Latest Odisha News

BREAKING NEWS

କେସ ହାରିଲେ ଟେନିସ ଷ୍ଟାର ଜୋକୋଭିଚ: ଭିଜା ବାତିଲ, ଅଷ୍ଟ୍ରେଲିଆନ ଓପନରୁ ଓହରିଲେ

ମେଲବୋର୍ଣ୍ଣ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ଭିଜା ବାତିଲ ମାମଲାରେ କରିଥିବା ମୋକଦ୍ଦମା ହାରି ଯାଇଛନ୍ତି । ଅଷ୍ଟ୍ରେଲିଆନ ଓପନରୁ ଓହରିବା ସହ ଫେଡରାଲ କୋର୍ଟ ଜୋକୋଭିଚଙ୍କ ଉପରେ ୩ ବର୍ଷ ଅଷ୍ଟ୍ରେଲିଆ ପ୍ରବେଶ ଉପରେ କଟକଣା ଲଗାଇଛି । କରୋନା କଟକଣାକୁ ଉଲ୍ଲଂଘନ କରିବା…

‘ଆପ୍‌’କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌) ହେଉଛି ୧୯୪୭ ପରଠାରୁ ଦେଶର ସବୁଠାରୁ ସଚ୍ଚୋଟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳକୁ "ଅନେଷ୍ଟି ସାର୍ଟିଫିକେଟ୍‌" ପ୍ରଦାନ କରିଛନ୍ତି। କେଜ୍ରିୱାଲ ଗୋଆରେ…

ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ

ନୂଆପଡ଼ା: ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜିପି ସୁନୀଲ ବଂଶଲ । ଦିନ ୧୦ଟାରେ ନୂଆପଡ଼ାରେ ପହଞ୍ଚି ପ୍ରଥମେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସର ଭୂମିକା ସ୍ୱତନ୍ତ୍ର ରହିବ ବୋଲି ଡ଼ିଜିପି…

ରାଜସ୍ଥାନର ଏହି ଗ୍ରାମରେ ଦୁଇ ମହଲା ଘର ମନା

ଜୟପୁର: ରାଜସ୍ଥାନରେ ଏ ଭଳି ଏକ ଗ୍ରାମ ଏବେ ବି ଅଛି ଯେଉଁଠାରେ ଦୁଇ ମହଲା ଘର କରିବା ମନା । ଏଠାରେ ଯିଏ ବି ଦୁଇ ମହଲା ଘର କରିବାକୁ ଚେଷ୍ଟା କରିଛି ଅସୁବିଧାର ସମ୍ମୁଖୀନ ହୋଇଛିି । ଚୁରୁ ଜିଲ୍ଲାର ଉଡସର ଗ୍ରାମରେ ୭୦୦ ବର୍ଷ ତଳୁ ଆଉ ଦୁଇ ମହଲା ଘର ହେଉନି । ଆସନ୍ତୁ ଜାଣିବା କଣ ପାଇଁ ସେମାନେ…

ଟୋଙ୍ଗା ପରେ ଜାପାନରେ ସୁନାମୀ ଭୟ

ଟୋକିଓ: ପ୍ରଶାନ୍ତ ମହାସାଗରର ଟୋଙ୍ଗାରେ ସୃଷ୍ଟି ହୋଇଥିବା ଭୂମିକମ୍ପ ସୁନାମୀ ପରି ମହା ପ୍ରଳୟକୁ ଡାକି ଆଣିଛି । ଏହି ବିସ୍ଫୋଟ ପରେ ଜାପାନରେ ଜଳ ପ୍ରଳୟର ବିପଦ ଦେଖା ଦେଇଛି । ଶନିବାର ରାତିରେ ଜାପାନର ଅମାମି ଓଶିମା କୂଳରେ ୪ ଫୁଟରୁ ଉଚ୍ଚ ଲହରୀ ମାଡ ହେଉଛି । ହୋକାକାଇଦୋ, କୋଚ୍ଚି ଓ…

ରାଜ୍ୟରେ ଟିକାକରଣକୁ ପୁରିଲା ଏକ ବର୍ଷ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ଆଜି ବର୍ଷେ ପୁରିଲା । ଓଡ଼ିଶାରେ ଟିକାକରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏନେଇ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏଯାଏଁ ୫ କୋଟି ୩୯ ଲକ୍ଷ ୯୧ ହଜାର ୬୪୨ଡ଼ୋଜ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡ଼ୋଜ୍ ୯୨.୪…

ଏବେ ବି ଆଇସିୟୁରେ ଲତା ମଙ୍ଗେଶକର

ମୁମ୍ବାଇ: ଜାନୁଆରୀ ୮ରେ, ବଲିଉଡ୍‌ର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିଲେ।ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବି ଆଇସିୟୁରେ ଅଛନ୍ତି ବୋଲି ତାଙ୍କ…

ବିଜେପିରେ ଯୋଗ ଦେବେ ମୁଲାୟମ ସିଂ ଯାଦବଙ୍କ ବୋହୂ!

ନୂଆଦିଲ୍ଲୀ: ସୂତ୍ରରୁ ପ୍ରକାଶ ଯେ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇପାରନ୍ତି। ଅପର୍ଣ୍ଣା ଯାଦବ ମୁଲାୟମ ସିଂଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ପତ୍ନୀ। ସୂତ୍ରରୁ ପ୍ରକାଶ ଯେ କିଛି ସମୟ ଧରି ବିଜେପି ଏବଂ ଅପର୍ଣ୍ଣା ଯାଦବଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ । ଜଣଙ୍କ ଗୁହାଳରେ ପଶି ଗୋଟିଏ ଗାଈକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଭୟବୀତ ଅବସ୍ଥାରେ ରହିଛନ୍ତି ଲୋକେ । ସୂଚନା ଅନୁସାରେ, ରବିବାର ସକାଳୁ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲକୁ ଚରାଇବାକୁ…

ପାରାଙ୍କ ଗାଁ; ଏଠାରେ ୫୦୦ରୁ ଅଧିକ ରହିଛି ପାରା ଘର

ନୂଆଦିଲ୍ଲୀ: ସେ ମଣିଷ ହେଉ ଅବା ପଶୁପକ୍ଷୀ ସମସ୍ତଙ୍କୁ ମୁଣ୍ଡ ଗୁଞ୍ଜିବା ଲାଗି ବାସଟିଏର ଆବଶ୍ୟକତା ରହିଛି।  କିନ୍ତୁ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯାହାକୁ ପାରାମାନଙ୍କ ଗାଁ ବୋଲି କୁହାଯାଏ। ମାଙ୍ଗଳି ନଦୀ କୂଳରେ ଅବସ୍ଥିତ ଏହି ଗାଁକୁ ପକ୍ଷୀପ୍ରେମୀଙ୍କ ଗାଁ ମଧ୍ୟ…