ବିବେକଙ୍କ ବିରୋଧରେ ରୁଜୁ ହେଲା ମାମଲା
ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ସେ ଭୋପାଳୀର ମାନେ ସମଲିଙ୍ଗୀ ବୋଲି ବିବାଦୀୟ ବୟାନ ଦେଇଥିଲେ । ୨୭ ବର୍ଷୀୟ ରୋହିତ ପାଣ୍ଡେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଏ ନେଇ ମାମଲା ରୁଜୁ କରିଥିଲେ । ଏକ ସାକ୍ଷାତକାରରେ…