Latest Odisha News

BREAKING NEWS

ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ

ଭଦ୍ରକ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍‌ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍‌ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସେପଟେ…

ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ । ଚତୁର୍ଥ ଶନିବାର ଓ ରବିବାର ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଶ୍ରମିକ ସଂଗଠନ ଦେଇଥିବା ଧର୍ମଘଟ ଡାକରାରେ ସାମିଲ ହେବେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଓ ସର୍ବଭାରତୀୟ…

ପୌର ନିର୍ବାଚନରେ ବି ବିଜେଡି ଆଗରେ: ଦ୍ବିତୀୟ ସ୍ଥାନରେ ବିଜେପି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନର ମତ ଗଣନା। ଏହାର ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଗତ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଆଗରେ ରହିବ । ତାଜା ତଥ୍ୟ ଅନୁଯାୟୀ, ୮୦ଟି ଭିତରୁ ବିଜେଡି ୫୩ ଟି, ବିଜେପି ୧୯ଟି, କଂଗ୍ରେସ ୩ଟି  ଓ ୫ଟି ସ୍ଥାନରେ…

କାଉନସିଲର ଓ କର୍ପୋରେଟର ଆସନରେ ବହୁ ଆଗରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ସାମନାକୁ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୩୫୪ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ୬୧ ଆସନରେ ଆଗରେ…

ପୌର ନିର୍ବାଚନ: ୧୦୫ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଆଜି ଆସିବ ରେଜଲ୍ଟ

ଭୁବନେଶ୍ୱର: ଖୋଲିଲା ଇଭିଏମ୍ ପେଡି । ପୌର ନିର୍ବାଚନ ନେଇ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ୩ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ୧୦୫ଟି ପୌରାଞ୍ଚଳ ପାଇଁ ଭୋଟ୍ ଗଣତି ଚାଲିଛି । ବିଭିନ୍ନ ସ୍ଥାନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମନାକୁ ଆସିଛି । ଅଧିକାଂଶ ଆଗରେ ରହିଛନ୍ତି…

ତେଲ ଡିପୋରେ ଲାଗିଗଲା ନିଆଁ

ଦୁବାଇ: ଶୁକ୍ରବାର ସାଉଦି ଆରବର ଏକ ତେଲ ଡିପୋରେ ନିଆଁ ଲାଗିଯିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ୟେମେନର ହୁତି ବିଦ୍ରୋହୀମାନେ ଏପରି ଅଗ୍ନିକାଣ୍ଡ ଘଟାଇଛନ୍ତି ବୋଲି ଦାବି କରିଛନ୍ତି। ଏହି ଅଗ୍ନିକାଣ୍ଡ ଫର୍ମୁଲା ୱାନ ରେସିଂ ଟ୍ରାକ ନିକଟରେ ଘଟିଥିଲା । ଦୁର୍ଘଟଣାସ୍ଥଳରୁ ଏଫଓ୍ୱାନ…

‘ଅଜାଣତରେ ଦେହବ୍ୟବସାୟ ଚାଲୁଥିଲେ ଘର ମାଲିକ ଦଣ୍ଡିତ ହୋଇପାରିବେ ନାହିଁ’

ବେଙ୍ଗାଲୁରୁ: ଭଡା ଘରେ ଦେହବ୍ୟବସାୟ ଚାଲିବା କିଛି ନୂଆ କଥା ନୁହେଁ । ଏବଂ ଏଭଳି କାମ ଚାଲିଥିଲେ ଯିଏ ଏହି ରାକେଟ ଚଳାଉଥାନ୍ତି ସିଏ ତ ଆଇନର ଜାଲରେ ଛନ୍ଦି ହୁଅନ୍ତି କିନ୍ତୁ ସବୁଠି ଅପ୍ରିତିକର ପରିସ୍ଥିତିର ସାମ୍ନା କରନ୍ତି ସଂପୃକ୍ତର ଘରର ମାଲିକ । ଏଭଳି ଏକ ମାମଲାର ରାୟ ଶୁଣାଇ ହାଇକୋର୍ଟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆୟୁଧ ସୁଦର୍ଶନ। ଯେକି ଚତୃଦ୍ଧl ମୂର୍ତ୍ତିଙ୍କ ମଧ୍ୟରେ ଅନ୍ୟତମ ସେ ଦଣ୍ଡ ସ୍ୱରୂପ ଓ ରକ୍ତ ବର୍ଣ୍ଣ ଅର୍ଥାତ ଲାଲ ରଙ୍ଗରେ ଶୋଭିତ ଜୀବ (ବଲଭଦ୍ର ) ମାୟା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୯)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୯  ଆଜି କି’ ବେଳା! ଏତେ ପାଖରେ ଥାଇ ବି, ଏ କଥା କେହିହେଲେ କେବେ ଦିନେ କୁହାକୁହି ହେଇନାହାଁନ୍ତି । ଆଜି ଯାଏ ଜାଣି ନାହାଁନ୍ତି । ଏବେ ଦୁହେଁ ପରସ୍ପର ପାଖରେ ଅଧିକ ନିଜର ଲାଗିଲେ । ସ୍ୱାଭାବିକ । ନିଜ ସାଇଡ଼ର ଲୋକ ବୋଲି…

ତିନି ଶହ ରାମାୟଣ (୪)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏକ ଦକ୍ଷିଣପୂର୍ବ ଏସୀୟ ଉଦାହରଣ ଆମେ ଭାରତ ବାହାରକୁ ଦକ୍ଷିଣପୂର୍ବ ଏସୀଆକୁ ଗଲେ ତିବ୍ଦତ, ଥାଇଲାଣ୍ଡ କିମ୍ବା ଲାଓ, କାମ୍ବୋଜ, ମାଲେସିଆ, ଜାଭା ତଥା ଇଣ୍ଡୋନେସିଆ, ଆଦି ଦେଶମାନଙ୍କରେ ଭିନ୍ନ ପ୍ରକାରର ରାମକଥାମାନଙ୍କୁ ଭେଟିବା । ଏଠାରେ ଆମେ ଥାୟୀ …