Latest Odisha News

BREAKING NEWS

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ସମ୍ବଲପୁର  : ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ୮ ବର୍ଷର ଶିଶୁକନ୍ୟାକୁ ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା ଯୁବକ । ଏହା ପରେ…

ବୀରଭୂମି ହିଂସା: ମମତାଙ୍କୁ ଝଟକା, ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକାତା ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ ଦେବା ପାଇଁ ମମତା ଅଦାଲତଙ୍କୁ ଅନୁରୋଧ କରିଥିଲେ । ୭…

ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ

କଟକ :  ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ ହେବ । ସକାଳ ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଚାଲିବ । ୩ଟାରେ ଭୋଟ୍‌ ଗ୍ରହଣ ଶେଷ ହେବାପରେ ୪ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ।ଚଳିତ ଥର ହାଇକୋର୍ଟ ବାର ଆସୋସିଏସନ ବିଭିନ୍ନ ପଦବୀ ପାଇଁ ମୋଟ୍ ୩୬ ଜଣ ପ୍ରାର୍ଥୀ ମଇଦାନକୁ…

ପୌର ନିର୍ବାଚନ : ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ବାହାରିବ ରେଜେଲ୍ଟ

ଭୁବନେଶ୍ୱର : ସରିଲା ଭୋଟ ।ଏବେ ଅପେକ୍ଷା ରେଜେଲ୍ଟକୁ । ପୌର ନିର୍ବାଚନ ପାଇଁ ରାଜ୍ୟବାସୀ ରାୟ ଦେଇସାରିଛନ୍ତି । ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି । କଡା ସୁରକ୍ଷା ବଳୟ ଭିତରେ ଏବେ ବନ୍ଦ ହୋଇ ରହିଛି ୬ହଜାର ୪୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟର ମାନେ ମେୟର ଓ…

ବିବେକଙ୍କ ବିବାଦୀୟ ବୟାନ: ଭୋପାଳୀ ମାନେ ହୋମୋସେକ୍ସୁଆଲ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଏବେ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ନିକଟରେ ଏକ ସାକ୍ଷାତକାରରେ ତାଙ୍କର ଏକ ବୟାନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେ କହିଛନ୍ତି ମୁଁ ଭୋପାଳରେ ଛୋଟରୁ ବଡ ହୋଇଛି, କିନ୍ତୁ ଭୋପାଳୀ…

ରୁଷକୁ ଜି୨୦ ଗ୍ରୁପରୁ ବାହାର କରିବା ପାଇଁ କହିଲେ ବାଇଡେନ

ବ୍ରୁସେଲ୍ସ: ବେଲଜିୟମ ରାଜଧାନୀ ବ୍ରୁସେଲ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁନର୍ବାର ରୁଷକୁ ଟାର୍ଗେଟ କରିଛନ୍ତି । ୟୁକ୍ରେନ ଉପରେ ରୁଷ ଅକଥନୀୟ ଅତ୍ୟାଚାର କରୁଥିବାରୁ ବିକାଶଶୀଳ ଦେଶଙ୍କ ଜି୨୦ ଗ୍ରୁପରୁ ବାହାର କରିଦେବା ପାଇଁ ବାଇଡେନ କହିଥିଲେ । ଏହା ଦ୍ୱାରା ରୁଷର ଆର୍ଥୀକ ଅବସ୍ଥା…

[ଦେଖନ୍ତୁ ଭିଡିଓ] ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିଛନ୍ତି । କୋଭିଡ୍ ସମୟରେ ଭିସି ଜରିଆରେ ସମ୍ବୋଧନ କରୁଥିଲେ । ସେହିପରି ବାଚସ୍ପଚି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବିଧାନସଭାରେ ପହଞ୍ଚି ସାରିଛନ୍ତି । ଆଉ କିଛି ସମୟ ପରେ…

ଜାଗା ବଦଳାଉଛନ୍ତି ଶର୍ମିଷ୍ଠା ରାଉତ : ଆଶ୍ରମ ଭିତରୁ ଡାଏରୀ ଜବତ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପତା ମିଳୁନି । ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ ଶର୍ମିଷ୍ଠା ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ନେଇ ଗୋଟିଏ…

ଭୋଟିଂ ମେସିନରେ ବ୍ୟାପକ ତ୍ରୁଟି: ଆଜି ଉମରକୋଟରେ ୧୦ଟାରୁ ୪ଟା ଯାଏ ପୁନଃ ମତଦାନ

ନବରଙ୍ଗପୁର: ଅଧ୍ୟକ୍ଷ ପଦବି ପାଇଁ ଭୋଟିଂ ମେସିନ୍ ରେ ତ୍ରୁଟି  ।  ଫଳରେ ଆଜି ଉମରକୋଟ ପୌରାଂଚଳର  ୧୪ ନମ୍ବର ବୁଥରେ ୧୦ଟାରୁ ୪ଟା ଯାଏ ହେବ ‌ଭୋଟ ଗ୍ରହଣ କରାଯିବ  । ଦୀର୍ଘ ମାସେ ଧରି ଉମରକୋଟ ପୌରାଂଚଳର ନିର୍ବାଚନ ଯେମିତି ସଫଳତାର ସହ ସମ୍ପନ୍ନ ହେବ ସେଥିପାଇଁ ପ୍ରଶାସନର ସମସ୍ତ…

ତତଲା ତାୱାରେ ସିଝୁଛି ଟିଟିଲାଗଡ଼, ଦିନରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ପାର୍‌

ଭୁବନେଶ୍ୱର : ତତଲା ତାୱାରେ ଓଡ଼ିଶା ସିଝୁଥିବା ବେ‌ଳେ ରାଜ୍ୟର ୧୨ ସହର ତାପମାତ୍ରା ୩୯ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି। ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ପାର୍‌ କରି ୪୧.୪ ଡିଗ୍ରି ରହିଛି। ଏହା ପଛକୁ…