Latest Odisha News

BREAKING NEWS

ଭାଷା ଭାଗବତ : ମୂଳାକ୍ଷର, ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨ ମୂଳାକ୍ଷର : କ ଖ ଗ ଘ ଯୁକ୍ତାକ୍ଷର : ଙ୍କ ଙ୍ଖ ଙ୍ଗ ଙ୍ଘ ପଙ୍କଜ ସଂଖ୍ୟକ ସଙ୍ଗୀତ ସଂଘର୍ଷ ମୂଳାକ୍ଷରରୁ ଯୁକ୍ତାକ୍ଷର ବେଶି ହେବାରୁ ବ୍ୟବହାର । ଆମର ଲିପିର ପ୍ରସାର ଅଟକି ରହି ଏବେ ସ୍ଥିର।…

ଧାରାବାହିକ ଉପନ୍ୟାସ : ଦେବୀ (୪୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୫ ସେ ରାତି କଥା କେବେ ଭୁଲିପାରିବନି ଦେବୀ। ଜୀବନରେ ପ୍ରଥମ କରି ଏକ ମଧୁର ମୁହୂର୍ତ୍ତ ଅନୁଭବ ହେଲା। ସେ ଅନୁଭବର ଆଦ୍ୟ ନାହିଁ ପ୍ରାନ୍ତ ନାହିଁ। ନାହିଁ ହରେଇ ଦେବାର ଭୟ କି ପାଇବାର ସୁଖ। ତା' କୋମଳ ମନର ପ୍ରତିଟି କୋଠରୀ ଭରିଗଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବବ୍ୟାପକତା ଯୋଗୁ ଆମେ ତାଙ୍କୁ ବିଷ୍ଣୁ ସ୍ୱରୂପ ଜ୍ଞାନ କରି, ବୈଷ୍ଣବ ତନ୍ତ୍ର ଓ କର୍ମକାଣ୍ଡ ଅନୁସାରେ ପୂଜା କରୁଛୁ। ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ…

‘ବଚ୍ଚନ ପାଣ୍ଡେ’ ଶୁଟିଂ ସେଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଖିଲାଡି ଷ୍ଟାର

ମୁମ୍ବାଇ: ‘ବଚ୍ଚନ ପାଣ୍ଡେ’ର ଶୁଟିଂ ସେଟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କ୍ରିତି ସାନନ୍ । ଘଟଣାସ୍ଥଳରେ ଅଗ୍ନିକୁ ଆୟତ୍ତ କରାଯାଇଛି । ବଚ୍ଚନ ପାଣ୍ଡେ ଫିଲ୍ମର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିଛି ପ୍ୟାଚ୍ କାମ ବାକି ଅଛି । ବାକି…

ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସାଜିଲେ ମଣିପୁର ଏଏସ୍‌ପି

ଭୁବନେଶ୍ୱର: ଭାରତୀୟ ମହିଳା ଭାରୋତ୍ତଳନକାରୀ ସାଇଖୋମ୍ ମୀରାବାଇ ଚାନୁ । ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ପଦକ ହାସଲ କରି ସେ ଇତିହାସ ରଚିଥିଲେ । ନିକଟରେ ଏହି ଅଲିମ୍ପିଆନ୍‌ଙ୍କୁ ମଣିପୁର ସରକାର ଉପହାର ସ୍ୱରୂପ ପୋଲିସ ବିଭାଗରେ ଉଚ୍ଚପଦସ୍ତ ପାହ୍ୟା ପ୍ରଦାନ…

୧୭ରୁ ବନ୍ଦ ହେବ ଏମ୍ସ ଓପିଡି

ଭୁବନେଶ୍ୱର: କରୋନାରେ ରୋଗୀ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର କିଛି ହସ୍ପିଟାଲରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇ ହସ୍ପିଟାଲରେ ଥିବା ଓପିଡିକୁ ବ୍ୟବହାର କରାଯାଉଛି । ହେଲେ ରୋଗୀ ସେବା ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ରୁ ଭୁବନେଶ୍ୱର ଏମ୍ସର ଓପିଡି…

କଳିଯୁଗର ଶ୍ରବଣ କୁମାର ସାଜିଲେ ତାବି

ବ୍ରାଜିଲ୍: ପିତା-ମାତାଙ୍କ କର୍ତ୍ତବ୍ୟ କରିବା ପାଇଁ ସାଧାରଣ ଯୁବକମାନେ କୁଣ୍ଠାବୋଧ ପ୍ରକାଶ କରିଥାନ୍ତି । ଏହି କାରଣରୁ ବିଶ୍ୱରେ ଜରା ନିବାସ ସଂଖ୍ୟା ବଢିବାରେ ଲାଗିଛି । ହେଲେ ବ୍ରାଜିଲରୁ ଏକ ଚକିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ…

ଗୁଗଲ କ୍ରୋମ ବ୍ରାଉଜର ଅପଡେଟ କଲେ ବଢ଼ୁଛି ୟୁଜର୍ସଙ୍କ ସମସ୍ୟା

ଭୁବନେଶ୍ୱର:ଗୁଗଲର କ୍ରୋମ ବ୍ରାଉଜର ଅପଡେଟ କଲେ ୟୁଜର୍ସଙ୍କ ସମସ୍ୟା ବଢ଼ିବା ସହିତ ଡାଟା ସୁରକ୍ଷିତ ରହୁ ନ ଥିବା ଅଭିଯୋଗ ଆସିଛି । ଏହାକୁ ଅପଡେଟ କରିବା ମାତ୍ରେ ରାନସମୱେର ସିଷ୍ଟମରେ ପ୍ରବେଶ କରୁଛି । ଫଳରେ ୟୁଜର୍ସଙ୍କ ଡାଟା କ୍ଷତିଗ୍ରସ୍ତ ହେଉଛି । ଏହାକୁ ଅପଡେଟ ନ କରିବା ପାଇଁ ପରାମର୍ଶ…

ପୁଣି ରକ୍ତ ରଞ୍ଜିତ ହେଲା ଭୁବନେଶ୍ବର, କେକ୍ ଖାଇବାକୁ ନେଇ ଯୁବକଙ୍କୁ ହତ୍ୟା

ଭୁବନେଶ୍ବର : ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ କରି ହତ୍ୟା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଗୁରୁତର ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ଗଜପତି…

୪ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଜି ଆଇଏଏସ ସ୍ତରରେ ପଦନ୍ନତି ହୋଇଛି । ୪ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ପଦନ୍ନତି କରାଯାଇଛି । ଏହି ୪ଜଣ ୧୯୯୧ ବ୍ୟାଚର ଆଇଏଏସ ଅଟନ୍ତି । ୪ ଜଣଙ୍କ ମଧ୍ୟରେ ରହିଛନ୍ତି ଆଇଏଏସ ଅନୁଗର୍ଗ, ମଧୁସୂଦନ ପାଢୀ,…