Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ଆଉ ୧୯ ଜୀବନ, ମୃତ୍ୟୁସଂଖ୍ୟା ୨୩ଶହ ଟପିଲା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୧୯ ଜୀବନ । ୧୩ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ରାୟଗଡ଼ା ଓ ଅନୁଗୋଳ…

ଭାରତ ପହଞ୍ଚିଲା ରୁଷ୍‌ ଟିକା ‘ସ୍ପୁଟ୍‌ନିକ ଭି’ର ଦ୍ୱିତୀୟ ବ୍ୟାଚ୍

ହାଇଦ୍ରାବାଦ: ରୁଷ୍‌ ଟିକା ସ୍ପୁଟ୍‌ନିକ ଭିର ଦ୍ୱିତୀୟ ବ୍ୟାଚ୍ ରବିବାର ଦିନ ତେଲେଙ୍ଗାନାର ହାଇଦ୍ରାବାଦରେ ପହଞ୍ଚିଛି। ଏ ନେଇ ଭାରତରେ ରୁଷିଆର ରାଷ୍ଟ୍ରଦୂତ ନିକୋଲେ କୁଦାଶେଭ୍ କରୋନା ବିରୋଧରେ ରୁଷ୍‌-ଭାରତୀୟ ଲଢେଇକୁ ଏକ ବିଶେଷ ତଥା ସୁବିଧାଜନକ ରଣନୀତିକ ଭାଗିଦାରୀ ଏବଂ ଏକ…

ରାଜ୍ୟରେ ଏବେ ସିରିଏଲ ଓ ଫିଲ୍ମ ସୁଟିଂ ମନା, ନିର୍ଦ୍ଦେଶନାମା ଜାରି କଲେ ଏସଆରସି

ଭୁବନେଶ୍ୱର: ଓଡ଼ିଶାରେ ଏବେ ଫିଲ୍ମ କି ସିରିଏସ୍ ସୁଟିଂ ହୋଇ ପାରିବ ନାହିଁ । ସମସ୍ତ ପ୍ରକାର ଇନଡୋର୍ ଓ ଆଉଟ୍ ଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର…

କରୋନାରେ ବରିଷ୍ଠ ସାମ୍ବାଦିକ ସୁନୀଲ ଜୈନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠା ସାମ୍ବାଦିକ ତଥା ଫାଇନାନସିଆଲ୍ ଏକ୍ସପ୍ରେସର ମ୍ୟାନେଜିଂ ଏଡିଟର ସୁନୀଲ ଜୈନ୍ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । କରୋନା ସଂକ୍ରମିତ ହୋଇଥିଲେ ସୁନୀଲ ଜୈନ୍ ।…

କଂଗ୍ରେସ ସାଂସଦ ରାଜୀବ ସତାଭଙ୍କର ପରଲୋକ

ନୂଆଦିଲ୍ଲୀ: କରୋନାରେ କଂଗ୍ରେସ ରାଜ୍ୟସଭା ସାଂସଦ ରାଜୀବ ସତାଭଙ୍କର ରବିବାର ଦେହାନ୍ତ ହୋଇଛି। ରାଜୀବ ୨୨ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସେ ଅତି ନିକଟତର ଥିଲେ। କଂଗ୍ରେସର ବରିଷ୍ଠ ନେତା…

ବଣ୍ଡାଘାଟିରେ କରୋନା; ୧୨ ଜଣ ସଂକ୍ରମିତ, ୪ ସୁସ୍ଥ  

ମାଲକାନଗିରି: ବଣ୍ଡାଘାଟିରେ ପଶିଲା କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଥିବା ବେଳେ ପ୍ରଥମ ଥର ପାଇଁ ବଣ୍ଡାଘାଟିରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଣ୍ଡାଘାଟିର ପ୍ରାୟ ୧୨ ଜଣ ଆଦିମ ଆଦିବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ୮ ଜଣ ହୋମ୍ ଆଇସୋଲସେନରେ ଥିବାବେଳେ ୪ ଜଣ ସୁସ୍ଥ…

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୧୧ ହଜାର ପଜିଟିଭ୍, ସୁସ୍ଥ ହେଲେ ୩ଲକ୍ଷ ୬୨ହଜାର

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୧ହଜାର ୧୭୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩ଲକ୍ଷ ୬୨ହଜାର ୪୩୭ ସଂକ୍ରମିତ । ଅର୍ଥାତ୍ ଆକ୍ରାନ୍ତଙ୍କ ଅପେକ୍ଷା ଆଜି ୫୦ହଜାର ଅଧିକ…

ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ତାଉ’ତେ

ନୂଆଦିଲ୍ଲୀ: ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ତାଉ’ତେ । ଅଧିକ ଘନୀଭୂତ ହେଉଛି । ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଏବେ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ପାଞ୍ଜିମ-ଗୋଈ ଉପକୂଳରୁ ୧୩୦…

ଅର୍ଗସର ସାଟେଲାଇଟ୍ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ମାନବ ସେବା ହିଁ ମାଧବ ସେବା । ଆଜିକା ସମୟରେ ଠିକ୍ ସମୟରେ ସଠିକ୍ ସମ୍ବାଦ ପରିବେଷଣ ମଧ୍ୟ ମାନବସେବା । ଆଉ ଅର୍ଗସ ଏପରି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବ ବୋଲି କହିଛନ୍ତି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶନିବାର ଦିନ ଡିଜିଟାଲ ପ୍ଲାଟଫର୍ମରେ ଥିବା ଅର୍ଗସର…

ଓଡ଼ିଶାରେ କରୋନା ନେଲା ଆଉ ଦୁଇ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ନିଷ୍ଠୁର କରୋନା ଓଡ଼ିଶାରୁ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତକିଛି ଦିନ ତଳେ କୈଳାସ କରୋନାରେ ସଂକ୍ରମିତ ହୋଇଥିଲେ । ସେ…