Latest Odisha News

BREAKING NEWS

ବୀରଭୂମ ହିଂସା: ବ୍ୟାକଫୁଟରେ ମମତା ସରକାର, ସକାଳୁ ସକାଳୁ ଲାଗିଲା ସିସିଟିଭି

କୋଲକାତା:ପଶ୍ଚିମବଙ୍ଗ  ବୀରଭୂମ ଜିଲ୍ଲା ହିଂସା ଘଟଣାରେ ୮ ଜଣ ଜୀବନ୍ତଦଗ୍ଧ ହେବା ଘଟଣାରେ ଟିଏମସି ସରକାର ବ୍ୟାକଫୁଟରେ । ବୁଧବାର ହାଇକୋର୍ଟ ସରକାରଙ୍କୁ ଏହି ମାମଲାରେ ପ୍ରମାଣ ନଷ୍ଟ ହୋଇପାରିବ ନାହିଁ ବୋଲି ରୋକଠୋକ କହିଛନ୍ତି । ଏଥିସହ ଏହି ମାମଲାରେ ଅପରାହ୍ନ ୨ଟା ସୁଦ୍ଧା ରିପୋର୍ଟ…

ଭୋଟ ଦେଲେ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ : ସୁଲୋଚନା ଦାସ, ସୁନୀତି ମୁଣ୍ଡ ଓ ମଧୁସ୍ମିତା ଆଚାର୍ଯ୍ୟଙ୍କ ଭୋଟ ଗ୍ରହଣ

ଭୁବନେଶ୍ୱର: ଭୋଟ ଦେଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ନୟାପଲ୍ଲୀ ଉତ୍କଳମଣି ସରକାରୀ ୟୁପି ସ୍କୁଲର ୪୦୭ ନମ୍ବର ବୁଥରେ ମତଦାନ କରିଛନ୍ତି ସୁଲୋଚନା । ନିଜ ସମର୍ଥକଙ୍କ ସହ ଆସି ଭୋଟ ଦେଇଥିଲେ ବିଜେଡି ମେୟର ପ୍ରାର୍ଥୀ । ୪୦୮ ନମ୍ବର ବୁଥରେ ଭୋଟ ଦେବାର କାର୍ଯ୍ୟକ୍ରମ ଥିବା ବେଳେ…

ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ମହଙ୍ଗା ପଡିଲା , ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

ଭଦ୍ରକ : ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ପଡିଲା ମହଙ୍ଗା । ଭଦ୍ରକରେ ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ବେଳେ ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ । ୨୫ ହଜାର ୬ ଶହ ଟଙ୍କା ଜବତ କରିଛି ପୋଲିସ । ଭଦ୍ରକ ପୌର ପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଦେବଦ୍ରତ…

ଇଭିଏମ୍‌ ମେସିନ୍‌ରେ ତ୍ରୁଟି, ୨ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ

ଭୁବନେଶ୍ୱର : ଆଜି ପୌର ନିର୍ବାଚନ । ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ । ହେଲେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଥିବା ଖବର ସାମ୍ନାକୁ ଆସିଛି । ଯାହାଫଳରେ ଭୋଟର ମାନେ ଭୋଟ ନଦେଇ ଫେରୁଛନ୍ତି । ନୟାପଲ୍ଲୀ ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ କାମ…

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନ ବି ସଂପୂର୍ଣ୍ଣ କୋଭିଡ କଟକଣାରେ ବିଧାନସଭା ଚାଲିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ ଓ ସାମ୍ବାଦିକମାନଙ୍କର କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।…

ପୌର ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ।  ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BMCର ୫୩ ନଂ ୱାର୍ଡରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଲିଛି ପୌର ନିର୍ବାଚନ ପାଇଁ ମତଦାନ ।…

ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗ୍ରହଣ : ରାଜ୍ୟର ୫୯ ଏନଏସି, ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ…

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ମକ୍ ପୋଲ୍ ସରିବା ପରେ ମତଦାନ ଆରମ୍ଭ ହୋଇଛି। ଆଜି ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି ଏବଂ ୩ଟି ମହାନଗର ନିଗମର କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ଭୋଟ୍ ହେଉଛି । ସକାଳ ୮ଟାରୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅବା ବିଷ୍ଣୁ ଭଗବାନଙ୍କ ଚାରିଯୁଗର ସ୍ୱରୂପ ବର୍ଣ୍ଣନାକୁ ଲକ୍ଷ କଲେ ପ୍ରଭୁଙ୍କର ଚତୁବୃହ୍ୟ ବା ଚତୃବିଦ୍ଧ ରୂପ କଥା ଆମେ ସଠିକ ହୃଦୟଙ୍ଗମ କରିପାରିବା। ପ୍ରଥମେ…

ଭାଷା ଭାଗବତ : ନିର୍ଦିଷ୍ଟାର୍ଥକ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୪  ବିଜ୍ଞାନ, ବିଚାର, ଶାସନ କ୍ଷେତ୍ରରେ ଲୋଡ଼ା ଶବ୍ଦମାନ ନିର୍ଦିଷ୍ଟାର୍ଥକ ଆଉ ସ୍ପଷ୍ଟ ଭାବରେ ହୁଅଂତି ପ୍ରକଟ ରହିଲେ ଯତ୍‌ସାମାନ୍ୟ ତ୍ରୁଟି ଜ୍ଞାନ ଶୃଂଖଳା ଯାଏ ତୁଟି ଆବେଗ ବିରହିତ ଭାଷା ପ୍ରଯୁକ୍ତ ହେଲେ ବଢ଼େ ଆଶା…

ଅନୁବାଦ କବିତା : ଚିଲ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ରାସ୍ତାରେ ଯାଉ ଯାଉ ହଠାତ ଦେଖିଲି ଫୁଟପାଥରେ ଏକ ମରି ପଡ଼ିଥିବା ଚିଲ। ଚମକି ପଡ଼ିଲି ତାର କରୁଣ ଓ ବିଭତ୍ସ ଚେହେରା ଦେଖି ଅନେକ ଉଚ୍ଚରୁ ସେ ଏଇ ଧରାକୁ ଦେଖିଛି ଲୁଣ୍ଠନର ଏକ ଅବାଧ୍ୟ ଉପନିବେଶ ରୂପେ, ତା'ର ଲୋଲୁପ ଦୃଷ୍ଟିରେ…