Latest Odisha News

BREAKING NEWS

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ , ମାଓ ଗତିବିଧି ଓ ନିର୍ବାଚନ ସୁପରିଚାଳନା ନେଇ ଆଲୋଚନା

କୋରାପୁଟ : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । କୋରାପୁଟ ବିଏସଏଫ୍ ସେକ୍ଟରରେ ଅବତରଣ କରିବା ପରେ ଦକ୍ଷୀଣ ପଶ୍ଚିମ ଡିଆଇଜିଙ୍କ ସହ ଆଜି ନିର୍ବାଚନୀ ସମୀକ୍ଷା  ମାଓ ଅପରେସନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା…

ପୌର ନିର୍ବାଚନ ପ୍ରସ୍ତୁତି: ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆସନ୍ତାକାଲି ସରିବ ପ୍ରଚାର । ଭୋଟ୍ ଗ୍ରହଣ ତାରିଖ ପାଖେଇବା ସହ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ ଯାଏ ମତଦାନ ଚାଲିବ । ଭୋଟ୍ ଗ୍ରହଣ କାମରେ ନିୟୋଜିତ ହେବେ ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ।…

କୋଭିଡ ପୁଣିଥରେ ଭୟାବହ ଆଣିପାରେ, ଚେତାଇଲେ ଆନ୍ଥୋନି ଫାଉସି

ନ୍ୟୁୟର୍କ: ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ତୁଳନାରେ କରୋନା ମହାମାରୀ ତୃତୀୟ ବର୍ଷରେ ସେତେଟା ଘାତକ ନାହିଁ । ଟିକାକରଣ ଓ ଲୋକଙ୍କ ସଚେତନତାରୁ କରୋନା ଦୁର୍ବଳ ହୋଇଛି ବୋଲି ବିଶେଷଜ୍ଞ କହିଛନ୍ତି । କିନ୍ତୁ କରୋନାର ଦ୍ୱିତୀୟ ଏବଂ ପ୍ରଥମ ଲହର କେତେ ଗମ୍ଭୀର ଥିଲା ତାହା ଆମେରିକା, ଇଟାଲୀ,…

ଯୁଦ୍ଧରେ ଗଲାଣି ୟୁକ୍ରେନର ୯୦୦ ସଧାରଣ ଲୋକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲମ୍ବୁଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ୨୬ ଦିନରେ ତେଜିବାରେ ଲାଗିଛି ଯୁଦ୍ଧ । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜୋରଦାର ଚାଲିଛି । ଯୁଦ୍ଧରେ ସାଧାରଣ ଲୋକଙ୍କ ଜୀବନ ଯାଉଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୟୁକ୍ରେନର ୯ଶହରୁ ଅଧିକ ଲୋକଙ୍କର ଜୀବନ ଗଲାଣି ।…

ହାପି ବର୍ଥ ଡେ’ ରାନୀ ମୁଖାର୍ଜୀ

ମୁମ୍ବାଇ : ଆଜି ବଲିଉଡ୍ ବିୟୁଟି ରାନୀ ମୁଖାର୍ଜୀ ବର୍ଥ ଡେ’ । ୪୪ ବର୍ଷ ବୟସରେ ପାଦ ଥାପିଛନ୍ତି ରାନୀ ମୁଖାର୍ଜୀ ।ଏନେଇ ବିଭିନ୍ନ ମହଲରୁ ରାନୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ନିଜର ଦମଦାର ଆକ୍ଟିଙ୍କ ପାଇଁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ରାନୀ ମୁଖାର୍ଜୀ । ନିଜର…

ବରେନ୍ଦ୍ରକୃଷ୍ଣ ଧଳଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ ଓ ବରେନ୍ଦ୍ରକୃଷ୍ଣ ଧଳ ସ୍ମୃତିନ୍ୟାସ ପକ୍ଷରୁ କଟକ ଶ୍ରୀରାମଚନ୍ଦ୍ର ଭବନରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ବରେନ୍ଦ୍ର କୃଷ୍ଣ ଧଳଙ୍କ ତୈଳ ଚିତ୍ର ଉନ୍ମୋଚିତ ହୋଇ ଯାଇଛି । ଏହି ଅବସରରେ ଚିତ୍ରଶିଳ୍ପୀ ରବି ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ…

ପୌର ନିର୍ବାଚନ : ପ୍ରଚାର ମଇଦାନରେ ସାମ୍ବାଦିକ ପ୍ରାର୍ଥୀ

ସୁବର୍ଣ୍ଣପୁର  : ପୌର ନିର୍ବାଚନ ନେଇ ଜୋରସୋରରେ ପ୍ରସ୍ତୁତି ।ଏଥର ପ୍ରଚାର ମଇଦାନରେ ସାମ୍ବାଦିକ ପ୍ରାର୍ଥୀ ।ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ପ୍ରଚାର ।ସୁବର୍ଣ୍ଣପୁର ଜିଲ୍ଲା ସଦର ପୌର ପରିଷଦରେ ଏବେ ନିର୍ବାଚନ ମାହୋଲ ସରଗରମ ହୋଇ ଉଠିଛି । କଂଗ୍ରେସ ବିଜେପି ବିଜେଡି ଓ…

ନୂଆଦିଲ୍ଲୀରୁ ଉଡାଣ ଭରିଥିବା ବିମାନ ହଠାତ୍ ପାକିସ୍ତାନରେ କଲା ଅବତରଣ

ଇସଲାମାବାଦ: ବୈଷୟିକ ତ୍ରୁଟି କାରଣରୁ କାତାର ଏୟାରୱେଜର QR579 ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନ ଦିଲ୍ଲୀରୁ ଦୋହାକୁ ଯାଉଥିଲା ଯେଉଁଥିରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ। କାତାର ଏୟାରୱେଜ୍ କହିଛି ଯେ ବିମାନ ଉଡ଼ାଣ ସମୟରେ କାର୍ଗୋ ହୋଲ୍ଜରୁ ଧୂଆଁ…

ନିଜ ଦଳ କଂଗ୍ରେସକୁ ମଧ୍ୟ କ୍ଷମା ଦେବିନି: ଆଜାଦ୍

ଜମ୍ମୁ: ଦେଶ ଭିତରେ ଲୋକଙ୍କୁ ବିଭାଜନ କରିବାକୁ କୌଣସି ରାଜନୈତିକ ଦଳ ପଛାଇ ନାହାନ୍ତି । ଯେଉଁଥିରେ ନିଜ ଦଳ କଂଗ୍ରେସ ମଧ୍ୟ ରହିଛି । ଏହା କହିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ । କଂଗ୍ରେସର ଅସନ୍ତୁଷ୍ଟ ୨୩ କଂଗ୍ରେସ…

[ଦେଖନ୍ତୁ ଭିଡିଓ] ୟୁକ୍ରେନର ସପିଂ ମଲରେ ରୁଷର ଭୟଙ୍କର ବିସ୍ଫୋରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଲଢ଼େଇ । ଅଧିକ ହିଂସ୍ର ହୋଇ ଉଠିଛି ପୁଟିନ୍ ସେନା । ସେପଟେ ପ୍ରତିଆକ୍ରମଣକୁ ବି ଜୋରଦାର କରିଛି ୟୁକ୍ରେନ୍ । ଆଜି କିଭର ଏକ ସପିଂ ମଲରେ ଭୟଙ୍କର ବିସ୍ଫୋରଣ କରିଛି ରୁଷ୍ ସେନା । ରେଟ୍ରୋଭିଲ୍ ସପିଂ ମଲକୁ ଉଡ଼ାଇ ଦେଇଛି ।…