Latest Odisha News

BREAKING NEWS

ପଣ୍ଡିତ ହରି ପ୍ରସାଦ ଚୌରାସିଆ ପାଇଲେ ‘ଗୁରୁ ଦେବପ୍ରସାଦ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ 'ତ୍ରିଧାରା' ପକ୍ଷରୁ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୫ ତମ 'ଗୁରୁ ଦେବପ୍ରସାଦ ପୁରସ୍କାର' ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ  ପ୍ରଖ୍ୟାତ ବଂଶୀବାଦକ ତଥା ସଙ୍ଗୀତ ସଂଯୋଜକ ହରି ପ୍ରସାଦ ଚୌରାସିଆଙ୍କୁ…

ବିରୋଧୀଙ୍କ ଚାପ ଆଗରେ ନୁଆଁଇଲେ ସରକାର

ଭୁବନେଶ୍ୱର: ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର । ମଙ୍ଗଳବାର ବିଧାନସଭାରେ ସରକାର କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଐତିହ୍ୟ କରିଡର ପ୍ରକଳ୍ପର ଯାଞ୍ଚ ପାଇଁ ଏକ ଗୃହ କମିଟି ଗଠନ କରାଯିବ । ମାର୍ଚ୍ଚ ୩୧ରେ ଏହି  କମିଟି ଗଠନ ହେବ। ସଂସଦୀୟ…

ବ୍ରିଟେନ ସରକାର ଜବତ କଲେ ରୁଷ କୋଟିପତିଙ୍କ ସୁପରୟାଟ

ଲଣ୍ଡନ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ଉପରେ ୟୁରୋପୀୟ ଦେଶଗୁଡିକ ବିଭିନ୍ନ କଟକଣା ଲଗାଇଛନ୍ତି । ମଙ୍ଗଳବାର ରୁଷର ଜନୈକ ବିତଶାଳୀଙ୍କ ସୁପରୟାଟକୁ ବ୍ରିଟେନ ସରକାର ଜବତ କରିଛି । ଫାଇ ନାମକ ଏହି ୟାଟର ମୂଲ୍ୟ ୩୭୭ କୋଟି ଟଙ୍କା ହେବ । ଏହାର ମାଲିକଙ୍କ ନାମ ଘୋଷଣା କରାଯାଇ ନାହିଁ ।…

ପୁତିନ ସେନା ବିରୋଧରେ ଲଢ଼େଇ ପାଇଁ ଟେନିସ ଛାଡି ବନ୍ଧୁକ ଧରିଲେ ଷ୍ଟାକୋଭିସ୍କି

କୀଭ:ରୁଷ ଓ ୟୁକ୍ରେନ ଯୁଦ୍ଧ ୩୪ ଦିନରେ ପଂହଚିଲାଣି । ଉଭୟ ଦେଶ ଆଲୋଚନା କରିବା ପାଇଁ ରାଜି ହେବା ପରେ ଶାନ୍ତିର ଆଶା ଉଜ୍ଜୀବୀତ ହୋଇଛି । ତେବେ ୟୁକ୍ରେନର ଷ୍ଟାର ଟେନିସ ଖେଳାଳି ସର୍ଗେଇ ଷ୍ଟାକୋଭିସ୍କ ଟେନିସ ରାକେଟ ଛାଡି ଦେଶ ପାଇଁ ବନ୍ଧୁକ ଉଠାଇଛନ୍ତି । ରାଜଧାନୀ କୀଭରେ ତାଙ୍କୁ ବନ୍ଧୁକ…

ଭାରତ ବନ୍ଦ ବେଳେ ପାରାଦୀପ ବନ୍ଦାରାଞ୍ଚଳରେ ଫସିଥିବା ଡ୍ରାଇଭରଙ୍କୁ ଖ୍ୟାଦ୍ୟ ବାଣ୍ଟିଲା ଜେ ଏସ ଡବ୍ଳୁ

ପାରାଦୀପ : ଭାରତ ବନ୍ଦ ବେଳେ ଖାଦ୍ୟ ଯୋଗାଇଲା ଜେ ଏସ୍ ଡବ୍ଲୁ ।   ଭାରତ ବନ୍ଦ ବେଳେ ଭୋକ ଉପାସରେ  ପାରାଦୀପ ବନ୍ଦରାଞ୍ଚଳରେ ଫସି ରହିଥିବା ଡ୍ରାଇଭର ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଲା ଜେ ଏସ ଡବ୍ଳୁ । ପାରାଦୀପରେ ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକାର…

ଓସ୍କାରର ଚାପୁଡା କାଣ୍ଡ ପରେ କ୍ଷମା ମାଗିଲେ ୱିଲ ସ୍ମିଥ

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିତରଣ ଉତ୍ସବରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ସମସ୍ତଙ୍କୁ ଚକିତ କରି ଦେଇଥିଲା । ସ୍ମିଥ ଏ ଭଳି ପ୍ରତିକ୍ରିୟା ବ୍ୟକ୍ତ କରିବା ବ୍ୟକ୍ତି ନୁହନ୍ତି । ଏହି ଘଟଣା ପରେ ସ୍ମିଥ ସୋସିଆଲ ସାଇଟରେ ଆୟୋଜକ, ପ୍ରଶଂସକଙ୍କ ସମେତ ଅନ୍ୟମାନଙ୍କ ନିକଟରେ…

କିଟ୍ ବିଶ୍ୱବିଦ୍ୟାଳୟରେ ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମ

ଭୁବନେଶ୍ୱର : କିଟ୍ ନଲେଜ ଟ୍ରି ବକ୍ତୃତାମାଳା । କିଟ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧା ,ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ନିୟୁୟର୍କସ୍ଥିତି ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଆଧ୍ୟ।ତ୍ମିକ ଗୁରୁ…

ଆସାମ-ମେଘାଳୟ ୫୦ ବର୍ଷର ସୀମା ବିବାଦର ଅନ୍ତ

ନୂଆଦିଲ୍ଲୀ: ଆସାମ-ମେଘାଳୟ ମଧ୍ୟରେ ଥିବା ୫୦ ବର୍ଷର ସୀମା ବିବାଦର ଅନ୍ତ ଘଟିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବୁଝାମଣା ପତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଓ କୋନରାଡ କେ ସାଙ୍ଗମାଙ୍କ ୮୮୪…

ଚୈତ୍ର ମାସରେ ମାଆ ମଙ୍ଗଳାଙ୍କ ପୂଜା ନୀତି

 ପୁରୀ:  ଚୈତ୍ରମାସରେ ମାଆ ମଙ୍ଗଳାଙ୍କ ପୂଜା । ଶ୍ରଦ୍ଧା ଓ ଭକ୍ତିର ସହିତ ମାଆ ମଙ୍ଗଳାଙ୍କର ବ୍ରତ କରିଥାନ୍ତି ସମସ୍ତ ମହିଳା ମାନେ। ପରିବାରର ମଙ୍ଗଳକାମନା କରିବା ସହିତ ଏହି ଦିନରେ ମାଆର ଅରାଧନା କରିଲେ ସମସ୍ତ ପୁଣ୍ୟ ଲାଭ ହୋଇଥାଏ। ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର। ଚାଲିଛି ମାଆ…

ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା : ଆଜି ବ୍ୟାଙ୍କ ଲକରରୁ ୩୮୫ ଗ୍ରାମ ସୁନା…

 ଗୁଣୁପୁର : ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଜାରି ରହିଛି । ଗୁଣୁପୁର ଆକ୍ସିସ ବ୍ୟାଙ୍କ ଲକରରୁ ଆଜି ୩୮୫ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ।ତା ସହ ୧୦ଟି ସୁନା କଏନ ଜବତ ହୋଇଛି । ଏହା ପୂର୍ବରୁ ୧ କେଜି…