Latest Odisha News

BREAKING NEWS

ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ : ବିଜେପି ଛାଡିଲେ ଜୟରାମ ପାଙ୍ଗୀ । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଜେପି ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତାଫା ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଜୟରାମ ପାଙ୍ଗୀ । ଜୟରାମ ପାଙ୍ଗୀ କେଉଁ ଦଳରେ ସାମିଲ ହେବେ ସେନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏନେଇ ସେ…

ସଂରକ୍ଷିତ ବର୍ଗର ପଦୋନ୍ନତିରେ ପ୍ରତିବନ୍ଧକ ଜଟିଳ ସମସ୍ୟା ସୃଷ୍ଟି କରିବ; ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପଦୋନ୍ନତିରେ ପ୍ରତିବନ୍ଧକ ଲଗାଇବା କର୍ମଚାରୀଙ୍କୁ କ୍ଲାନ୍ତ କରିଦେବ ଆଉ ଗୁଡ଼େ ମାମଲାରେ ଛନ୍ଦି ପକାଇବ । ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବି.ଆର୍ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଠାରେ ଏହି…

୩୨ ବର୍ଷ ପରେ ରାଜ୍ୟସଭାରେ ବିଜେପିର ଶତକ

ନୂଆଦିଲ୍ଲୀ: ୧୯୯୦ ପରେ ବିଜେପି ପ୍ରଥମ ଦଳ ଭାବେ ରାଜ୍ୟସଭାରେ ୧୦୦ ସିଟ ହାସଲ କରିଛି । ଗୁରୁବାର ବିଜେପି ଆସାମ, ତ୍ରିପୁରା ଓ ନାଗାଲାଣ୍ଡରେ ଗୋଟିଏ ଲେଖାଁଏ ସିଟରେ ବିଜୟ ହାସଲ କରିଥିଲା । ୩୨ ବର୍ଷ ପରେ ଦଳ ଏହି ସଫଳତା ହାସଲ କରିଛି । ନିକଟରେ ଆସାମର ୨, ହିମାଚଳପ୍ରଦେଶର ୧, କେରଳର ୩,…

ପ୍ରଥମ ଥର ରୁଷ ସୀମାରେ ପଶି ଆକ୍ରମଣ କଲା ୟୁକ୍ରେନ

କୀଭ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ମହଙ୍ଗା ସାବ୍ୟସ୍ତ ହୋଇଛି । କଡା ଟକ୍କର ଦେଉଥିବା ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ ସୀମାରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରୁଷର ପଶ୍ଚିମ ସହର ବେଲଗାରୋଡ ଗଭର୍ଣ୍ଣରଙ୍କ ମତରେ ଶୁକ୍ରବାର ୟୁକ୍ରେନର ୨ ହେଲିକପ୍ଟର ଏଠାରେ ଥିବା ଅୟଲ ଡିପ୍ପୋ ଉପରେ…

ଜାତୀୟ ସିନିୟର ଚାମ୍ପିୟନଶିପ ହକି: ଭୋପାଳ ଗସ୍ତରେ ଓଡିଶା ଟିମ

ଭୁବନେଶ୍ୱର: ଭୋପାଳରେ ୧୨ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ଆଜି ଭୋପାଳ ଗସ୍ତରେ ଯିବା ପାଇଁ ଓଡିଶା ହକି ଟିମ ସମସ୍ତ ପ୍ରସ୍ତୁତି ଶେଷ କରିଛି । ସୁଦୀପ ଚିରମାକୋ ଦଳର ନେତୃତ୍ୱ ନେବେ । ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ଏଡଗାର ମାସ୍କେରହାନ୍ସ କୋଚ ଦାୟିତ୍ୱ…

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

ଭୁବନେଶ୍ବର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨  କୋଇଲା ବ୍ଲକ ।  ସ୍ଵଦେଶୀ କୋଇଲା ବ୍ୟବହାର କରି ସ୍ଥାପନ କରିବ ବିଶ୍ଵର ସବୁଠୁ ବଡ ଏବଂ ସବୁଜ ଇସ୍ପାତ କାରଖାନା । ଗତକାଲି ଅନୁଷ୍ଠିତ କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ…

ଭୁବନେଶ୍ୱର ଦୟାଲ ଆଶ୍ରମରେ ଡେମୋ ଦେଖାଇ କାନ୍ଦି ପକାଇଲେ ଶର୍ମିଷ୍ଠା

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି  ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଁଞ୍ଚି ଡେମୋ ଦେଖାଇଛି ଶର୍ମିଷ୍ଠା । ଆଶ୍ରମରେ ପହଁଞ୍ଚି କିଭଳି ଭାବେ ମାନସ ସ୍ୱାଇଁ କୁ ହତ୍ୟା କରିଥିଲା ତାର ସିନ୍ ରିକ୍ରିଏସନ କରିଛି ଶର୍ମିଷ୍ଠା । ଏହି ସମୟରେ ପୁର। କ୍ରାଇମବ୍ରାଞ୍ଚ ଟିମ୍…

କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ

କଟକ : ଖାଦ୍ୟର ମାନ ଯାଞ୍ଚ କଲେ କଟକ ମେୟର ସୁବାସ ସିଂ । କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଆହାର ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ । ନିଜ ସେ ଆହର କେନ୍ଦ୍ରରେ ବସି ଖାଇଛନ୍ତି । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା…

ପୁରସ୍କୃତ ହେଲେ ୭ ଉଦୀୟମାନ ଟେନିସ ଖେଳାଳି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏବଂ ଓଡିଶା ହକି ପ୍ରମୋଶନ କାଉନ୍ସିଲ ପକ୍ଷରୁ ୭ ଉଦୀୟମାନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି । ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିମାନଙ୍କୁ ଅର୍ଥ ରାଶି ପ୍ରଦାନ…

ରାଜ୍ୟ ଖଣି ରାଜସ୍ୱକୁ JSWର ସର୍ବାଧିକ ଯୋଗଦାନ: କମ୍ପାନୀର ରାଜସ୍ୱ ମୋଟ ରେଭିନ୍ୟୁର ୫୨.୫% 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ୱରେ JSW ପୁଣି ସର୍ବାଧିକ ଯୋଗଦାନକାରୀ  ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ JSW ଖଣି ରାଜସ୍ୱ ବାବଦକୁ ୧୮,୨୮୪ କୋଟି ଟଙ୍କା ଦେଇଛି । ୨୦୨୧-୨୨ ବର୍ଷରେ କେବଳ ବିଡ୍ ପ୍ରିମିୟମ ମାଧ୍ୟମରେ କମ୍ପାନୀ ୧୧,୬୮୬ କୋଟି ଟଙ୍କାର…