Latest Odisha News

BREAKING NEWS

ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ବ୍ୟାଙ୍କ ଲକରରୁ ମିଳିଲା ଆଉ ୮୯୯ ଗ୍ରାମ୍ ସୁନା

ଭୁବନେଶ୍ୱର: ଯେତେ ଖୋଳିଲେ ସେତେ ବାହାରୁଛି । ୫ ଦିନ ହେଲା ସରୁନି ଭିଜିଲାନ୍ସ ରେଡ୍ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା । ବ୍ୟାଙ୍କ ଲକରୁ ମିଳିଲା ଆଉ ୮୯୯ ଗ୍ରାମ୍ ସୁନା । ଭୁବନେଶ୍ୱର ନୀଳାଦ୍ରିବିହାର ବ୍ୟାଙ୍କ ଅଫ ବରୋଦା…

ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୁରୀ : ପୁରୀ ଗସ୍ତରେ  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପତ୍ନୀଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି  । ଶ୍ରୀମନ୍ଦିର ସମ୍ମୁଖରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ତାଙ୍କୁ…

ଖୋଲିବ କ୍ୟାମେରାମ୍ୟାନ୍ ମର୍ଡର ମିଷ୍ଟ୍ରି: ସତ ଉଗାରିବେ ଶର୍ମିଷ୍ଠା, ନିରଞ୍ଜନ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଉପରୁ ହଟିବ ପରଦା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଧରାପଡ଼ିବା ପରେ ମର୍ଡର ମିଷ୍ଟ୍ରି ଭେଦିବ କ୍ରାଇମବ୍ରାଞ୍ଚ । ଆଜିଠୁ ୪ ଜଣ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ…

ଭାରତ ବନ୍ଦର ଦ୍ୱିତୀୟ ଦିନ: ବ୍ୟାଙ୍କିଂ ଓ ପରିବହନ ସେବା ପ୍ରଭାବିତ

ଭୁବନେଶ୍ୱର: ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟର ଆଜି ଦ୍ୱିତୀୟ ଦିନ । ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଧର୍ମଘଟ ବନ୍ଦର ରୂପ ନେଇଛି । ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରି ରାସ୍ତାରୋକ…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ବ୍ରେକ୍ । ଗତ ୮ ଦିନରେ କ୍ରମାଗତ ୭ ଥର ବଢ଼ିଲାଣି । ଆଜି ପୁଣି ଥରେ ବଢ଼ିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ପଇସା ଓ ଡିଜେଲ୍ ଦାମ୍ ବଢ଼ିଛି ୭୪ ପଇସା । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ୧୦୭…

ଦ୍ୱିତୀୟ ବିବାହ କରିବେ ଆଇଏଏସ ଟିନା ଡାବି, କାହିଁକି ଏହି ଖବର ଖାସ ?

ଜୟପୁର: ୨୦୧୬ ବ୍ୟାଚର ୟୁପିଏସସି ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁୟାୟୀ, ଏପ୍ରିଲ ୨୨ ତାରିଖରେ ଜୟପୁରର ଏକ ଘରୋଇ ହୋଟେଲରେ ଟିନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ୨୦୧୮ରେ ଟିନା ଡାବି ଅତହର ଖାନଙ୍କୁ ବିବାହ…

ତୋଷାଳି ମେଳା ଆୟୋଜନ ହୋଇପାରିବ, ପୁସ୍ତକ ମେଳା କାହିଁକି ନୁହେଁ ?

ଭୁବନେଶ୍ୱର: ସୋମବାର ପାଖରୁ ରଜଧାନୀର ଜନତା ମୈଦାନରେ ଆରମ୍ଭ ହୋଇଛି ତୋଷାଳି ମେଳା । କୋଭିଡ ପାଇଁ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ବନ୍ଦ ରହିଥିଲା। ଏବେ କିନ୍ତୁ ନିୟମ ସବୁ ହଟିବା ପରେ ଧୀରେ ଧୀରେ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ହେଉଛି । ଏହାକୁ ନେଇ ରାଜଧାନୀବାସି ମଧ୍ୟ ବେଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ କଳି ଯୁଗର ଆରାଧ୍ୟ ଠାକୁର, ଏଠାରେ ଶାସ୍ତ୍ର ପ୍ରମାଣ ଦିଏ । ଉଭୟ ଶିଳାବ୍ରହ୍ମ(ନୀଳମାଧଵ )ଓ ଦାରୁବ୍ରହ୍ମ (ଶ୍ରୀଜଗନ୍ନାଥ )ଏହି କଳିଯୁଗର ପ୍ରତୀକ…

ଭାଷା ଭାଗବତ : ଭାଷାର ମୂଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୯  ଗଛ ମୂଳେ ଢାଳିଲେ ପାଣି ସ୍ବଭାବେ ନିଏ ତାହା ଟାଣି କରଇ ସୁଷମ ବଂଟନ ବଢ଼ଂତି ଡାଳ ପତ୍ରମାନ କହିଲେ ଲେଖିଲେ ସ୍ବଭାଷା ଆପେ ତା ହୁଅଇ ସରସା କଳ୍ପନା ଯୋଜନା ବିଚାର କରିପାରେନି ଉପକାର ଲୋକଂକ କଥା ଦୈନଂଦିନ ଭାଷାକୁ କରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୨  ଆହୁରି ବାଟ ବାକି ଅଛି । ଗେଷ୍ଟହାଉସ୍ ରେଡି ଅଛି । ସବୁ ସୁବିଧାର ବନ୍ଦୋବସ୍ତ ହେଇସାରିଛି ଆଗରୁ । ଖାଲି ଯାଇ ପହଞ୍ଚିବା ବାକି ରହିଲା । ଦୂର ଦିଗବଳୟ ଆଡକୁ ମାଡ଼ି ଚାଲିଲା କାର୍ । ଖୋଲା ଗ୍ଲାସ୍ ଦେଇ…