Latest Odisha News

BREAKING NEWS

ବ୍ରହ୍ମପୁର ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଛନ୍ତି । ବ୍ରହ୍ମପୁରରେ ଥିବା ବାଳସୁଧାର ଗୃହରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ୬ଜଣ ଅନ୍ତେବାସୀ ଚମ୍ପଟ…

ବଢିବ ଶୀତର ପ୍ରକୋପ; ଥରିବ ରାଜ୍ୟ

ଭୁବନେଶ୍ୱର: ୪୮ ଘଣ୍ଟା ପରେ ଓଡିଶାର ତାପମାତ୍ରା ହ୍ରାସ ପାଇବା ସହିତ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦୁଇ ଦିନ ପରେ ରାଜ୍ୟରେ ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ…

ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ

ଭୁବନେଶ୍ୱର: ରାଜରାସ୍ତାରେ ବିଜେଡ଼ିର ଗର୍ଜନ । ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ଆରମ୍ଭ ହୋଇଯାଇଛି । ରାଜରାସ୍ତାରେ ବିଜେଡି ଯୁବ ଛାତ୍ର ଓ ମହିଳା ସଙ୍ଗଠନର ନାରା । ଦରଦାମ୍ ସବୁ ନିୟନ୍ତ୍ରଣ ନହେବା ଯାଏ ବିଜେଡିର ଆନ୍ଦୋଳନ ଜାରି ରହିବ । ଅଚ୍ଛେ ଦିନର ସ୍ୱପ୍ନ ଦେଖାଇ…

‘ଅନୁପମା’ ଆକ୍ଟର ମାଧବୀ ଗୋଗ୍‌ଟେଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ 'ଅନୁପମା'ରେ ରୁପାଲି ଗାଙ୍ଗୁଲିଙ୍କ ମାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ମାଧବୀ ଗୋଗ୍‌ଟେଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ସେ କରୋନା ଆକ୍ରାନ୍ତ ଥିଲେ। ସେ ନଭେମ୍ବର ୨୧ରେ ମୁମ୍ବାଇର ସେଭେନ ହିଲ୍ସ…

ପୋଲ ତଳୁ ଅଜଣା ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ନାଥସାହିରେ ଥିବା ପେଟ୍ରୋଲ ପମ୍ପ ନିକଟ ପୋଲ ତଳୁ ମୃତଦେହ ଉଦ୍ଧାର । ଏଯାଏଁ ମୃତବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହଟି ପୋଲ ତଳେ ଥିବା ପାଇପଲାଇନ୍ ନିକଟରେ ପଡ଼ିରହିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୁରୁଣା ବଜାର ପୋଲିସକୁ ଖବର…

ଆଜି ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ ହେବେ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ବାରା ଆଜି ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ। ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁସେନାର ଜଣେ ଅଧିକାରୀ। ଭାରତ-ପାକିସ୍ଥାନ ସୀମାରେ ଥିବା ୱାଗା ସୀମାରେ ଭାରତୀୟ ସମୟ ମାର୍ଚ୍ଚ ୧,…

ପଞ୍ଜାବର ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ

ପଠାନକୋଟ: ସୋମବାର ସକାଳେ ପଞ୍ଜାବର ପଠାନକୋଟର ଧୀରପୁଲ ନିକଟ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି । ପୋଲିସ କହିଛି, ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ଏକ ଗ୍ରେନେଡ଼କୁ ଆର୍ମି ଗେଟ୍ ଭିତରକୁ ଫୋପାଡ଼ି ଦେଇଥିଲେ । ଗ୍ରେନେଡ଼ର କିଛି ଅଂଶ ଉଦ୍ଧାର କରାଯାଇ…

ବାହା ହେବେ ଅଭିନେତ୍ରୀ ରାକୁଲପ୍ରୀତ୍‌!

ନୂଆଦିଲ୍ଲୀ: କିଛି ମାସ ପୂର୍ବେ ସୋସିଆଲ ମିଡିଆ ପୋଷ୍ଟରେ ଅଭିନେତା ତଥା ନିର୍ମାତା ଜ୍ୟାକି ଭଗ୍ନାନୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ରାକୁଲ ପ୍ରୀତ ସିଂ ସ୍ୱୀକାର କରିଥିଲେ। ଏକ ସାକ୍ଷାତକାରରେ ଅଭିନେତ୍ରୀଙ୍କୁ ତାଙ୍କ ବିବାହ ଯୋଜନା ବିଷୟରେ ପଚରାଯାଇଥିଲା। ସମାନ ଜବାବ ଦେଇ ସେ…

ବିବାହ ବାର୍ଷିକୀ ଅବସରରେ ନିଆରା ଢଙ୍ଗରେ ରାଜ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପା

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ମାମଲା ସାମ୍‌ନାକୁ ଆସିବା ପରେ ଶିଳ୍ପା ଓ ରାଜ୍‌ଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ଶିଳ୍ପା ଉଭୟଙ୍କ ବିବାହ ବାର୍ଷିକୀ ଅବସରରେ ଏକ ପ୍ରେମ ବାର୍ତ୍ତା ପୋଷ୍ଟ କରି ଏହି ଗୁଜବରେ…

ହାତୀ ଆତଙ୍କ: ଫସଲ ନଷ୍ଟ ସହ ଭାଙ୍ଗିଲେ ୭ଘର

ସୁବର୍ଣ୍ଣପୁର: ବଢ଼ୁଛି ହାତୀ ଆତଙ୍କ । ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କୁଦୋପାଲି ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ୩୪ଟିକିଆ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଏହାସହ ଗାଁର ୭ଟି ଘର ଭାଙ୍ଗି ଦେବା ସହ ବ୍ୟାପକ ଚାଉଳ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ନଷ୍ଟ…