Latest Odisha News

BREAKING NEWS

ରାଜ୍ୟରେ ତିନି ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ତିନି ଶହ ତଳକୁ ଖସିଛି ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ । ୧୮ ବର୍ଷ ଭିତରେ ଆଉ ୮୬ ପଜିଟିଭ୍…

ଦେଶକୁ ଫେରୁଛନ୍ତି ୟୁକ୍ରେନ ଫସି ରହିଥିବା ଭାରତୀୟ

ଦିଲ୍ଲୀ: ଦେଶକୁ ଫେରୁଛନ୍ତି ୟୁକ୍ରେନ ଫସି ରହିଥିବା ଭାରତୀୟ । ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି । ୟୁକ୍ରେନ ଛାଡି ରୋମାନିଆ ସୀମା ଅଭିମୁଖେ ପ୍ରଥମ ବ୍ୟାଚରେ ୩୦ଜଣ ଛାତ୍ରଛାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ…

UNSCରେ ୟୁକ୍ରେନ୍ ହମଲା ନେଇ ନିନ୍ଦା ପ୍ରସ୍ତାବ, ଭୋଟିଂରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ୍ ସଂକଳ୍ପ । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବିରୋଧରେ ପ୍ରସ୍ତାବ ଆଗତ ହୋଇଛି । ଏହାର ସମର୍ଥନରେ ୧୫ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୧ ସଦସ୍ୟ ରାଷ୍ଟ୍ର ଭୋଟ୍ ଦେଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ୍ ଭଳି…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ଆଜି ୩୧୫ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ବ୍ଲକ ହେଡକ୍ୱାର୍ଟର୍ସରେ ଗଣତି ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ଷ୍ଟ୍ରଙ୍ଗ ରୁମର ସିଲ୍ ଖୋଲାଯିବା ପରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ଭୋଟ୍ ଗଣନା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୧  ବୈଭବ ମୁହଁରେ ଦୁଷ୍ଟାମୀର ହସ । ନିଜେ ଉଠି ଗଲେ କାଉଚ୍ ପାଖକୁ । ତା’ ଜଙ୍ଘ ଉପରୁ ଲାପ୍‌ଟପ୍ ଟା ଉଠେଇ ଆଣି ବେଡ ଉପରେ ରଖିଦେଲେ । ବାସ୍ କାମ ବହୁତ ହେଲା । ଇଟସ୍ ଟାଇମ୍ ଫର୍ ସେଲିବ୍ରେସନ୍ । ଓଫ୍‌.. ସତରେ…

ଭାଷା ଭାଗବତ : ସଂଧି ପ୍ରସଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୮  ବର୍ଣ ସହିତ ବର୍ଣ ଯୋଡ଼ି ସଂଧିଜ ବର୍ଣ ହୁଏ ଗଢ଼ି ମାତ୍ରାକ୍ଷର ଓ ଫଳାକ୍ଷର ଭାଷାରେ ଅଛି ଭରପୂର ବର୍ଣସଂଧି ଓ ଶବ୍ଦସଂଧି ହେତୁ ଅକ୍ଷର ହୁଏ ବାଂଧି ନୁହେ ତା ବାଧ୍ୟତାମୂଳକ ବୁଝଂତୁ ପାଠକ ଲେଖକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ. ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତାରେ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଅବହେଳିତ ବର୍ଗର ଲୋକଙ୍କ…

ଜୀବନ ବଞ୍ଚାଇବା ପାଇଁ ୮ କିମି ଚାଲିଲେ ୪୦ ଜଣ ଭାରତୀୟ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ୪୦ ଜଣ ଭାରତୀୟ ଡାକ୍ତରୀ ଛାତ୍ର ପାଦରେ ଚାଲିଚାଲି ୟୁକ୍ରେନ-ପୋଲାଣ୍ଡ ସୀମାରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ, ଏହି ଛାତ୍ରମାନଙ୍କୁ ସୀମାଠାରୁ ପ୍ରାୟ ୮ କିମି ଦୂରରେ କଲେଜ ବସ୍ ଛାଡ଼ି ଦେଇଥିଲା । ଫଳରେ…

ରୁଷିଆ ହାତ ଛାଡୁଛନ୍ତି ଖେଳ ଦୁନିଆ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବା ନେଇ ରୁଷ ଧିରେ ଧିରେ ଅଲଗା ପଡି ଯାଉଛି । ବିଭିନ୍ନ ଆର୍ଥୀକ ପ୍ରତିବନ୍ଧ ମଧ୍ୟରେ ଖେଳ ଦୁନିଆ ଏବେ ରୁଷ ହାତ ଛାଡୁଛନ୍ତି । ସବୁଠାରୁ ବଡ କ୍ଲବ ଫୁଟବଲ ଟୁର୍ଣ୍ଣାମେଂଟ ଚାମ୍ପିୟନ୍ସ ଲିଗ ଫାଇନାଲର ଆୟୋଜନ ଅଧିକାର ରୁଷଠାରୁ ଛଡାଇ ନିଆଯାଇଛି । ସେହିପରି…