Latest Odisha News

BREAKING NEWS

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପଡ଼ିବନି ପ୍ରଭାବ

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଲଘୁଚାପ । ଘୁର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗକୁ ଏହା ଅଧିକ ଘନୀଭୂତ ହେବ । କିଛି ପାଣିପାଗ ସଂସ୍ଥାର…

ଆଜିଠୁ ପଞ୍ଜାବରେ ‘ଆପ୍’ ସରକାର: ମୁଖ୍ୟମନ୍ତ୍ରୀ ଭାବ ଶପଥଗ୍ରହଣ କରିବେ ଭଗୱନ୍ତ ମାନ

ପଞ୍ଜାବ : ଆଜିଠୁ ପଞ୍ଜାବରେ ‘ଆପ୍’ ସରକାର । ପଞ୍ଜାବରେ ବିପୁଳ ବିଜୟ ପରେ ସରକାର ଗଠନ କରିବାକୁ ଯାଉଛି ଆମ ଆଦମୀ ପାର୍ଟି । ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆମ ଆଦମୀ ପାର୍ଟିର ଭଗବନ୍ତ ମାନ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ।…

ପଞ୍ଜାବରେ ଆଜିଠୁ ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଞ୍ଜାବରେ ଆଜିଠୁ ଆମ୍ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ଭଗୱନ୍ତ ମାନ୍ । ସହିତ ଭଗତ ସିଂହଙ୍କ ଜନ୍ମମାଟି ଖଟକର କଲାନରେ ଶପଥ ନେବେ । ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗୱନ୍ତ ମାନ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ…

[ଦେଖନ୍ତୁ ଭିଡିଓ] ଅଗ୍ନିକୁଣ୍ଡ ଶିବ ମନ୍ଦିରରେ ବର୍ଷ ବର୍ଷ ଧରି ଜଳୁଛି ଅଗ୍ନିଶିଖା

ବହୁ ପ୍ରାଚୀନ ହେଉଛି ଶିବ ମନ୍ଦିର। ଯେଉଁଠି ଲୋକଙ୍କ ରହିଛି ଆସ୍ଥା ଆଉ ବିଶ୍ୱାସ। ଆଉ ସେହି ବିଶ୍ୱାସ ଆଧାରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ହେଲେ କିଛି ମନ୍ଦିରରେ ଆସ୍ଥା ବିଶ୍ୱାସ ସାଙ୍ଗକୁ ପ୍ରତିଦିନ କିଛି ନା କିଛି ଚମତ୍କାର ବି ଦେଖିବାକୁ ମିଳୁଛି। କିଛି ରହସ୍ୟମୟ ଘଟଣା ଘଟୁଛି ଯାହା ଆମ…

ଏନକାଉଣ୍ଟରରେ ଟଳିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ ଦାନ୍ତେଓ୍ୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମହିଳା ମାଓବାଦୀ । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । କଟେକଲ୍ୟାଣ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବାକୁ ଯୋଜନା…

କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମନୋଜ ବେହେରାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚଳାଇଛି ଭିଜିଲାନ୍ସ । କଟକ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଚାଲିଛି ରେଡ୍ । କଟକ ଜିଲ୍ଲା ନେମାଳଠାରେ…

ଦି କଶ୍ମୀର ଫାଇଲ୍ସ: ସମାଲୋଚନା କରି ଫସିଲେ ସ୍ୱରା

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର କଶ୍ମୀର ଫାଇଲ୍ସ ସଫଳତାକୁ ବୋଧହୁଏ ହଜମ କରିପାରି ନାହାନ୍ତି । ବିଭିନ୍ନ ମହଲରେ ଏହି ଫିଲ୍ମକୁ ପ୍ରଶଂସା କରାଯାଉଥିବା ବେଳେ ସ୍ୱରା କାହାର ନାମ ନ ନେଇ ଲେଖିଛନ୍ତି ଯଦି ଆପଣ ଚାହାନ୍ତି ସଫଳତା ନେଇ କରାଯାଇଥିବା ପରିଶ୍ରମକୁ ପ୍ରଶଂସା…

ଲାଇଭ ଶୋ’ରେ ଯୁଦ୍ଧକୁ ବିରୋଧ କଲେ ମହିଳା, ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଆଜକୁ ୨୦ ଦିନ ହେବ ଯୁଦ୍ଧ ଲାଗି ରହିଛି । ୟୁକ୍ରେନ ଉପରେ ବାରମ୍ବାର ମିସାଇଲ ମାଡ଼ ସାଙ୍ଗକୁ ଗୁଳି, ବୋମା ଓ ରକେଟ ମାଡ଼ ଯାରି ରଖିଛି ଋଷ । ଏହି ଯୁଦ୍ଧକୁ ରୋକିବା ପାଇଁ ଋଷକୁ ବିରୋଧ କରାଯାଉଛି । ଋଷର ନାଗରୀକ ମଧ୍ୟ ଏହି ଯୁଦ୍ଧ ନିଷ୍ପତ୍ତିକୁ ବିରୋଧ…

ଆଇପିଏଲରେ ବଦଳିଲା ଆଉ କିଛି ନିୟମ

ମୁମ୍ବାଇ: ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ । ଇତି ମଧ୍ୟରେ ବିସିସିଆର କିଛି ନିୟମରେ ପରିବର୍ତନ କରିଛି । କ୍ରିକବିଜ ରିପୋର୍ଟ ମୁତାବକ ଯଦି କୌଣସି ଟିମରେ ଖେଳାଳି କରୋନା ସଂକ୍ରମିତ ହୋଇଥାନ୍ତି ତାହାହେଲେ ପୂର୍ବ ନିର୍ଦ୍ଧାରିତ ଚୂଡାନ୍ତ ଏକାଦଶରେ ପରିବର୍ତନ କରାଯାଇପାରିବ ।…

ମହିଳା ଥାନାରେ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ ।  ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଡକାଇଥିଲା ପୋଲିସ । ଏବେ ତାଙ୍କ ପ୍ରଥମ ସ୍ତ୍ରୀ ଭୁବନେଶ୍ୱର ସ୍ଥିତ ମହିଳା…