[ଭିଡିଓ] ବାଲୁକା କଳାରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ
ପୁରୀ : ଅନ୍ତର୍ଜାତୀୟ ମହିଳା ଦିବସରେ ଅବସରରେ ପୁରୀ ବେଳା ଭୂମିରେ ସୁନ୍ଦର ବାଲୁକା କଳା । ଆସନ୍ତା କାଲି ମାର୍ଚ୍ଚ ୮ ତାରିଖରେ ଦେଶ ପାଳିବ ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ…