Latest Odisha News

BREAKING NEWS

ହସ୍ପିଟାଲରେ କମେଡିଆନ୍ ସୁନୀଲ ଗ୍ରୋଭର, ସରିଲା ହାର୍ଟ ସର୍ଜରୀ !

ମୁମ୍ବାଇ: ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ । ଗୁତ୍‌ଥୀ, ରିଙ୍କୁ ଭାବି ଓ ଡାକ୍ତର ମଶହୁର ଗୁଲାଟୀ ଭଳି କିର୍ଦାର ପାଇଁ ଏହି ଅଭିନେତା ଜଣକ ବେଶ ପରିଚିତ । ନିକଟରେ ମୁମ୍ବାଇରେ ଏକ ହସ୍ପିଟାଲରେ ସୁନୀଲଙ୍କର ହାର୍ଟ ସର୍ଜରୀ ସରିଥିଲା ସୂଚନା ମିଳିଛି ।…

୧୦୭ ପୌରାଞ୍ଚଳ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।  ରାଜ୍ୟରେ ୧୦୭ ଟି ଏନଏସି ଓ ମ୍ୟୁନିସପାଲଟି ପାଇଁ ୧୭୫୬ ଟି କାଉନସିଲର ପଦବୀ ରହିଛି । ସେଥିରୁ ୧୨୨ ଟି ଅନୁସୂଚିତ ଜାତି ପାଇଁ ରିଜର୍ଭ ରହିଥିବା ବେଳେ । ୧୭୧ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ରହିଛିା ୪୯…

[ଭିଡ଼ିଓ] ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମ ବେଶ

ପୁରୀ: ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ  ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି…

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ କୋର୍ଟ ଚାଲାଣ

ମାଲକାନଗିରି: ପୋଲିସ ହାବୁଡରେ ଗଞ୍ଜେଇ ଚୋରା ଚାଲାଣକାରୀ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ଅଞ୍ଚଳରୁ କାଉଡି ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଥିଲି ପୋଲିସ ହାତରେ ଧରା ପଡିଲେ ୫ଜଣ ଚୋରା ଗଞ୍ଜେଇ ଚାଲାଣକାରୀ । ସୂଚନା ଅନୁସାରେ, ମାଲକାନଗିରି ଜୟପୁରକୁ ସଂଯୋଗ କରୁଥିବା…

ଗାଡିରେ ଲାଗିଛି ନାଲିବତୀ, ବୁଲୁଛନ୍ତି ଗୁଣୁପୁର ଉପଜିଲ୍ଲାପାଳ

ରାୟଗଡା: ଦେଶରେ ଗାଡିରେ ନାଲିବତୀ ବ୍ୟବହାର ନେଇ ଭିନ୍ନଭିନ୍ନ ଆଦେଶ ଜାରି ହୋଇଛି । ତଥାପି ନାଲିବତୀ ପ୍ରତି କିଛି ସରକାରୀ ଅଫିସରଙ୍କ ମୋହ ତୁଟିନାହିଁ । ରାୟଗଡା ଜିଲ୍ଲାରେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ୍ ଖୁଲମଖୁଲା ଗାଡିରେ ନାଲିବତୀ ବ୍ୟବହାର କରୁଥିବା ଜଣାପଡିଛି । ମାନ୍ୟବର…

ଗ୍ରହ ଶାନ୍ତି ପୂଜା କରିବା ଆଳରେ ଘରୁ ଲୁଟିନେଲେ ସୁନା, ୨ ଗିରଫ

ମାଲକାନଗିରି : ଗ୍ରହ ଶାନ୍ତି ପୂଜା କରିବା ବାହାନାରେ ଘରୁ ସୁନା ଚୋରି । ମାଲକାନଗିରି ଜିଲ୍ଲା ସଦର ମହକୁମା ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ବାହାନାରେ ସୁନା ଚୋରୀ କରିଥିବା ଦୁଇଜଣ ଚୋରଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ମାଲକାନାଗିରି ଜିଲ୍ଲା ସଦର ମହକୁମା ଜେଲ ସାହିର…

ରଜନୀକାନ୍ତ ଓ ଐଶ୍ୱର୍ଯ୍ୟା କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି

ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଓ ତାଙ୍କ ଝିଅ ଐଶ୍ୱର୍ଯ୍ୟା କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଟ୍ୱିଟ କରି ସୂଚନା ଦେଇଛନ୍ତି ଐଶୋର୍ଯ୍ୟା । କରୋନା ପଜିଟିଭ୍ ହେବା ପରେ ଆମେ ହସ୍ପିଟାଲରେ ଆଡମିଟ ହୋଇଛୁ ବୋଲି କହିଛନ୍ତି ଐଶ୍ୱର୍ଯ୍ୟା । ସମସ୍ତେ ଘରେ ରୁହନ୍ତୁ…

ବର୍ଷକ ମଧ୍ୟରେ ଲେଜର ୱାଲ ସୁରକ୍ଷା ବଳୟରେ ରହିବ ଇସ୍ରାଏଲ

ତେଲ ଅଭୀବ: ଦେଶର ସୁରକ୍ଷା ପାଇଁ ଇସ୍ରାଏଲ ଲେଜର ୱାଲ ଏବଂ ଲେଜର ବେସଡ ମିସାଇଲ ଇଂଟରସେପ୍ସସନ ସିଷ୍ଟମରେ ଜୋରଦାର କାମ ଆରମ୍ଭ କରିଛି । ବର୍ଷକ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପିଏମ ନଫଟାଲୀ କହିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଇସ୍ରାଲର ଦକ୍ଷିଣାଚଂଳରେ…

ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତି

ଭୁବନେଶ୍ୱର : ପରଲୋକରେ କେନ୍ଦ୍ର ସାହିତ୍ୟ  ଏକାଡେମି ପୁରସ୍କାର ପ୍ରାପ୍ତି କବି ପ୍ରମୋଦ କୁମାର ମହାନ୍ତି । ୮୨ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । ୨୦୦୮ ମସିହାରେ 'ଅସରନ୍ତି ଅଣସର' ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହି କବିତା ପରବର୍ତ୍ତୀ ସମୟରେ…

ମହଙ୍ଗା ପଡ଼ିଲା ଦୁର୍ନୀତି: ବରିଷ୍ଠ IAS ଅଫିସର ବିନୋଦ କୁମାର ଚାକିରିରୁ ବିଦା

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଚାକିରିରୁ ବରଖାସ୍ତ । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛ । ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ…