି (ମାନସିକ )ଦାତା । ତାଙ୍କରି ପରମ ସତ୍ତାର ଅନ୍ୱେଷଣରେ ଅନେକ କିଛି ଆଲୋଚନା କଲେଣି । କିନ୍ତୁ ଶାସ୍ତ୍ରମାନଙ୍କରେ ଏକ ଗୂଢ଼…

ଭାରତ ନେପାଳ ମଧ୍ୟରେ ଆଠ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ, ଚିନ୍ତା ବଢ଼ିଲା ଚୀନର

କାଠମାଣ୍ଡୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ନେପାଳ ଗସ୍ତ କରି ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର…