Latest Odisha News

BREAKING NEWS

ବିଏମସି କମିଶନରଙ୍କ ବଦଳି: ପ୍ରେମଚନ୍ଦ୍ର ଚୌଧୁରୀ ଗଲେ, ଆସିଲେ ସଞ୍ଜୟ ସିଂ

ଭୁବନେଶ୍ୱର: ବଦଳିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୋଧୁରୀ । ତାଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ବିଏମସିର ନୂଆ କମିଶନର ଭାବରେ ନିଯୁକ୍ତି ମିଳିଛି । ସଞ୍ଜୟ ସିଂ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସହ ସୂଚନା ଓ ଲୋକସମ୍ପର୍କ ବିଭାର ସଚିବ ଥିଲେ । ବିଏମସି କମିଶନର ସହ ସେ ବିଡିଏ…

ବ୍ୟଙ୍ଗ : ସାଇଡ୍ ଇଫେକ୍ଟ

ଓଁ ଅଭିଜ୍ଞାନ ସାହୁ  ।। ଓଁ ଶ୍ରୀ ଶ୍ରୀ କରୋନାୟ ନମଃ ।। ବିଶେଷ ସୂଚନା : ଗତକାଲି ଠାରୁ ମୋ ଦେହରେ କରୋନା ଲକ୍ଷଣ ଦେଖାଦେଇଛି । ତେଣୁ ଆଜିଠାରୁ ଆସନ୍ତା ମାସେ ଯାଏଁ ମୁଁ ସ୍ୱ-ସଙ୍ଗରୋଧରେ ରହିବି । ଏହି ସମୟରେ କୋୖଣସି କାମ ନେଇ କେହି ମୋ ପାଖକୁ ଆସନ୍ତୁ ନାହିଁ । ଯେଉଁମାନେ ଗତ…

ଜେଲ୍‌ର ୫୬ କଏଦୀ କରୋନା ପଜିଟିଭ

ହରିୟାଣା: କର୍ଣ୍ଣଲ ଜିଲ୍ଲାରେ ଥିବା ଜେଲ୍‌ରେ ଚାରିଜଣ ମହିଳାଙ୍କ ସମେତ ଅତି କମରେ ୫୬ ଜଣ ଜେଲ ଅନ୍ତେବାସୀ କରୋନା ପଜିଟିଭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜେଲ୍‌ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାରୀଙ୍କ କହିବା ମୁତାବକ ଆକ୍ରାନ୍ତ କଏଦୀଙ୍କୁ ଜେଲର କୋଭିଡ ୱାର୍ଡରେ…

ପରିବାର ଲୋକଙ୍କୁ ଭେଟିବା ପାଇଁ ଲକଡାଉନରେ ବସ୍ ଚୋରୀ କଲେ ଯୁବକ

ତିରୁବନ୍ତପୁରମ: କରୋନା ମହାମାରୀ ଯୋଗୁ ଦେଶରେ ବିଭିନ୍ନ ସ୍ଥାନରେ ଲକଡାଉନ କରାଯାଇଛି । ପରିବାର ଲୋକଙ୍କୁ ଭେଟିବା ପାଇଁ ୩୦ ବର୍ଷୀୟ ଯୁବକ ଦିନୁପ ଏତେ ମାତ୍ର ବ୍ୟଗ୍ର ହୋଇପଡିଲେ ଯେ, ଶେଷରେ ବସ୍ ଚୋରୀ କରି ଘର ଅଭିମୁଖେ ବାହାରିଥିଲେ । ଅବଶ୍ୟ ବାଟରେ ପୋଲିସ ତାଙ୍କୁ ଗିରଫ କରିଥିଲେ ।…

କରୋନାର କରୁଣ ଚିତ୍ର, ଗୋଟିଏ ପୁଅର ଶବ ସତ୍କାର କରି ଫେରିବା ବେଳକୁ ଆଉ ଏକ ପୁଅ ମୃତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ଏବେ ସହରରେ ସୀମିତ ନାହିଁ । ଗାଁରେ ପାଦ ଥାପିଥିବା କରୋନାର କରୁଣ ଚିତ୍ର ହୃଦୟକୁ ଭାଙ୍ଗି ଦେଉଛି । ସ୍ଥିତି ଏମିତି ସଙ୍ଗୀନ ହୋଇଛି କି, ଗାଁରେ ଏକାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏମିତି ଏକ ମାମଲା ଆସିଛି ପଶ୍ଚିମ ନୋଏଡ଼ାର ଜଲାଲପୁର ଗାଁରୁ । ଯେଉଁଠି…

ଓଡ଼ିଶା ସମେତ ୮ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଛି । ଧିମା ପଡ଼ିଛି ଟିକାକରଣ । ଏଭଳି ସ୍ଥିତିରେ ଆଜି ଓଡ଼ିଶା ସମେତ ୮ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ୍ ଟିକାକରଣ ଓ କରୋନା ମୁକାବିଲା ନେଇ…

ନୂଆ ରେକର୍ଡ ସୃଷ୍ଟି କରିବ ଲିଓନାର୍ଡୋ ଡା ଭିନ୍‌ସିଙ୍କ ଏହି ପେଣ୍ଟିଙ୍ଗ୍‌; ୧୬ ମିଲିୟନ ଡଲାର୍‌ରେ ହୋଇପାରେ ନିଲାମ

ନୂଆଦିଲ୍ଲୀ: ଲିଓନାର୍ଡୋ ଡା ଭିନ୍‌ସି ଦ୍ୱାରା ଅଙ୍କାଯାଇଥିବା ଏକ ବିୟର୍‌ ହେଡ୍‌ ଅର୍ଥାତ୍‌ ଭାଲୁର ଚିତ୍ରକୁ ୧୬.୭ ମିଲିୟନ୍‌ ଡଲାର୍‌ରେ ନିଲାମ କରାଯିବ ବୋଲି ଆକଳନ କରାଯାଇଛି। ଏହି ବିୟର୍‌ ହେଡ୍‌ ଚିତ୍ରଟି ଜୁଲାଇରେ ନିଲାମ ହେବ। ଲିଓନାର୍ଡୋଙ୍କ ଏହି ପେଣ୍ଟିଙ୍ଗ୍‌ ଏକ ରେକର୍ଡ ସୃଷ୍ଟି…

ସେଲିବ୍ରିଟିଙ୍କ ମୃତ୍ୟୁ ଗୁଜବକୁ ନେଇ ଚର୍ଚ୍ଚା; ପୁଣି ଉଡିଲା ଆଉ ଜଣେ କଳାକାରଙ୍କ ମୃତ୍ୟୁ ଖବର

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ୟପଟେ ସେଲିବ୍ରିଟିମାନଙ୍କ ମୃତ୍ୟୁ ଗୁଜବ ମଧ୍ୟ ଉଡିବାରେ ଲାଗିଛି। ନିକଟରେ ଶକ୍ତିମାନ ଆକ୍ଟର ମୁକେଶ ଖାନାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଖବର ଆସିଥିଲା। ଏ ନେଇ ମଙ୍ଗଳବାର ସନ୍ଧ୍ୟାରେ ଅଭିନେତା ମୁକେଶ ଖାନ୍ନା…

କରୋନା ଦ୍ୱିତୀୟ ଲହରୀର ପ୍ରଭାବ କମିବା ସଙ୍କେତ ମନୋବଳ ବଢ଼ାଉଛି !

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ କମିବା ଆରମ୍ଭ ହେଉଛି । ଏହି ସବୁ ସତ୍ୱେ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ବଢ଼ିବା ସାମାନ୍ୟ ଚିନ୍ତାର କାରଣ ହୋଇଛି । ଏବେଠାରୁ ଆଉ ଅଧିକ ସତର୍କତା ଅବଳମ୍ବନ କଲେ ଏହି ବିପଦ ଆମଠାରୁ ଦୂରେଇ ଯିବ । ନୂତନ କେସ ତୁଳନାରେ ଅଧିକ ରୋଗୀ ସୁସ୍ଥ…

କେନ୍ଦୁଝର ଜେଲରେ କରୋନା, ୯ କଏଦୀ ସଂକ୍ରମିତ

କେନ୍ଦୁଝର: ଜେଲରେ ପଶିଲାଣି କରୋନା । କଏଦୀ ସଂକ୍ରମିତ ହେଉଛନ୍ତି । କେନ୍ଦୁଝର ଜିଲ୍ଲା କାରାଗାରରୁ୯ ଜଣ କଏଦୀ ପଜିଟିଭ୍ ବାହାରିଛନ୍ତି । ସମସ୍ତଙ୍କୁ ଜେଲ୍ ପରିସରରେ ଥିବା ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଗତ ମାସ ୨୮ ତାରିଖରେ ଚୋରି ମାମଲାରେ ତିନି ଜଣଙ୍କୁ ଗିରଫ ପରେ…