Latest Odisha News

BREAKING NEWS

ଓଡ଼ିଶାର ଏହି ଜେଲରେ ୭୫ ଅନ୍ତେବାସୀ କରୋନା ପଜିଟିଭ୍

ରାୟଗଡ଼ା: ଜେଲରେ ବ୍ୟାପୁଚି କରୋନା । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ…

ସିଲିଣ୍ଡର ବିସ୍ଫୋରଣରେ ଛାତ ଭୁଶୁଡ଼ି ୭ ମୃତ ୧୪ ଆହତ

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇ ମହଲା କୋଠାର ଛାତ ଭୁଶୁଡ଼ିବା ଫଳରେ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି। ମଙ୍ଗଳବାର ରାତିରେ ୱାଜିରଗଞ୍ଜ ଅଞ୍ଚଳର ଟିକ୍ରି ଗ୍ରାମରେ ଏହି ଘଟଣା…

ଆଜି ଦେଶରୁ ୧ ଲକ୍ଷ ୩୨ ହଜାର କରୋନା ପଜିଟିଭ୍, ୧୭ଲକ୍ଷକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଖସିବାରେ ଲାଗିଛି । କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ବି ଖସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୭୮୮ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୧ହଜାର ୪୫୬ ।…

ଫ୍ରେଂଚ ଓପନ ଟେନିସ: ବିଗ ଥ୍ରୀ ଦ୍ୱିତୀୟ ରାଉଣ୍ଡରେ

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବିଗ ଥ୍ରୀ ଭାବେ ପରିଚିତ ରାଫେଲ ନାଡାଲ, ରୋଜର ଫେଡେରର ଓ ନୋଭାକ ଜୋକୋଭିଚ ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି । ସର୍ବିୟାର ଜୋକୋଭିଜ ଆମେରିକାର ଟେନି ସ୍ୟାଣ୍ଡଗ୍ରେନଙ୍କୁ ୬-୨, ୬-୪ ଓ ୬-୨ ସେଟରେ ପରାସ୍ତ କରିଥିଲେ । ସୁଇସ…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ TDCCର ଜିଲ୍ଲା ପରିଚାଳକ, କାରରୁ ୧୯ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା ବା TDCCର ଜିଲ୍ଲା ପରିଚାଳକ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଇସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଚଢ଼ାଉ ବେଳେ ଜୟପ୍ରକାଶଙ୍କ କାରରୁ…

କରୋନା ସେକେଣ୍ଡ ଓ୍ୱେଭରେ ଓଡ଼ିଶାରୁ ୨୨ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଛି । ଏହି ସମୟରେ ଅଧିକ ଡାକ୍ତର ବି ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ୫୯୪ ଡାକ୍ତରଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତକଙ୍କ ଭିତରେ ଓଡ଼ିଶାରୁ ୨୨ ଜଣ ଡାକ୍ତର ଅଛନ୍ତି । ଇଣ୍ଡିଆନ୍ ମେଡିକାଲ୍…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ରାଜ୍ୟରୁ ରେକର୍ଡ ୪୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବୋଲ ମାନୁନି କରୋନା ମୃତ୍ୟୁସଂଖ୍ୟା । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୦ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୪ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪ଟି ଜିଲ୍ଲା ଅନୁଗୋଳ, କଟକ,…

ଆଜି ଓଡ଼ିଶାରୁ ୮୩୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରେ ହଜାରେ ତଳକୁ ଖସୁନି

ଭୁବନେଶ୍ୱର: ଓଡ଼ିଶାରେ ସ୍ଥିର ରହିଛି କରୋନା ସଂକ୍ରମଣ । ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୩୯୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୭୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୬୫୮ ।…

ସ୍ତ୍ରୀର ମୃତଦେହ ଧରି ଫେରିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ସ୍ୱାମୀ ମୃତ

ବଲାଙ୍ଗିର: ସ୍ତ୍ରୀର ମୃତଦେହକୁ ଧରି ଆମ୍ବୁଲାନ୍ସରେ ଫେରିବା ବାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ୱୁଲାନ୍ସ । ଏଥିରେ ସ୍ତ୍ରୀର ମୃତଦେହ ଧରି ଗାଁକୁ ଫେରୁଥିବା ସ୍ୱାମୀର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଝୁଲେନବର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି…

ବ୍ୟଙ୍ଗ : ଜୟ କରୋନା

ଓଁ ଅଭିଜ୍ଞାନ ସାହୁ  (ସାଇଡ଼ ଇଫେକ୍ଟ- ଦ୍ଵିତୀୟ) କପାଳ ପୋଡ଼ା ଥିଲେ ଖୁସି ଖବରକୁ ନେଇ ମଣିଷ ବଡ଼ ଦୁଃଖ ପାଏ । ଗତକାଲି ଆମ ଧନ ଅନଲାଇନ ପରୀକ୍ଷାରେ ଅବିଶ୍ଵସନୀୟ ଭାବେ କ୍ଲାସ ଟପର ହୋଇଥବା ଖୁସିରେ ମାମାଙ୍କ ମିଠା ବଣ୍ଟାର ଲମ୍ବା ଲିଷ୍ଟ ଦେଖି ମୁଁ ଆତଙ୍କିତ ହେବା ସ୍ବାଭାବିକ ।…