Latest Odisha News

BREAKING NEWS

ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

ଗଞ୍ଜାମ : ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁରୀରୁ ଦର୍ଶନ ସାରି ତାମିଲନାଡ଼ୁ ଫେରୁଥିଲେ ୫୦ ତୀର୍ଥଯାତ୍ରୀ । ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ…

ପାଣିପାଗ ବିଭାଗର ସତର୍କ ସୂଚନା:ଆସନ୍ତା ୨୫ରୁ ୨୭ ବର୍ଷିବ ନିଆଁ

ଭୁବନେଶ୍ୱର: ବଢ଼ିବ ତାତି । ଜଳିବ ଓଡ଼ିଶା । ରାଜ୍ୟରେ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୩ ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୫ରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ପ୍ରଚଣ୍ଡ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୫  କୋଷର କର୍ତନ ବର୍ଧନ ପ୍ରକ୍ରିୟା ଅଟେ ଅଂତହୀନ ଏହା ତ ଜୀବନ ଲକ୍ଷଣ ସୃଷ୍ଟିର ଅକାଟ୍ଯ ବିଧାନ ଶବ୍ଦର ଜନମ ମରଣ ଜୀବଂତ ଭାଷାର ଲକ୍ଷଣ ନୁହେ କାହାର ଇଚ୍ଛାଧୀନ ଏ ବିଧି ହୋଇନାହିଁ ଆନ ପ୍ରତି ମୁହୂର୍ତେ ଯୋଗ, ଲୋପ ଚଳୁଛି,…

ଶିଶୁ ଗଳ୍ପ : ମାଟି ମାଆର ଅମୂଲ୍ୟ ରତ୍ନ

କୁଞ୍ଜ ବିହାରୀ ସାହୁ  ଇଂରେଜ ଶାସନ ଅମଳର କଥା । ବିଦେଶୀ ଶାସକ ଭାରତୀୟଙ୍କୁ ଗୋଲାମ କରି ରଖିଥିଲେ । 'ଯୋର ଯାର ମୁଲକ ତାର' ନ୍ୟାୟରେ ଶାସନ କରୁଥିଲେ । ଶିକ୍ଷାନୁଷ୍ଠାନରେ ତନ୍ତବୁଣା କପଡ଼ା ବ୍ୟବହାର ଉପରେ କଟକଣା । ସେଥିପାଇଁ ଯେଉଁ ପିଲା ତନ୍ତବୁଣାର ଜାମା- ପ୍ୟାଣ୍ଟ ପିନ୍ଧି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୮ ଆପଣ ବିଶ୍ୱାସ କରିପାରିବେନି ମୁଁ ଏ ଭିତରେ ଆପଣଙ୍କୁ କେତେ ଥର ମନେ ପକେଇସାରିଲିଣି । ଆପଣଙ୍କ ସହ ମୋ'ର କୈଣସି ସମ୍ପର୍କ ନାହିଁ । ଥରେ ମାତ୍ର ଦେଖା । ହେଲେ, କେଜାଣି କାହିଁକି ମନେହେଲା ସାରା ସଂସାରରେ କେଦାର…

ଭାରତୀୟ ଜନ ସଂଚାର ସଂସ୍ଥାନରେ ‘ଇମ୍‍କା’ର ଦଶମ ‘କନେକସନ୍‌-୨୦୨୨’

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପ୍ରେକ୍ଷାଳୟରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡି଼ଶା ଶାଖାର ଦଶମ ମିଳନ ଉତ୍ସବ ‘କନେକସନ-୨୦୨୨’(ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୨  ମୂଳ ଇଂରାଜୀ: ରାଜ ଗିଲ  ଆମେ କୁଆଡ଼େ ଯାଉଛୁ? ସେଠାରେ କେତେବେଳେ ପହଞ୍ଚିବା ? ପିଲାଟି ନିଜ ବାପାକୁ ଏଇ ପ୍ରଶ୍ନ ବାରମ୍ବାର ପଚାରୁଥିଲା ଓ ଗୋଡ଼ ଘୋଷାରି ଘୋଷାରି ଆଗକୁ ଚାଲୁଥିଲା । ସେ ଇଲାକାଟି ଥିଲା ଲୁଣାମାଟିର ଅଞ୍ଚଳ ।…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କଲା ବିସିସିଆଇ

ଭୁବନେଶ୍ୱର: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି । ଏହି ୫ମ୍ୟାଚ ବିଶିଷ୍ଟ ସିରିଜ ଜୁନ ୯ରୁ ଆରମ୍ଭ ହେବ । କାର୍ଯ୍ୟସୂଚୀ: ପ୍ରଥମ ଟି୨୦: ଜୁନ ୯ (ଦିଲ୍ଲୀ) । ଦ୍ୱିତୀୟ ଟି୨୦: ଜୁନ ୧୨ (କଟକ) । ତୃତୀୟ ଟି୨୦: ଜୁନ ୧୪…

ନୂତନ ଫର୍ମାଟରେ କଳାହାଣ୍ଡି କପ କ୍ରିକେଟ

ଭୁବନେଶ୍ୱର: କଳାହାଣ୍ଡି କପ କ୍ରିକେଟ ଏଥର ନୂତନ ଫର୍ମାଟରେ ଖେଳାଯାଉଛି । ଏପ୍ରିଲ ୯ରୁ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ବିଭିନ୍ନ ଗ୍ରାଉଣ୍ଡରେ ଏହା ଖେଳାଯାଇଥିଲା । ଗତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ ଡାଇମଣ୍ଡ, ଗୋଲ୍ଡ ଏବଂ ସିଲଭର ୩ଟି ଗ୍ରୁପର ଦଳ ଚୟନ କରିବା ପାଇଁ ପ୍ରସ୍ତାବ ଗ୍ରହଣ…

ପାଠ ପଢ଼ିବା ପାଇଁ ଆଫଗାନିସ୍ତାନରେ ତାଲିବାନ ସରକାର ଲାଗୁ କଲା ଅଡ, ଇଭେନ ଫର୍ମୁଲା

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ଅଡ ଇଭେନ ଫର୍ମୁଲା ଲାଗୁ କରିଛି । ଛାତ୍ରଛାତ୍ରୀଙ୍କୁ ଏକତ୍ର ପଢ଼ିବା ନେଇ କଟକଣା ଲାଗୁ କରାଯାଇଛି । ନୂତନ ନିୟମ ଅନୁସାରେ ଦିନେ ଛାତ୍ର ଆସିଲେ ଅନ୍ୟ ଦିନ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଆସିବେ ।…