ମାଆ କରୋନା ନେଗେଟିଭ, ସଦ୍ୟଜାତ ଶିଶୁ କୋଭିଡ ପଜିଟିଭ !
ବାରାଣାସୀ: କରୋନା ମହାମାରୀ ନେଇ ପ୍ରତ୍ୟେକ ଦିନ କିଛି କିଛି ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ବିଏଚୟୁ ସର ସୁନ୍ଦରଲାଲ ଡାକ୍ତରଖାନାରେ କରୋନା ନେଗେଟିଭ ଥିବା ସୁପ୍ରିୟା ନାମକ ମହିଳାଙ୍କ ଗର୍ଭରୁ କୋଭିଡ ପଜିଟିଭ ଥିବା ଶିଶୁ ଜନ୍ମ ଗ୍ରହଣ କରିଛି । ଏହା ଡାକ୍ତର ଏବଂ ଗବେଷକଙ୍କୁ ଚିନ୍ତାରେ…