ପରୀକ୍ଷା ଜୀବନର ଅଂଶବିଶେଷ , ଚାପମୁକ୍ତ ହୋଇ ପରୀକ୍ଷା ଦିଅ: ମୋଦି
ଦିଲ୍ଲୀ :ପରୀକ୍ଷା ପେ ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୧ଟାରେ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ସ୍କୁଲ ଛାତ୍ରଛାତ୍ରୀ…