ପାଣ୍ଡବ ବେହେରାଙ୍କ ଇଂରାଜୀ ପୁସ୍ତକ ‘ଜର୍ଣ୍ଣିଇଙ୍ଗ ଇନ୍ ଏ ଗ୍ରୀନ ଫ୍ଲାଇଟ’ ଉନ୍ମୋଚିତ
ଭୁବନେଶ୍ୱର : ଶିକ୍ଷାସନ୍ଧାନ ଆନୁକୂଲ୍ୟରେ ଅବସର ପ୍ରାପ୍ତ ଅତିରିକ୍ତ ଅଧ୍ୟକ୍ଷ ପାଣ୍ଡବ ବେହେରାଙ୍କ ଇଂରାଜୀ ପୁସ୍ତକ 'ଜର୍ଣ୍ଣିଇଙ୍ଗ ଇନ୍ ଏ ଗ୍ରୀନ ଫ୍ଲାଇଟ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି।
ସରୋଜ ମିଶ୍ରଙ୍କ ପ୍ରାରମ୍ଭିକ ସୂଚନାରୁ ଆରମ୍ଭ ହୋଇଥିବା ଏହି…