‘ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ, ବାତ୍ୟାର ରୂପ ନେବକି ନାହିଁ ଚିତ୍ର ଅସ୍ପଷ୍ଟ’
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟ ହୋଇଥିବା ଲଘୁଚାପ ମେ' ୮ ସଂଧ୍ୟାରେ ବାତ୍ୟାର ରୂପ ନେବ । ମେ' ୧୦ ତାରିଖରେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି।
ପାଣିପାଗ କେନ୍ଦ୍ର କହିଛି,…