Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ପ୍ରମୋଦ ସାୱନ୍ତ

ପାଣାଜୀ: ପ୍ରମୋଦ ସାୱନ୍ତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଏଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରମୋଦଙ୍କୁ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା । ଗୋଆରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି ବିଜେପି ।…

କୋଭିଡ-୧୯ ରିଲିଫ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସର୍ବଭାରତୀୟ ସିଏସ୍ଆର୍ ସମ୍ମାନ

ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ବହୁମୁଖୀ ପଦକ୍ଷେପ  ନେଇଥିବା  ଜେଏସପିକୁ ସିଏସଆର ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି । ମୁମ୍ବାଇର ଯଶବନ୍ତରାଓ ଚଭନ କେନ୍ଦ୍ରରେ ଆୟୋଜିତ ହୋଇଥିବା ସିଏସଆର ଜର୍ଣ୍ଣାଲ ଏକ୍ସଲେନ୍ସ ଆୱାର୍ଡର ଚତୁର୍ଥ ସଂସ୍କରଣରେ ଏହି ସମ୍ମାନଜନକ…

[ଦେଖନ୍ତୁ ଭିଡିଓ] ମୁଣ୍ଡ ନେବାକୁ ୩୦ ଲକ୍ଷର ଡିଲ୍ : ସୁପାରୀ ଦେଇଥିଲେ ବାପ-ପୁଅ

ପୁରୀ: ମୁଣ୍ଡ ନେବାକୁ ହୋଇଥିଲା ୩୦ ଲକ୍ଷର ଡିଲ୍ । ହତ୍ୟା ପୂର୍ବରୁ ଅଗ୍ରୀମ ୨ ଲକ୍ଷ ଟଙ୍କା ନେଇଥିଲେ ଅଭିଯୁକ୍ତ । ପିସ୍ତଲ ପାଇଁ ନେଇଥିଲେ ୭୦ହଜାର ଟଙ୍କା । ପୁରୀରେ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ  ହତ୍ୟା କରିବାକୁ ଦିଆଯାଇଥିଲା ସୁପାରୀ ।  କାଳୁ…

ପୁଷ୍କର ହେବେ ଉତରାଖଣ୍ଡ ସିଏମ : ଧୋନୀଙ୍କ ପରି ଦଳକୁ ଜିତାଇ ନିଜ ୱିକେଟ ହରାଇଥିଲେ

ଡେରାଡୁନଁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ସହ ପୁଷ୍କର ସିଂ ଧାମି ଦ୍ୱିତୀୟ ଥର ପାଇଁ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମୀନାକ୍ଷୀ ଲେଖି ପ୍ରମୁଖ ଉପସ୍ଥିତ ଥିଲେ ।…

ଫିଲ୍ମ ‘ଗଲ୍ଲି ବୟ’ ରାପର୍ ଧର୍ମେଶ ପରମାର୍‌ଙ୍କ ମୃତ୍ୟୁ

ମୁମ୍ବାଇ: ଫିଲ୍ମ ଗଲ୍ଲି ବୟରେ ଶୁଣିବାକୁ ମିଳିଥିଲା ଭଳିକିଭଳି ରାପ୍ । ଏହି ଫିଲ୍ମ ପାଇଁ ନିଜ ପ୍ରତିଭା ଦେଖାଇଥିଲେ ଏକାଧିକ ରାପର୍ । ଏହି ତାଲିକାରେ ସାମିଲ ଥିଲେ ରାପର୍ ମ୍ୟାକ୍ ତୋଡ୍ ଫୋଡ୍ ଓରଫ ଧର୍ମେଶ ପରମାର୍ । ତେବେ ନିକଟରେ ଏହି ୨୪ ବର୍ଷୀୟ ରାପର୍‌ଙ୍କର ମୃତ୍ୟୁ ଘଟିଛି । ଧର୍ମେଶ…

ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

କଟକ : ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ । କଟକ ସିଟି ଜିଏସ ଟି ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନା ସମ୍ମୁଖରେ ଥିବା ମା’ ଅଳଙ୍କାର ସୁନା ଦୋକାନ ଉପରେ ଚଢାଉ ହୋଇଛି ।ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , କମ୍ପ୍ୟୁଟର ଓ  ଗଛିତ ସୁନା  ଜିଏସଟି ବିଭାଗ ଜବତ କରିଛି ।…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା , ଅବସରପ୍ରାପ୍ତ ସରକାରୀ ଅଫିସର ନିରଞ୍ଜନ ସେଠୀ ଗିରଫ

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ ।ମାମଲା ସହ ସଂପୃକ୍ତ ଅଭିଯୋଗରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀଙ୍କୁ ଭଦ୍ରକ ପୋଲିସ ଗିରଫ କରିଛି ।ଏହା ସହ ରାଜ୍ କମୁନିକେସନ ମାଲିକ ରଞ୍ଜନ…

ବିବାହର ୪ ବର୍ଷ ପରେ ଗୁଡ ନ୍ୟୁଜ ଶେୟାର କଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କାପୁର ବିବାହର ୪ ବର୍ଷ ପ୍ରଶଂସକଙ୍କ ସହ ଗୁଡ ନ୍ୟୁଜ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ସୋନମ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ସେ ଶେୟାର କରିଥିବା ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ପତି ଆନନ୍ଦ ଆହୁଜା…

୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନ ବିମାନ ଦୁର୍ଘଟଣାଗ୍ରସ୍ତ

ଗୁଆଙ୍ଗସି: ଚୀନରେ ଆଜି ଏକ ବଡ ଧରଣର ବିମାନ ଦୁଘଟଣା ଘଟିଛି । ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହଠାତ କ୍ରାଶ ହୋଇ ଯାଇଥିଲା । ଆଖି ପିଛୁଳାକେ ୨ ମିନିଟ ମଧ୍ୟରେ ୩୦,୦୦୦ ଫୁଟ ତଳକୁ ଏହା ଖସି ପଡିଥିଲା । କେତେଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇ…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ନେଇ ମାହୋଲ ସରଗରମ: ନିର୍ବାଚନୀ ରାଲିରେ ଷ୍ଟାର ପ୍ରଚାରକ

ଯାଜପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଆସନ୍ତା କାଲି ସରିବ ନିର୍ବାଚନ ପ୍ରଚାର । ଏଥିପାଇଁ ପ୍ରତ୍ୟେକ ପୌରାଂଚଳରେ ସରଗରମ ଚାଲିଛି ପ୍ରଚାର । ରାଜ୍ୟର ଅନ୍ୟତମ ପୁରାତନ ଯାଜପୁର ପୌରପାଳିକାରେ ମଧ୍ୟ ପ୍ରଚାର ଜୋରଦାର କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବାଇକ ରାଲି କରାଯାଇଛି ।…