ଦାମୀ ସହର: ସିଙ୍ଗାପୁର, ଲଣ୍ଡନ, ହଂକଂକୁ ପଛରେ ପକାଇଲା ତେଲ ଅଭିଭ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦାମୀ ତଥା ବ୍ୟୟ ବହୂଳ ସହରର ତାଲିକା ପ୍ରକାଶ ପାଇଛି । ଇସ୍ରାଏଲର ତେଲ ଅଭିଭ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଗ୍ଲୋବାଲ ସର୍ଭେ ଇକୋନୋମିକ ଇଂଟେଲିଜେନ୍ସ ୟୁନିଟ ଏହି ତାଲିକା ପ୍ରକାଶ କରିଛି । ସିଙ୍ଗାପୁର, ଲଣ୍ଡନ ଓ ହଂକଂକୁ ତେଲ ଅଭିଭ ଏଥର ପଛରେ…