Latest Odisha News

BREAKING NEWS

କେତେ ସୁରକ୍ଷିତ ‘ମୋ ବସ୍’ ଯାତ୍ରା?

ଭୁବନେଶ୍ୱର: ‘ମୋ ବସ’ରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗା ଯାଇଛି । ଯେମିତି ଯାତ୍ରୀ କୌଣସି ଅସୁବିଧା, ଲୁଟ୍, ଅପରାଧ, ଅସଦାଚରଣର ଶିକାର ନହୁଅନ୍ତି, ତା ଉପରେ ଧ୍ୟାନ ଦିଆଯାଇଛି । ହେଲେ ସରକାରଙ୍କ ତତ୍ୱାବଧାନରେ ଚାଲୁଥିବା ‘ମୋ ବସ୍’ ଗୁଡ଼ିକରେ ଯାତ୍ରୀମାନେ ଏବେ…

ଖରାପ ପାଗ ଯୋଗୁ ହୋଇଥିଲା ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବାର ଏକ ମାସ ପରେ ଏହା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ…

ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ୩୭କୁ ବଢ଼ିଲା ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଏନେଇ ଆଇଏଲ୍‌ଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ଏହି ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ…

ଜାନୁଆରୀ ୮ତାରିଖ ପରେ ମାଟ୍ରିକ ପିଲାମାନେ ନେବେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୮ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀ ନେବେ କରୋନା ଟିକା । ଆସନ୍ତା ୫ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ୮ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି…

କବିତା : ନୂଆବର୍ଷ

ଦେବାଶିଷ ସାମନ୍ତରାୟ  ଏ ବର୍ଷ ବି ସରିଯିବ ବିଗତ ବର୍ଷମାନଙ୍କ ପରି ଭୋଗରେ, ଯୋଗରେ, ମାନରେ , ଅଭିମାନରେ, ଆସକ୍ତିରେ, ବିରକ୍ତିରେ। ଦିନ ଓ ସପ୍ତାହ ହୋଇ ପରସ୍ତ ପରସ୍ତ ବର୍ଷଟିଏ ଯିବ ସରି ସାବୁନ ସରିବା ପରି। ଋତୁଚକ୍ର ଅବା ଜଳଚକ୍ର ପରି ସବୁ ସରିବା ତ ଆରମ୍ଭ କେବଳ ।…

ବହି ସହ ବନ୍ଧୁତା ହିଁ ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ପ୍ରଥମ ମୂର୍ଚ୍ଛନା : ସୁଷମା ମିଶ୍ର

ସାହିତ୍ୟ ସହିତ ଜୀବନ ଏବଂ ଜୀବନ ସହିତ ସାହିତ୍ୟ ଏକାକାର ବୋଲି ମାନି ନେଇଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଷମା ମିଶ୍ର । ତାଙ୍କ ସର୍ଜନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ତଥା ସାମାଜିକ ଜୀବନର…

୧୭ ଡାକ୍ତର କରୋନା ପଜିଟିଭ; ପାଟନା

ପାଟନା: ପାଟନାରେ ଥିବା ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୧୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହୋଇଥିବା ସମସ୍ତ ଡାକ୍ତର ଡିସେମ୍ବର ୨୮ ରେ ପାଟନାରେ ଅନୁଷ୍ଠିତ ଭାରତୀୟ ମେଡିକାଲ୍ ଆସୋସିଏସନର ବାର୍ଷିକ ବୈଠକରେ ଯୋଗ ଦେଇଥିଲେ। NMCH ଅଧିକାରୀମାନେ…

[ଭିଡ଼ିଓ]ମାନବିକତା ଦେଖାଇଲେ ରବିନ୍ଦ୍ର, ଫେରାଇଲେ ବସଷ୍ଟାଣ୍ଡରୁ ମିଳିଥିବା ଲ୍ୟାପଟପ ବ୍ୟାଗ୍

ସୋନପୁର: ମାନବିକତାର ପରିଚୟ ଦେଲେ କୁଲି । ଛାତ୍ରଙ୍କୁ ଫେରାଇଲେ ତାଙ୍କ ମୂଲ୍ୟବାନ ଜିନିଷ । ସୋନପୁରର ରବିନ୍ଦ୍ର କୁମ୍ଭାର ଏହିଭଳି ମାନବିକତା ଦେଖାଇ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ବସଷ୍ଟାଣ୍ଡରେ କୁଲି କାମ କରୁଥିବାବେଳେ ରବିନ୍ଦ୍ର ଏକ ବ୍ୟାଗଟି ପାଇଥିଲେ । ଭୁଲବଶତଃ କେହି…

[ଭିଡ଼ିଓ] ଦିନକୁ ଦିନ ବଢୁୁଛି ଲୁଟେରାଙ୍କ ରାଜ୍, ଟେର୍ ପାଉନି ପୁଲିସ

ଗୁଣପୁର: ଦିନକୁ ଦିନ ବଢୁଛି ଚୋରି ରାହାଜାନୀ । ଗୁଣପୁରରେ ଦୁଇ ମାସ ମଧ୍ୟରେ ଦୁଇ ଦୁଇଥର ଡକାୟତି ହୋଇସାରିଥିବା ବେଳେ ଟେର ପାଉନି ପୁଲିସ୍ । ସେହିଭଳି ଶନିବାର ସହରର ମୁଖ୍ୟ ରାସ୍ତା କଡରେ ଥିବା ଏକ ମୋବାଇଲ ଦୋକାନରୁ ଫିଲ୍ମ ଷ୍ଟାଇଲରେ ହୋଇଥିଲା ଲୁଟ୍ । ଦୋକାନ ସଟର ଭାଙ୍ଗିବା ସହିତ ୪…

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଦୈନିକ ସଂକ୍ରମଣ ପୁଣି ଉପରମୁହାଁ

ଭୁବନେଶ୍ୱର: ରାଜ୍ୟରେ ଅଚାନକ ବଢ଼ିଛି କରୋନା କେସ୍ । ଗତକାଲି ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ଚାରି ଶହ ପାର କରିଛି । ଦୈନିକ ସଂକ୍ରମଣରେ ପୁଣି ଥରେ ଟେନସନ୍ ହୋଇଛି ଖୋର୍ଦ୍ଧା ଓ କଟକ ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୧୭୭…