[ଭିଡିଓ] ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ମାମଲା : ତଦନ୍ତକୁ ନେଇ ୧୨ଟି ପ୍ରଶ୍ନ ପଚାରିଲା ବିଜେପି
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟା ଘଟଣାକୁ ନେଇ ଝାରସୁଗୁଡାରେ ଜୋର ଧରଛି ରାଜନୀତି । ଜିଲ୍ଲା ବିଜେପି ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀରେ ୧୨ଟି ପ୍ରଶ୍ନ ଉପରେ ଆଲୋକ ପାତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ତ୍ରିନାଥ ଗୁଆଲ, ଦିନେଶ ଜୈନ, ନରେଶ ନାଏକ ଓ…