ଅନଲାଇନ୍ ଟ୍ରେଡିଂ ନେଲା ଜୀବନ : ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡି ଜୀବନ ହାରିଲେ ଯୁବକ
ବାଲେଶ୍ୱର : ଅନଲାଇନ୍ ଟ୍ରେଡିଂ ନେଲା ଜୀବନ । ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡିଗଲେ ଯୁବକ । ଶେଷରେ ଚିଠି ଲେଖି ହାରିଲେ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସଦାସହି ଗାଁରେ । ଗାଁର ପୂର୍ଣ୍ଣଚନ୍ଦ୍ର ଦାସ ଋଣ ଭାରରେ ବୁଡିଯାଇ ମାନସିକ…