Latest Odisha News

BREAKING NEWS

ଗ୍ରାମୀଣ ଯୁବକଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ହିଁ ମୂଳମନ୍ତ୍ର: ଡଃ ତପନ ଚାନ୍ଦ

ଭୁବନେଶ୍ୱର: ପୁରୀର ଗ୍ରାମ ଯୁବକମାନଙ୍କ ଚେଷ୍ଟାରେ ପ୍ରାୟ ୩୦ରୁ ଅଧିକ ଗ୍ରାମ ଗତ ଦଶନ୍ଧିରୁ ହେଉଥିବା ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ଡଃ ତପନ କୁମାର ଚାନ୍ଦ ଏବଂ ପ୍ରତିଷ୍ଠା ଶିଳ୍ପୀ…

୨୦୨୨-୨୩ରେ ବଢିବନି ବିଦ୍ୟୁତ ବିଲ୍, ଡିଜିଟାଲ୍ ବିଲ୍ ପୈଠ କଲେ ମିଳିବ ୩ ପ୍ରତିଶତ ରିହାତି

ଭୁବନେଶ୍ୱର: ୨୦୨୨-୨୩ରେ ବଢିବନି ବିଦ୍ୟୁତ ଦର । ଡିଜିଟାଲରେ ବିଲ୍ ମେମେଣ୍ଟ କଲେ ୩ ପ୍ରତିଶତ ମିଳିବ ହିତାଧିକାରୀଙ୍କୁ ରିହାତି । ଏନେଇ ଆଜି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ପୂର୍ବବର୍ଷ ଭଳି ‘୦’ ଶୂନରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩…

ଆଉ ଏକ ବିଶ୍ୱ ରେକର୍ଡ ନିଜ ନାମରେ କଲେ ଷ୍ଟିଭ ସ୍ମିଥ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ୪ର୍ଥ ଦିବସରେ ଆଉ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଟେଷ୍ଟ କ୍ରିକେଟରେ ସ୍ମିଥ ଦ୍ରୁତ ୮୦୦୦ ରନ ସଂଗ୍ରହ କରି ଏହି ଗୌରବ ଅର୍ଜନ କରିଛନ୍ତି । ସେ ୧୫୧ ଇନିଂସରେ ଏହି କୀର୍ତିମାନ ସ୍ଥାପନ…

ସିକେ ନାୟୁଡୁ ଟ୍ରଫି : ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଝାଡଖଣ୍ଡ ବିପକ୍ଷରେ ଓଡିଶା ଇନିଂସ ପରାଜୟବରଣ କରିଛି । ଝାଡଖଣ୍ଡ ପ୍ରଥମେ ବ୍ୟାଟିଂ କରି ୪୫୨ ରନ ସଂଗ୍ରହ କରିଥିଲା । ଜବାବରେ ଓଡିଶା ପ୍ରଥମ ଇନିଂସରେ ୨୫୩ ରନ କରି ଫଲୋଅନ…

ପ୍ରଭାବିତ କଲା ଦ କଶ୍ମୀର ଫାଇଲ୍ସ ଫିଲ୍ମ, ରକ୍ତ ବୁହାଇ ଆଙ୍କିଦେଲେ ଛବି

ଭୁବନେଶ୍ୱର: ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଦେଖିବା ଲାଗି ଦିନକୁ ଦିନ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବଢିବାରେ ଲାଗିଛି । ୧୯୯୦ରେ କଶ୍ମୀରରେ ରହୁଥିବା ପଣ୍ଡିତଙ୍କ ଉପରେ ଅକଥନୀୟ ନିର୍ଯାତନା ଉପରେ ଫିଲ୍ମଟି ଆଧାରିତ । ଫିଲ୍ମକୁ ନେଇ ନାନା ବିବାଦ ମୁଣ୍ଡ ଟେକିଥିଲେ ବି…

୮୦୦୦ ସ୍କ୍ରିନରେ ରିଲିଜ ହେବ ଆରଆରଆର

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ବହୁପ୍ରତୀକ୍ଷୀତ ପରିୟଡ ଡ୍ରାମା ଆରଆରଆର ଶୁକ୍ରବାର ରିଲିଜ ହେବ । ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଜୁନିୟର ଏନଟିଆର, ରାମଚରଣ, ଅଜୟ ଦେବଗାନ ଓ ଆଲିୟା ଭଟ୍ଟ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ମେଗା ବଜେଟ…

ତାତିରୁ ରକ୍ଷା ପାଇଁ ନନ୍ଦନକାନନରେ ସିମ୍ପାଜୀଙ୍କୁ ଦିଆଯାଉଛି ପଇଡ଼ ଓ ତରଭୁଜ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଏପରିସ୍ଥଳେ ନନ୍ଦକାନନଥିବା ପଶୁପକ୍ଷୀଙ୍କ ପାଇଁ କତୃପକ୍ଷଙ୍କ ଚିନ୍ତା ବଢିବାରେ ଲାଗିଛି । ତେଣୁ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ପାଇଁ କତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗରମ ଦାଉରୁ ରକ୍ଷା ପାଇବା…

୧୪ ବର୍ଷ ପରେ ଚେନ୍ନାଇର ଅଧିନାୟକ ପଦ ଛାଡିଲେ ଧୋନୀ, ଜାଡେଜା ନେବେ ନେତୃତ୍ୱ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଆଉ ହାତ ଗଣତି ଦିନ ବାକିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ସ୍ୱତଃ ଛାଡିଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର…

ପିପିଲି ପୌର ନିର୍ବାଚନ ହିଂସା : ବୁଥରେ ଉତ୍ତେଜନା ,ଏଜେଣ୍ଟ ଗୁରୁତର

ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି ।…

[ଭିଡିଓ] ଚଳନ୍ତା ଗାଡି, ସ୍କୁଲ୍ ଛାତ୍ରୀ ବିଅର ପିଉଛନ୍ତି ଧାଡିକିଧାଡି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଏକାଧିକ ଅଳ୍ପ ବୟସ୍କା ଝିଅମାନେ ସ୍କୁଲ୍ ଡ୍ରେସରେ ନଜର ଆସିଛନ୍ତି । ହେଲେ ସବୁଠୁ ଚକିତକର ଘଟଣା ହେଉଛି ସ୍କୁଲ ବସରେ ୟୁନିଫର୍ମ ପିନ୍ଧା ଏହି ଝିଅମାନେ ବିଅର ପିଇବାର ଭିଡିଓ ସୋସିଆଲ୍ ମିଡିଆରେ…