Latest Odisha News

BREAKING NEWS

ଫିଲ୍ମ “ବିଶ୍ୱନାଥ“ରେ ନଜର ଆସିବେ ମିହିର ଦାସ ଓ ସଲିଳ ମିତ୍ର, ଟ୍ରେଲର୍ ଲୋକାର୍ପିତ

ଭୁବନେଶ୍ୱର: ଓଲିଉଡର ତାଜା ଖବର । ବହୁଦିନ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେଲା ଫିଲ୍ମ ବିଶ୍ୱନାଥର ଟ୍ରେଲର୍ । ଭୁବନେଶ୍ୱରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲାବେଳେ ଅତିଥୀ ଭାବେ ଷ୍ଟାରକାଷ୍ଟ ଓ ଅନ୍ୟ ଜଣାଶୁଣା ବ୍ୟକ୍ତିତ୍ୱ ନଜର ଆସିଥିଲେ । ଉପସ୍ଥିତ…

ନିଖୋଜ ସରପଞ୍ଚ ପ୍ରାର୍ଥୀଙ୍କୁ ୨ ଦିନ ପରେ ଉଦ୍ଧାର କଲା ପୋଲିସ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଥିଲା । ନିର୍ବାଚନ ପୂର୍ବରୁ ଏହି ବ୍ଲକର ଭାତଛତ୍ର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସଦାନନ୍ଦ ଟୁଡୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା । ନିଖୋଜ ଥିବା ଉକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂହ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂହ । ସେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟପାୟଙ୍କୁ ଅପରାହ୍ନ ୫.୩୦ ମିନିଟରେ ସାକ୍ଷାତ କରିଥିଲେ । ସୂଚନା ଥାଉକି, ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ସେଠାରୁ ଏକ…

ମୈଦାନକୁ ଓହ୍ଲାଇଲେ ୟୁକ୍ରେନ ରାଷ୍ଟ୍ରପତି: ଅଲଗା ଦେଶ ସହ ସାହାଯ୍ୟ ପାଇଁ ଆଲୋଚନା

ଦିଲ୍ଲୀ : ଋଷ ପରି ବଡ଼ ଏବଂ ଶକ୍ତିଶାଳୀ ଦେଶର ଆକ୍ରମଣ ପରେ ବି ହାର ମାନିବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ । ଯେକୌଣସି ପରିସ୍ଥିତିରେ ବି ଆତ୍ମସମର୍ପଣ କରିବାକୁ ରୋକଠୋକ ମନା କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଲଗାତାର ନିଜର ମନବଳ ବଢାଇବାରେ ଲାଗିଛନ୍ତି । ଅଲଗା-ଅଲଗା ଦେଶ ସହ…

ଓଡିଶା ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ : ସୌରାଷ୍ଟ୍ର ୩୨୫/୪

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ସୌରାଷ୍ଟ୍ର ବିପକ୍ଷରେ ଗୁରୁବାର ଓଡିଶା ବୋଲରଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ । ଫର୍ମରେ ନ ଥିବା ଚେତେଶ୍ୱର ପୂଜାରାଙ୍କୁ ୮ ରନରେ ଦେବବ୍ରତ ପ୍ରଧାନ ଆଉଟ କରିଥିଲେ । ଏହା ଅବଶ୍ୟ ଓଡିଶାକୁ ବିଶେଷ ଫାଇଦାରେ…

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ୨୦ ମେଡିକାଲ ଛାତ୍ରଛାତ୍ରୀ

ରାଉରକେଲା: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ରଛାତ୍ରୀ ଏବେ…

ରଣଜୀ ଟ୍ରଫି: ଯମଜ ଭ୍ରାତାଙ୍କ ଶତକ, ଦୃଢ଼ ସ୍ଥିତିରେ ତାମିଲନାଡୁ

ମାଡ୍ରାସ: ଗୌହାଟୀର ନେହେରୁ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ତାମିଲନାଡୁର ଯମଜ ଭ୍ରାତା ବାବା ଇନ୍ଦ୍ରଜିତ ଓ ବାବା ଅପରାଜିତ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଛତିଶଗଡ ବିପକ୍ଷ ମ୍ୟାଚର ପ୍ରଥମ ଦିବସରେ ଏହି ଦୁଇ ଭାଇଙ୍କ ଶତକ ବଳରେ ତାମିଲନାଡୁ ୪ ୱିକେଟ…

ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବ ଦୁଇ ଦିନିଆ ମନ୍ତ୍ରିସ୍ତରୀୟ ସମ୍ମିଳନୀ

ଭୁବନେଶ୍ବର : କୋଣାର୍କ ଓ ଭୁବନେଶ୍ବରରେ ଆୟୋଜିତ ହେବ ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଏକ ମନ୍ତ୍ରିସ୍ତରୀୟ ସମ୍ମିଳନୀ । ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ୨୫ରୁ ୨୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ସମ୍ମିଳନୀ । ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର…

କେବେ ଥମିବ ? ପୁଣି ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ, ଏଥର ବାସୁଦେବପୁରରେ

ବାସୁଦେବପୁର: ଆଇନକାନୁନ୍ ପ୍ରତି ନାହିଁ ମାଂସଲୋଭୀ ସଇତାନ୍‌ଙ୍କ ଭୟ । ପ୍ରତିଦିନ ସାମ୍ନାକୁ ଆସୁଛି ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା । ଶିକାର ସାଜୁଛନ୍ତି ନୀରିହ ନାବାଳିକା । ତଥାପି ଏଭଳି ଜଘନ୍ୟ ଅପରାଧରେ ଲଗାମ ଲଗାଇବାରେ ଫେଲ୍ ମାରିଛି ପୋଲିସ ପ୍ରଶାସନ । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜଣେ…

କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଗିରଫ

ଅନୁଗୁଳ : ଦୀର୍ଘ ୨୦ ଦିନର ଛକାପଞ୍ଝା ପରେ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଶେଷରେ କୁଖ୍ୟାତ ମଦ ମାଫିଆ ଜୟପ୍ରକାଶକୁ ଗିରଫ କରିଛି ଅବକାରୀ ସ୍କ୍ବାଡ । ସୂଚନା ଯେ, ରାଣୀଗୋଡ଼ା ନାୟକ ସାହିରେ ଥିବା ଏକ ଭଡ଼ାଘରେ ରହି ଜୟପ୍ରକାଶ ନକଲି ମଦ ତିଆରିରେ ବ୍ୟବହୃତ ଠିପି,…