ସିଜଫାୟର ନେଇ ରାଜି ହେଲେ ଇସ୍ରାଏଲ-ହମାସ, ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ
ତେଲ ଅଭିଭ: ୧୨ ଦିନ ପରେ ଇସ୍ରାଏଲ ଏବଂ ହମାସ ସିଜଫାୟାର ପାଇଁ ରାଜି ହୋଇଛନ୍ତି । ମିଳିତ ଜାତିସଂଘ ସମେତ ଅନେକ ଦେଶ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆମେରିକା ଚାପ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ସାମରିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ କହିଥିଲେ ।
ଆମ ଉପରେ…