ମା’ ବିରଜାଙ୍କୁ ଦର୍ଶନ କଲେ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ
ଯାଜପୁର : ବିରଜାଙ୍କୁ ଦର୍ଶନ କଲେ ଭୁବନେଶ୍ୱର ମେୟର। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ । ସୁଲୋଚନା ଆଜି ନିଜ ପରିବାର ବର୍ଗଙ୍କ ସହ ଆସି ମା’ ଙ୍କୁ ଦର୍ଶନ କରିବା ସହ ମାଙ୍କ ଆର୍ଶୀବାଦ ଭିକ୍ଷା ଲାଭ କରିଥିଲେ ।…