Latest Odisha News

BREAKING NEWS

ଓମିକ୍ରନ୍‌ ଆତଙ୍କ; ପୁଣି ଲକ୍‌ଡାଉନ୍‌ ହେବ ରାଜଧାନୀ!

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଓମିକ୍ରନ କରୋନା ଭୂତାଣୁ ଭାରତ ସମେତ ସମଗ୍ର ବିଶ୍ୱରେ ଏବେ ଚିନ୍ତାର କାରଣ ପାଲଟିଛି। ଓମିକ୍ରନର ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତିକୁ ଘୋଷଣା କରିଛନ୍ତି। ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆତଙ୍କିତ ଅବସ୍ଥାରେ…

ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ। ଏକ ସାକ୍ଷାତକାର ସମୟରେ ‌ସେ (ବିଜେପି)ର ସଦସ୍ୟଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି। ତେବେ ଏହି ଅଭିଯୋଗକୁ…

[ଭିଡିଓ] ଆକାଶରେ ଉଡିଲା କାର ପାର୍ଟସରେ ନିର୍ମିତ ହେଲିକପ୍ଟର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ହେଲିକପ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଏହି ହେଲିକପ୍ଟର୍ କାରଖାନାରେ ନୁହେଁ ବରଂ କାର ଗ୍ୟାରେଜରେ ନିର୍ମିତ ହୋଇଛି । ଆକାଶରେ ଏହି ହେଲିକପ୍ଟର ଉଡୁଛି ସତ, ହେଲେ ଏଥିରେ ବ୍ୟବହାର ହୋଇଛି ଭଳିକିଭଳି ଯାନର ଯନ୍ତ୍ରାଂଶ । ବ୍ରାଜିଲର…

ନାବାଳିକାଙ୍କୁ ଅପହରଣ ଅଭିଯୋଗରେ କ୍ରସର କର୍ମଚାରୀ ଗିରଫ

ଭବାନୀପାଟଣା: ନାବାଳିକାକୁ ଅପହରଣ କରିବା ପଡିଲା ମହଙ୍ଗା । ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ କ୍ରସର କର୍ମଚାରୀ ଗିରଫ ହୋଇଛନ୍ତି ।  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ବିଶ୍ୱନାଥପୁର ପୋଲିସ । ଏନେଇ ବିଶ୍ୱନାଥପୁର ଥାନାରେ କେସ…

ନେଟଫ୍ଲିକ୍ସରେ ରିଲିଜ କରିବ ତାପସୀଙ୍କ ‘ଲୁପ୍ ଲପେଟା’

ମୁମ୍ବାଇ: ସୋମବାର ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ପ୍ରକାଶ କରିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଲୁପ୍ ଲପେଟା' ନେଟଫ୍ଲିକ୍ସରେ ଡିଜିଟାଲ୍ ରିଲିଜ୍ ହେବାକୁ ଯାଉଛି। 'ଲୁପ୍ ଲପେଟା' ହେଉଛି ଜର୍ମାନ ଚଳଚ୍ଚିତ୍ର 'ରନ୍ ଲୋଲା ରନ୍' ର ଅଫିସିଆଲ୍ ହିନ୍ଦୀ ରିମେକ୍। ଏଥିରେ ତାହିର ରାଜ…

ପେଟ୍ରୋଲ ଦର; ଭେନେଜୁଏଲାରେ ସବୁଠୁ ଶସ୍ତା, ହଂକଂରେ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ: ଭେନେଜୁଏଲାରେ ଦୁନିଆର ସବୁଠାରୁ ଶସ୍ତା‌ ଦରରେ ପେଟ୍ରୋଲ ବିକ୍ରି ହେଉଛି। ସବୁଠାରୁ ମହଙ୍ଗା ହେଉଛି ହଂକଂରେ। ହଂକଂରେ ଏକ ଲିଟର ପେଟ୍ରୋଲ ପିଛା ୧୯୫.୧୧ ଟଙ୍କାରେ ବିକ୍ରି ହେଉଥିବା ବେଳେ  ଭେନେଜୁଏଲାରେ ଭାରତୀୟ ଟଙ୍କାରେ ୧.୮୮ରେ ବିକ୍ରି ହେଉଛି। ଦୁନିଆରେ ଏମିତି ୫ ଟି ଦେଶ ଅଛି…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ

କଟକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ । କଟକରେ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା କଟକର ହିତାଧୀକାରୀ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ  ପ୍ରତ୍ୟେକଟି ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଟକ…

କୋଭିଡ୍‌ ଯୋଗୁ ଆହୁରି ବଢିବ ଦାରିଦ୍ର୍ୟ; ତୀବ୍ର ହେବ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ: ଦେଢ ବିଲିୟନରୁ ଅଧିକ ଲୋକଙ୍କୁ ଚରମ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଛନ୍ତି। କାରଣ ଅଧିକାଂଶ ଲୋକଙ୍କୁ ନିଜ ପକେଟରୁ ସ୍ୱାସ୍ଥ୍ୟ ସେବା ପାଇଁ ଦେୟ ଦେବାକୁ ପଡୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ପ୍ରେସ ବିବୃତ୍ତିରେ କହିଛି। ସେ କହିଛି ଯେ ଲୋକଙ୍କ ଦକ୍ଷତା ଉପରେ…

ଗାଁ ରେ ଉତ୍ପାତ କରୁଛନ୍ତି ୨୬ ଟିକିଆ ହାତୀପଲ,ଭାଙ୍ଗିଲେ ଘରଦ୍ୱାରା

କେନ୍ଦୁଝର : କେନ୍ଦୁଝରରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି ।ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ଗାଁ ରେ ଉତ୍ପାତ କରୁଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଧନ ଫସଲ ନଷ୍ଟ କରିବା ସହ ମୁଗ ବିରି ସବୁ ଖାଇଯାଉଛନ୍ତି । ଫଳରେ…

ଦୁବାଇ ଏବେ ୧୦୦ ପ୍ରତିଶତ ପେପରଲେସ୍‌; ଡିଜିଟାଲ ମୋଡରେ ହେବ ସବୁ ସରକାରୀ କାମ

ଦୁବାଇ: ଦୁବାଇ ବିଶ୍ବର ପ୍ରଥମ ଶତପ୍ରତିଶତ ପେପର୍‌ଲେସ ଦେଶ ହୋଇପାରିଛି। ଏମିରେଟ୍ସର କ୍ରାଉନ୍ ପ୍ରିନ୍ସ ଶେଖ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ ମାକତୌମ ଏ ନେଇ ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଦ୍ବାରା  (୩୫୦ ମିଲିୟନ୍ ଡଲାର୍) ସଞ୍ଚୟ ହୋଇପାରିବ ବୋଲି ସେ କହିଛନ୍ତି। ଏଣିକି ସବୁ…