Latest Odisha News

BREAKING NEWS

ତପସ୍ୱିନୀଙ୍କ ନୂଆ ଭିଡିଓ: ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସିଏ ବରବାଦ କରିବାକୁ ଚାହୁଁଛନ୍ତି

ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦର କେବେ ହେବ ଅନ୍ତ ? ନ୍ୟାୟ ଲଢ଼େଇରେ କେବେ ସରିବ ତପସ୍ୱିନୀଙ୍କ ତପସ୍ୟା ? ଶାଶୁ ଘର ବାରଣ୍ଡାରେ ଧାରଣା ଜାରି ରହିଥିବା ବେଳେ ସାମନାକୁ ଆସିଛି ତପସ୍ୱିନୀଙ୍କ ନୂଆ ଭିଡିଓ । ଯେଉଁଥିରେ କାନ୍ଦି କାନ୍ଦି ଭଲ ପାଇବା ଓ…

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଝିଅ

ସୁନ୍ଦରଗଡ଼: ମହିଳାଙ୍କୁ କଚାଡ଼ି ମାରିଲା ହାତୀ । ଏହିପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ରେଞ୍ଜ ସାନଦଲକି ଗାଁରେ । ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ଝିଅ । ସୂଚନା ଅନୁସାରେ, ଗାଁରେ ଏକ ଦନ୍ତା ହାତୀ…

ଦେଶରେ ଆହୁରି ବଢିବ ଓମିକ୍ରନ୍‌ ମାମଲା!

ନୂଆଦିଲ୍ଲୀ: ଦେଶରେ ବଢିବ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା। କୋଭିଡ୍ ମାମଲାରେ ବୃଦ୍ଧି ଘଟିବ ଏବଂ ଉଚ୍ଚ ପଜିଟିଭିଟି ହାର ମଧ୍ୟ ଦେଖାଯିବ। ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହେଉଥିବା ଲୋକଙ୍କଠାରେ ଏହି ସଂକ୍ରମଣ ସାମାନ୍ୟ ହେବ ବୋଲି ପ୍ରଥମେ ଏହି ପ୍ରକାର ଚିହ୍ନଟ କରିଥିବା ଡା. ଆଞ୍ଜେଲିକ୍ କୋଏଟଜୀ…

ଆଜି ରାଜ୍ୟରୁ ୧୧୨ କରୋନା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା କାୟା । ଶହେ ମୁହାଁ ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୨ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫ଟି । ୧୮ ବର୍ଷ ଭିତରେ ଆଉ ୧୭ ଜଣ ପଜିଟିଭ୍ ବାହାରିଛନ୍ତି ।…

ରାସ୍ତାକଡ଼ରେ ଓଲଟିଲା ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ପାରାଦୀପ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା ବସ୍ । ପାରାଦୀପ-କଟକ ରାସ୍ତାର ହସିଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ସ୍ନେହ ସାଗର ନାମକ ବସ୍ । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ଓ ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି । ବସରେ ୬ ଜଣ ଯାତ୍ରୀ ଥିଲେ ।…

ଓମିକ୍ରନ୍‌ ଭୟ; ପୁଣି ରାଜଧାନୀରେ ଫେରିପାରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍‌ ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାସହିତ ଦେଶରେ ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲଗାଗଲାଣି। ଏହାସହିତ ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରତିବନ୍ଧକ ଲଗାଯିବା ନେଇ ସରକାର ବିଚାର କରୁଥିବା ଜଣାପଡ଼ିଛି।…

କମୁଛି ଶୀତ ଲହରୀ, କାଲିଠୁ ବଦଳିବ ପାଗ

ଭୁବନେଶ୍ୱର: ଶୀତରୁ ସାମାନ୍ୟ ଆଶ୍ୱସ୍ତି । କମୁଛି ଶୀତ ଲହରୀ । ଉପରମୁହାଁ ରହିଛି ପାରଦ । ରାଜ୍ୟରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିଛି । ଯାହାଫଳରେ କିଛି ଶୀତ କମିଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର…

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ, ୨୯ ବର୍ଷ ଇତିହାସ ବଦଳାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ୍: ଆଜିଠୁ ଭାରତ-ଦକ୍ଷଣ ଆଫ୍ରିକା ଟେଷ୍ଟ ସିରିଜ୍। ବକ୍ସିଂ ଡେରେ କଡ଼ା ମୁକାବିଲା ହେବ । ସେଞ୍ଚୁରିଅନର ସୁପରସ୍ପୋଟ୍ସ ପାର୍କଠାରେ ଖେଳାଯିବ ପ୍ରଥମ ଟେଷ୍ଟ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଟେଷ୍ଟରେ ମାତ୍ ଦେଇଥିବା ଟିମ୍ ଇଣ୍ଡିଆର ଲକ୍ଷ୍ୟ ଏବେ ମିଶନ ସାଉଥ୍ ଆଫ୍ରିକା । ବିଜୟରୁ…

ଆଜି ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜେଡ଼ିର ପ୍ରତିଷ୍ଠା ଦିବସ । ୨୪ବର୍ଷ ପୂରଣ କରି ୨୫ବର୍ଷରେ ପାଦ ଥାପିବାକୁ ଯାଉଛି । ବିଜେଡ଼ି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ଏହାସହ ବ୍ଲକ ଓ…

ଖୋର୍ଦ୍ଧାରେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଖୋର୍ଦ୍ଧା: ହାତୀ ପଲ ରେଳ ଲାଇନ୍ ପାର ହେବା ବେଳେ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣାରେ ଗୋଟିଏ ଦନ୍ତା ହାତୀର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଭୁଷଣ୍ଡପୁର ରେଲଓ୍ୱେ ଷ୍ଟେସନ ନିକଟରେ ଗତକାଲି ରାତିରେ ହାତୀଙ୍କୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍…