Latest Odisha News

BREAKING NEWS

ସନ୍ଦେହ ଜନକ ଅବସ୍ଥାରେ ବଙ୍ଗଳାର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀଙ୍କ ଶବ ଉଦ୍ଧାର

କୋଲକାତା: ବେଙ୍ଗଲର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସେ ଜଣାଶୁଣା ନାମ ଥିଲେ । ହଠାତ କଣ ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କଲେ ତାଙ୍କ ସ୍ପଷ୍ଟ ହୋଇପାରନି । ପଲ୍ଲବୀଙ୍କ ସହ ଅଭିନେତ୍ରୀ ଅନାମିତ୍ରା ବତବିୟାଲଙ୍କ ମତରେ…

[ଦେଖନ୍ତୁ ଭିଡିଓ] ୩୦ ଫୁଟ୍‌ ଗଭୀର କୂଅରୁ ଉଦ୍ଧାର ହେଲେ ଜଗବନ୍ଧୁ

ବାରିପଦା : କୂଅ ସଫା କରୁ କରୁ ଗଳିପଡ଼ିଲେ କୂଅ ଭିତରେ । ଗଭୀର କୂଅ ହୋଇଥିବାରୁ ସହଜରେ ବାହାରିପାରିନଥିଲେ କି ସ୍ଥାନୀୟ ଲୋକେ ବି ବାହାର କରିପାରିନଥିଲେ । ବହୁତ ସମୟ କସରତ ପରେ ଶେଷରେ ଲୋକେ ଖବର ଦେଇଥିଲେ ଅଗ୍ନିଶମ ବିଭାଗକୁ । ଶେଷରେ କୂଅ ଭିତରୁ ଉଦ୍ଧାର ହେଲେ ବ୍ୟକ୍ତି । ୩୦ ଫୁଟ୍‌ କୂଅ…

ବାପା ଅଣଦେଖା କରୁଛନ୍ତି, ମୁଖ୍ୟମନ୍ତ୍ରୀ ସାର୍ ମତେ ଭଲ ପାଠ ପଢ଼ାଅ

ଭୁବନେଶ୍ୱର: “ ମୋ ବାପା ମତେ ପଢ଼ାଉନାହାନ୍ତି । ମୁଁ ଟ୍ୟୁସନ କରି ଆଣୁଥିବା ଟଙ୍କାରେ ସେ ମଦ ପିଇଦେଉଛନ୍ତି । ହେଲେ ସେ ମୋ ପଢ଼ା କଥା ଆଦୌ ଚିନ୍ତା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ସାର୍, ଆପଣ ଦୟାକରି ମତେ ଏକ ସ୍କୁଲ୍ ରେ ନାଁ ଲେଖେଇ ଦିଅନ୍ତୁ ।” ଜଣେ ଷଷ୍ଠ ଶ୍ରେଣୀ ବାଳକର…

ଥୋମାସ କପ: ୭୩ ବର୍ଷ ପରେ ଟାଇଟଲ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତୀୟ ବ୍ୟାଡମିଂଟନ ପାଇଁ ଖୁସିର ଦିନ । ଦୀର୍ଘ ୭୩ ବର୍ଷ ପରେ ଭାରତ ଥୋମାସ କପରେ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ପୁରୁଷ ଦଳ ୩-୦ରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା । ପ୍ରଥମ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ୮-୨୧, ୨୧-୧୭ ଓ…

[ଦେଖନ୍ତୁ ଭିଡିଓ] କାରରେ କଳା କାଚ ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ

ଭୁବନେଶ୍ୱର: ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହି ନିୟମକୁ…

ଝିଅ ପାଇଁ ୩୬ ବର୍ଷ ପୁରୁଷ ଛଦ୍ମ ବେଶରେ ରହିଥିଲେ ଏହି ମହିଳା

ଥୁଥୁକୁଡି: ତାମିଲନାଡୁର ଥୁଥୁକୁଡି ଜିଲାର ଏସପୋଚିୟାମ୍ମାଲା ନାମକ ୫୭ ବର୍ଷୀୟା ମହିଳା ନିଜ ଝିଅକୁ ଭଲ ଭାବେ ପାଳିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଥିଲେ । ପୁରୁଷ ପ୍ରଧାନ ସମାଜରେ ଝିଅକୁ ପାଳିବା ଜଣେ ବିଧବା ମହିଳାଙ୍କ ପାଇଁ କେତେ କଷ୍ଟ ତାହା ମୁଁ ହୃଦୟଙ୍ଗମ କରିପାରିଛି ବୋଲି ସେ…

[ଦେଖନ୍ତୁ ଭିଡିଓ] କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମଣିବିଗ୍ରହ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ରାସ୍ତା ବାଧକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ । ଜ଼ିଲ୍ଲାର ଆରାଧ୍ୟ ଦେବତା ହେଉଛନ୍ତି ସିଦ୍ଧବଳଦେବଜୀଉ ।  ବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ ଓ ପାଷାଣ ମୂର୍ତ୍ତି ।  ବଳଦେବଜୀଉଙ୍କର ମଧ୍ୟ୍ୟ ଭାଗରେ ତୁଳସୀକୁ ମଝିରେ ରଖାଯାଇଅଛି । ଯେପରି ପୁରୀରେ…

ସୃଜନଶୀଳତା ନଥିଲେ ଅନୁସୃଜନ ସମ୍ଭବ ନୁହେଁ : ନୀହାରିକା ମଲ୍ଲିକ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ପ୍ରତିଭା ସାହୁଙ୍କ କବିତା ସଙ୍କଳନ ଚିତ୍ରିତ ଆୟୁଷ ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ ରାଜ୍ୟ ସଂଗ୍ରହାଳୟର ସଭାଗୃହରେ କବୀ ପ୍ରତିଭା ସାହୁଙ୍କର କବିତା ସଙ୍କଳନ ଚିତ୍ରିତ ଆୟୁଷ କବୀ ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ସୁରଜନ ପାତ୍ରଙ୍କ ସଂଯୋଜନାରେ ଏବଂ ପ୍ରକାଶକ ରାଜ କିଶୋର…

ଖିଲାଡି କୁମାରଙ୍କୁ ଦ୍ୱିତୀୟ ଥର ପାଇଁ କରୋନା

ମୁମ୍ବାଇ: ବଲିଉଡର ଖିଲାଡୀ ହୀରୋ ଭାବେ ପରଚିତ ଅକ୍ଷୟ କୁମାର ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ଏଥିଯୋଗୁ ସେ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିବେ ନାହିଁ । ଏଥର ଭାରତକୁ କଂଟ୍ରି ଅଫ ଅନର ରୂପେ ଏହି ଫେଷ୍ଟିଭାଲରେ ସାମିଲ କରାଯାଇଛି । ପୂର୍ବରୁ କରୋନାର ଦ୍ୱିତୀୟ…