Latest Odisha News

BREAKING NEWS

ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ସୁପ୍ରିମକୋର୍ଟ  ରାଜ୍ୟପାଳଙ୍କ ନିର୍ଦେଶ ଉପରେ ରୋକ ଲଗାଇନାହାଁନ୍ତି । https://twitter.com/ANI/status/1542171239745171456 ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ…

କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଭାଙ୍ଗି ଦେଇଛନ୍ତି । ଆଇସିସି ଟି୨୦ ବ୍ୟାଟିଂ ର‌୍ୟାଙ୍କିଙ୍ଗରେ ବାବର ସବୁଠାରୁ ଅଧିକ ସମୟ ୧ ନମ୍ବର ସ୍ଥାନରେ ରହିଛନ୍ତି । କୋହଲି ସର୍ବାଧିକ ୧୦୧୩ ଦିନ ପ୍ରଥମ ସ୍ଥାନରେ…

ବହୁମତ ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଂକଟ ଭିତରେ ବଡ଼ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯଦି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ତାଙ୍କ ବିପକ୍ଷରେ ଯାଏ ତ ସେ ବହୁମତ ପରୀକ୍ଷା ପୂର୍ବରୁ ଇସ୍ତଫା ଦେଇ ପାରନ୍ତି । ଫଳରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମହାରାଷ୍ଟ୍ରର…

ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ

ପୁରୀ: କରୋନା ଥମିଗଲା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଦୀର୍ଘ ଦୁଇ ବର୍ଷ ପରେ ବଡ଼ ଦାଣ୍ଡକୁ ଆସିବେ ମହାପ୍ରଭୁ । ଏବେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମହାପ୍ରଭୁଙ୍କ ନବଯୌବନ ବେଶ ଦେଖି ଆତ୍ମହରା ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ଅଣସର ପରେ ମହାବାହୁଙ୍କୁ ଦର୍ଶନ କରି କୃତାର୍ଥ…

ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ରୋହିତ, ବୁମରାହ ହେବେ ଅଧିନାୟକ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓହରି ଯାଇଛନ୍ତି । ଗତ ସପ୍ତାହରେ ରୋହିତଙ୍କୁ କରୋନା ହୋଇଥିବା ଜଣା ପଡିଥିଲା । ଜୁଲାଇ ୧ରୁ ଏହି ଟେଷ୍ଟ ଖେଳାଯିବାକୁ ଥିବାରୁ ରୋହିତଙ୍କ ଯିବା ସମ୍ଭବପର ହୋଇ ନ ଥିଲା ।…

ଦୁବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’:ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକମାନଙ୍କୁ ନବୀନଙ୍କ ଆହ୍ବାନ

ଆବୁଧାବି : ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ । ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି…

[ଦେଖନ୍ତୁ ଭିଡିଓ] ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର ତିନି ବର୍ଷର ଶିଶୁ

ଭୁବନେଶ୍ବର : ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର । ସାଲିଆ ସାହି ନିବାସ ନଗରରେ ରହୁଥିବା ଜଣେ ବିଧବା ଓ ମାନସିକ ଭିନ୍ନକ୍ଷମଙ୍କ ମହିଳାଙ୍କ ତିନି ବର୍ଷର ଶିଶୁ ପୁତ୍ରକୁ ବହଳଦା ବସଷ୍ଟାଣ୍ଡରୁ ଉଦ୍ଧାର କରିଛି ନୟାପଲ୍ଲୀ ଥାନା ପୋଲିସ । ଅପହରଣ ଅଭିଯୋଗରେ ସାଲିଆ ସାହିରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ, ସେଠକାର ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ବୋଧିତ କରିଛନ୍ତି । ପୁଂଜି ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେମାନଂକ ସହି ଫେସ-ଟୁ-ଫେସ୍ ଆଲୋଚନା କରିଛନ୍ତି l ସେଠାକାର ଅନେକ ବଡ…

ମହାରାଷ୍ଟ୍ର, ରାଜସ୍ଥାନରେ ହିଂସା ଆଶଙ୍କା, ଏୟାରଲିଫ୍ଟ ପାଇଁ ୨୦ହଜାର ଆରଏଏଫ ପ୍ରସ୍ତୁତ

ମୁମ୍ବାଇ: ରାଜସ୍ଥାନ ଓ ମହାରାଷ୍ଟ୍ରରେ ବଡ ଧରଣର ହିଂସା ଏବଂ ଦଙ୍ଗା ଆଶଙ୍କା ରହିଛି ବୋଲି ସତର୍କ କରାଇଛି କେନ୍ଦ୍ରୀୟ ଇଂଟେଲିଜେନ୍ସ ବ୍ୟୁରୋ । ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିବାକୁ ସହ ପାଖାପାଖି ୨୦ ହଜାର ଆରଏଏଫ ଯବାନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସ୍ୱତନ୍ତ୍ର…

ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନ ଭୋଜନ ଖାଇଲେ IAS କୀର୍ତ୍ତି ଭାସନ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତଥା ଆଇଏଏସ୍‌ ଅଧିକାରୀ ୱି.କୀର୍ତ୍ତି ଭାସନ କବିସୂର୍ଯ୍ୟନଗର ବ୍ଲକ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ କବିସୂର୍ଯ୍ୟନଗରସ୍ଥିତ ମର୍ଦ୍ଧରାଜ ହାଇସ୍କୁଲ ପରିଦର୍ଶନ କରିଥିଲେ । 5T ରୂପାନ୍ତରଣରେ ଏହି ବିଦ୍ୟାଳୟ…