Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟକାଳ ଯାଏଁ ଖୋଲିବ ନାହିଁ ମାର୍କେଟ ବିଲ୍ଡିଂ: ବ୍ୟବସାୟୀ ସଂଘ

ଭୁବନେଶ୍ୱର: ଏବେ ଖୋଲିବନି ମାର୍କେଟ ବିଲ୍ଡିଂ । ବୈଠକରୁ ବାହାରିଲା ନାହିଁ ସମାଧାନର ବାଟ । ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛି ବ୍ୟବସାୟୀ ସଂଘ । ଗତକାଲି ବସିଥିଲା ବୈଠକ । ଏହାପରେ ବିଏମସି ପକ୍ଷରୁ ମାର୍କେଟ ବିଲ୍ଡିଂ ଉପରେ ଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଦିଆଯାଇଥିଲା ।…

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର : 'ଉଡ୍ର' ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ଗୁଡିକୁ ଆଜି ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର ୱାର୍ଡରେ ଅବସ୍ଥିତ ମୟୁର କ୍ଲବ୍ ଷ୍ଟେସନ୍ ବଜାର ପାଖ…

[ଭିଡ଼ିଓ] ସୁନାର ବୌଦ୍ଧ ମନ୍ଦିର: ମୁକୁଟରେ ଲାଗିଛି ୫ ହଜାର ହୀରା

ମିଆଁମାର: ଦେଖିଲେ ଆଖି ଝଲସି ଯାଏ । ସୁନାରେ ଆଚ୍ଛାଦିତ ହୋଇଛି ମନ୍ଦିର ଆଉ ମନ୍ଦିର ଭିତରେ ବି ସୁନ୍ଦର ସୁନ୍ଦର ଆକର୍ଷଣୀୟ ଗୋଲଡେନ୍ ମୂର୍ତ୍ତି ।ମିଆଁମାର ଏକ ବୌଦ୍ଧ ଧର୍ମାବଲମ୍ବୀ ଦେଶ । ଏଠାକାର ପାଖାପାଖି ୯୦ ପ୍ରତିଶତ ଜନତା ବୌଦ୍ଧ ଧର୍ମାବଲମ୍ବୀ । ଏମାନେ ବର୍ଷ ବର୍ଷ ଧରି ବୌଦ୍ଧ ଧର୍ମ…

ଜେଏସଡବ୍ଲ୍ୟୁ ବିରୋଧୀଙ୍କ ଆନ୍ଦୋଳନର ସ୍ବର ନରମିଲା

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି। ଗୋଟିଏ ପଟେ ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର, ପାଟଣା, ମାହାଳ ଓ ପରେ ଢ଼ିଙ୍କିଆ ଗାଁରେ ପାନବରଜ ମାପଚୁପ…

୭ ବର୍ଷର ଛୋଟ ପିଲାର ଉପସ୍ଥିତ ବୁଦ୍ଧି ମାଆଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଲା

ସୁରଟ: ସୁରଟରେ ୭ ବର୍ଷୀୟ ଛୋଟ ପିଲା ରାହୁଲ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ମାଆର ମଞ୍ଜୁ ପାଣ୍ଡେଙ୍କ ଜୀବନ ବଂଚାଇ ପାରିଛି । ଘରେ ଥିବା ବେଳେ ହଠାତ ମାଆଙ୍କୁ ହାର୍ଟ ଆଟାକ ଆସିଥିଲା । ସେ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏଥିରେ ବ୍ୟସ୍ତ ବିବ୍ରତ ନ ହୋଇ ରାହୁଲ ୧୦୮ ନମ୍ବର କଲ କରି ଆମ୍ବୁଲାନ୍ସ…

ସୋ’ରୁମରୁ ୩୫ହଜାର ଟଙ୍କିଆ ଶାଢୀ ଚୋରି କରି ସହକାରୀ ରାଜସ୍ୱ ନିରୀକ୍ଷକ ଗିରଫ

ସମ୍ବଲପୁର : ପାଟଶାଢୀ ଚୋରି କରିବା ପଡିଲ ମହଙ୍ଗା । ସୋ ରୁମରୁ ୩୫ ହଜାର ଟଙ୍କା ମୂଲ୍ୟର ଶାଢୀ ଚୋରି କରି ଗିରଫ ହେଲେ ସହକାରୀ ରାଜସ୍ୱ ନିରୀକ୍ଷକ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ସହକାରୀ ରାଜସ୍ୱ ନିରୀକ୍ଷକ ଏରଆଇ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ…

ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କର ହେବ ଆର୍‌ଟିପିସିଆର୍‌ ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା । ଖାସକରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବଢ଼ିଲାଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ବେଳେ, ଏବେ ଭୁବନେଶ୍ବର ବିମାନବନ୍ଦର ପାଇଁ ନୂଆ ଗାଇଡ୍‌ଲାଇନ୍…

[ଭିଡିଓ] ମୁର୍ଖାମୀ ନା ଧର୍ମାନ୍ଧତା, QR କୋଡ୍ ପାଇଁ ଖୋଲା ଧମକ

ଭୁବନେଶ୍ୱର: ପାକିସ୍ତାନ କରାଚି ସହରର ଗୋଟିଏ ଭିଡିଓ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ପେପ୍‌ସି କମ୍ପାନୀର ଏକ ମୃଦୁ ପାନୀୟ ବୋତଲରେ ଥିବା କ୍ୟୁଆର୍ କୋଡ ପାଇଁ ମଝି ରାସ୍ତାରେ ହଙ୍ଗାମା । ଏପରିକି ପେପ୍‌ସି କମ୍ପାନୀର ଗାଡି ଜାଳିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା । ତେବେ ଏହା ପଛର…

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (PFMS)ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ଭିତରେ ଓଡିଶା

ଭୁବନେଶ୍ୱର : ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ 'PFMS'ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡିଶା ରହିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ଅର୍ଥ ପରିଚାଳନା କିଭଳି ହେଉଛି ତାକୁ ନେଇ ପିଏଫଏମଏସ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଯାଇଛି । ଏନେଇ…

କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନକିଲର

ନୂଆଦିଲ୍ଲୀ : କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନ୍ କିଲର । ଏଭଳି ପରାମର୍ଶ ଦେଇଛି ଭାରତ ବାୟୋଟେକ । ୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ବର୍ତ୍ତମାନ କୋଭାକ୍ସିନ ଦିଆଯାଉଛି । ହେଲେ ଅନେକ ଟିକାଦାନ କେନ୍ଦ୍ର ପକ୍ଷରୁ ପାରାସିଟାମଲ ୫୦୦ ମିଲିଗ୍ରାମ ଟାବଲେଟ…